୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା ଗର୍ଲ’: ନିଜଠାରୁ ୧୦ ବର୍ଷ ବୟସ ସାନ ଯୁବକଙ୍କୁ ଲୁଚାଛପାରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ର ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ୪୬ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ରୁକ୍‌ଶାନା ସୁଲତାନା ଜଣେ ମୁସଲମାନ୍‌ ଥିବାବେଳେ ପିତା ଶିବିନ୍ଦର ସିଂ ଜଣ ପଞ୍ଜାବୀ ହିନ୍ଦୁ। ୧୯୮୩ରେ ଉର୍ମିଳା ଶିଶୁ କଳାକାର ଭାବେ ମାସୁମ୍‌ ଫିଲ୍ମରେ ଅଭିନୟ କରିଥିଲେ। ପରେ ୧୯୯୨ରେ ରାମଗୋପାଳ ବର୍ମାଙ୍କ ଫିଲ୍ମ ରଙ୍ଗିଲାରେ ଉର୍ମିଳାଙ୍କୁ ମିଳିଥିଲା ଷ୍ଟାର ଡମ୍‌। ରାମଗୋପାଳଙ୍କ ସହିତ ଉର୍ମିଳାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା। ଏହାଯୋଗୁ ଉର୍ମିଳାଙ୍କ କ୍ୟାରିୟର ବରବାଦ୍‌ ହୋଇଥିବା କେତେକ କୁହନ୍ତି। ନିଜଠାରୁ ୧୦ ବର୍ଷ ବୟସ ସାନ କଶ୍ମୀର ବିଜନେସ୍‌ ମ୍ୟାନ୍‌ ମୋହସିନ୍‌ ଅଖତର ମୀର୍‌ଙ୍କୁ ଲୁଚାଛପାରେ ୨୦୧୬ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ...

ସୁଶାନ୍ତଙ୍କ ବଦଳରେ ୨୦୦ କିଲୋର ବସ୍ତା ଝୁଲିବ ସିଲିଂ ଫ୍ୟାନ୍‌ରେ…

ମୁମ୍ବାଇ, ୨୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ୍‌ ସିବିଆଇ ହାତକୁ ଯାଇଛି। ଏବେ ସିବିଆଇର ୪ ଜଣିଆ ଟିମ୍‌ ପ୍ରତିଟି...

ଶାହାରୁଖଙ୍କଠାରୁ ଏହି ଜିନିଷ ଚୋରି କରିବାକୁ ଚାହୁଁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶାହାରୁଖ ଖାନ୍‌ ଏବଂ ଅନୁଷ୍କା ଶର୍ମା କିଛି ଫିଲ୍ମରେ ଏକାଠି କାମ କରିଛନ୍ତି। ତାଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ସମସ୍ତଙ୍କ ହୃଦୟରେ ଏକ...

ପ୍ରବଳ ସୁନା ପିନ୍ଧନ୍ତି ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ, କାରଣ ଜାଣିଲେ ହେବେ ଚକିତ

ବଲିଉଡରେ ଗାୟକ ତଥା କମ୍ପୋଜର ବାପି ଲହରୀ ଦୀର୍ଘ ଦିନ ହେବ କାମ କରୁଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ...

ବଲିଉଡ୍‌ରେ କ୍ୟାରିୟର ଆରମ୍ଭ ପୂର୍ବରୁ ଏତିକି ଟଙ୍କା ରୋଜଗାର କରୁଥିଲେ ଅକ୍ଷୟ କୁମାର

ଅଭିନେତା ଅକ୍ଷୟ କୁମାରଙ୍କ ବଲିଉଡ୍‌ର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ମଧ୍ୟରେ ଅନ୍ୟତମ। ସେ ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି, କିନ୍ତୁ...

ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍‌ବସ୍‌ ଫ୍ରେମ୍‌ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ...

ଫିଲ୍ମ ‘୮୩’: ପିତାଙ୍କ ଭୂମିକାରେ ନଜର ଆସିବେ ପ୍ରସିଦ୍ଧ କ୍ରିକେଟରଙ୍କ ପୁଅ

୧୯୮୩ରେ ଭାରତୀୟ କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟକୁ ନେଇ ତିଆରି ହୋଇଛି। ଫିଲ୍ମ ’୮୩’। ଏହି ଫିଲ୍ମରେ ରଣବୀର ଭାରତୀୟ କ୍ରିକେଟ ଟିମ୍‌ କ୍ୟାପଟେନ୍‌ କପିଲ...

ଓସ୍କାର ଦୌଡ଼ରେ ଥିବା ଚଳଚ୍ଚିତ୍ରରେ ଶୁଭ୍ରାଂଶୁ

କଟକ ଅଫିସ୧୩ା୧:: ଚଳିତବର୍ଷ ‘ଓସ୍କାର’ ଆୱାର୍ଡ ଦୌଡ଼ରେ ରହିଛି ବିଶ୍ୱର ୩୦୦ରୁ ଊର୍ଦ୍ଧ୍ୱ ଫିଲ୍ମ। ଏହି ଦୌଡରେ ସାମିଲ ହୋଇଛି ବଲିଉଡର ଏକ ଚଳଚ୍ଚିତ୍ର ‘ଲାଷ୍ଟ...

Advertisement
Archives

Model This Week