୩ ହଜାର ଫୁଟ ପାହାଡ଼ ଉପରେ ପ୍ରେମିକାଙ୍କୁ ପ୍ରପୋଜ୍‌ କଲେ ପ୍ରେମିକ

ଓସଲୋ,୯।୭: ନରଓ୍ବେରେ ଜଣେ ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ୩ ହଜାର ଫୁଟ ପାହାଡ଼ ଉପରେ ପ୍ରପୋଜ୍‌ କରିଛନ୍ତି। ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା ବେକ୍ସ୍‌ ମୋରଲେଙ୍କୁ ପ୍ରେମିକ କ୍ରିଷ୍ଟିୟନ୍‌ ରିଚାର୍ଡସ୍‌ ସ୍ଥାନୀୟ କେଜରାଗବୋଲ୍ଟେନ୍‌ ପାହାଡ଼ର ଦୁଇ ତୀଖ ପଥରର ସନ୍ଧିସ୍ଥଳରେ ଥିବା ପଥରଖଣ୍ଡ ଉପରେ ଠିଆ ହୋଇ ପ୍ରପୋଜ୍‌ କରିଛନ୍ତି। ପ୍ରେମୀଯୁଗଳ ପରସ୍ପରକୁ ଏଠାରେ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧ ନୁହେଁ ବିଦ୍ରୋହ: ବାଇଡେନ୍‌

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଜୋ ବାଇଡେନ୍‌ ମୁହଁ ଖୋଲିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ...

କୁଏତ୍‌ର ନୂଆ ବିଲ୍‌: ୮ଲକ୍ଷ ଭାରତୀୟ ଚାକିରି ହରାଇବା ଆଶଙ୍କା

କୁଏତ୍‌ ସିଟି,୬।୭: କୁଏତ୍‌ ସରକାର ନୂଆ ଅପ୍ରବାସୀ ବିଲ୍‌ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଏଠାରେ ବାସ କରୁଥିବା ୮ଲକ୍ଷରୁ ଅଧିକ ଭାରତୀୟ ଚାକିରି ହରାଇବାର...

ରାଣୀ ଏଲିଜାବେଥ୍‌ଙ୍କୁ ୯୩

ଲଣ୍ଡନ,୨୨ା୪: ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରବିବାର ୯୩ ବର୍ଷରେ ପଦାର୍ପଣ କରିଛନ୍ତି। ପଶ୍ଚିମ ଲଣ୍ଡନର ସେଣ୍ଟ୍‌ ଜର୍ଜ ଚାପେଲରେ ରାଜ ପରିବାର ସଦସ୍ୟମାନଙ୍କ ଗହଣରେ...

ପାକିସ୍ତାନର ପ୍ରଥମ କିନ୍ନର ହେଲେ ଓକିଲ: କେବେ ଭିକ ମାଗିବାକୁ ହୋଇଥିଲେ ବାଧ୍ୟ

ଇସ୍‌ଲାମାବାଦ,୨୮।୧୧: ପାକିସ୍ତାନର ନିଶା ରାଓ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିଶା ହେଉଛନ୍ତି ପାକିସ୍ତାନର ପ୍ରଥମ କିନ୍ନର ଯିଏ ଓକିଲ ହୋଇଛନ୍ତି। ଦିନ...

ପୃଥିବୀର ଏହି ଅଞ୍ଚଳରେ ଏବେ ବି ନାହିଁ ଜୀବନ…

ଓ୍ବାଶିଂଟନ,୭।୯: ପୃଥିବୀର ସମସ୍ତ ଅଞ୍ଚଳରେ ଜୀବନ ରହିଛି। ଏକ ମୁଠା ମାଟିକୁ ପରୀକ୍ଷା କଲେ ଏଥିରେ କୋଟି କୋଟି ସୂକ୍ଷ୍ମ ଜୀବ ରହିଥିବାର ଜଣାପଡ଼ିଥାଏ। ମାତ୍ର...

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ...

ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ...

Advertisement


Archives

Model This Week