୩.୨୬ ଲକ୍ଷ କୋଟିର କେନ୍ଦ୍ରୀୟ ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨୬।୧୧: ୨୦୧୯-୨୦ ଆର୍ଥତ୍କ ବର୍ଷ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୩.୨୬ ଲକ୍ଷ କୋଟି ଟଙ୍କାର ସେଣ୍ଟ୍ରାଲ ଜିଏସ୍‌ଟି ବା କେନ୍ଦ୍ରୀୟ ଜିଏସ୍‌ଟି କରିବାକୁ ସରକାର ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ୬.୬୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି ସଂଗ୍ରହ ଲାଗି ସରକାର ବଜେଟରେ ଲକ୍ଷ୍ୟ ରଖିଛନ୍ତି। ଜିଏସ୍‌ଟି ସଂଗ୍ରହ କମିଛି କିମ୍ବା ବଢିଛି ଆର୍ଥତ୍କ ବର୍ଷ ଶେଷ ହେବା ପରେ ହିସାବରୁ ଜଣାପଡିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଚଳିତ ବର୍ଷ ୧୩.୩୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ସମୟ ମଧ୍ୟରେ ୫.୧୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏ ସମାଧାନ ପାଇଁ ଏସ୍‌ବିଆଇର ପଦକ୍ଷେପ

ଭୁବନେଶ୍ୱର: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ସମସ୍ତ ଋଣଗ୍ରହୀତାଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି କି ଚଳିତ ମାସ ୧୯ ତାରିଖରେ ସ୍ଥାନୀୟ କୋର୍ଟ...

ନୀରବଙ୍କ ସ୍ତ୍ରୀ ଆମିଙ୍କ ବିରୋଧରେ ଇଣ୍ଟରପୋଲର ଗିରଫ ପରଓ୍ବାନା

ନୂଆଦିଲ୍ଲୀ,୨୬।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ସ୍ତ୍ରୀ ଆମି ମୋଦିଙ୍କ ବିରୋଧରେ...

ଚେନ୍ନାଇରେ ମାନୁଫାକ୍‌ଚରିଂ ହେଲା ଆଇଫୋନ

ନୂଆଦିଲ୍ଲୀ,୨୪।୭: ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକାର ପ୍ରମୁଖ ମୋବାଇଲ କମ୍ପାନୀ ଆପଲ ଏହାର ଆଇଫୋନ-୧୧ ମଡେଲର ଉପତ୍ାଦନ ଭାରତରେ ଆରମ୍ଭ କରିଛି।...

ଭାରତୀୟ ମୁଦ୍ରାରେ ସର୍ବକାଳୀନ ହ୍ରାସ

ନୂଆଦିଲ୍ଲୀ,୧୦ା୫:ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ପରିଲକ୍ଷିତ ହୋଇଛି। ସୋମବାର ଶେୟାର ବଜାରର ପ୍ରଥମ କାରବାର ଦିବସର ଆରମ୍ଭ ସମୟରେ ୟୁଏସ୍‌ ଡଲାର ତୁଳନାରେ...

ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର...

ତେଲ ଦର: ଟୁଇଟରରେ ଲୋକଙ୍କ ରୋଷ

ନୂଆଦିଲ୍ଲୀ: କରୋନା କାଳରେ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି। ବୁଧବାର ନୂଆଦିଲ୍ଲୀରେ ତେଲ ଦର ୧୦୦ ଟଙ୍କା ଛୁଇଁଛି। ତେଲର...

ଲୋଡ଼ା ପଡ଼ିପାରେ ୧.୬ ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ:  କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର...

୨୩୨ ରେଳ ଷ୍ଟେଶନରେ ନିର୍ମାଣ ହେବ ପୂର୍ବନିର୍ମିତ ଶୌଚାଳୟ

ଭୁବନେଶ୍ୱର,୪-୬: ସ୍ବଚ୍ଛ ଭାରତ ମିଶନ ପଦକ୍ଷେପ ଅନ୍ତର୍ଗତ ୨୩୨ ରେଳ ଷ୍ଟେଶନରେ ପୂର୍ବନିର୍ମିତ ଶୌଚାଳୟ ନିର୍ମାଣ କରାଯିବ। ଏଥି ଲାଗି ପୂର୍ବତଟ ରେଳପଥ, ରାଇଟ୍ସ ଏବଂ...

Advertisement
Archives

Model This Week