୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ପଦ୍ମପୁର,୭।୯(ଡି.ଏନ୍‌.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର ପରମେଶ୍ୱର ନାୟକ, ଲକ୍ଷ୍ମୀଧର ନାୟକ ଓ ସହଦେବ ନାୟକଙ୍କ ଗୁହାଳରେ ଏହି ଅଗ୍ନିକାଣ୍ଡ ଘଟି ୨୬ଟି ଛେଳି ଏବଂ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ବିପନ୍ନ ପରିବାର ପଶୁପାଳନ କରି ଜୀବିକା ନିର୍ବାହ କରୁଥିବାବେଳେ ସମସ୍ତେ ଗରିବ ଶ୍ରେଣୀର। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ପ୍ରଚାର: ୩ରେ ଉପନିର୍ବାଚନ

ଭଦ୍ରକ ଅଫିସ,୧।୧୧: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ଯୋରଦାର ପ୍ରଚାର ହୋଇଥିଲା। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ ହେଭିଓ୍ବେଟ...

ଛତୁଆ ପ୍ରସ୍ତୁତ ହୋଇନି, ବଣ୍ଟନ ଦର୍ଶାଯାଉଛି

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ)ଗହମ ଅଭାବରୁ ସୁବର୍ଣ୍ଣପୁର ଜିଲାର ୬ଟି ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରେ ଛତୁଆ ପ୍ରସ୍ତୁତ ହୋଇ ପାରି ନ ଥିଲା। ଜିଲାର ଡୁଙ୍ଗୁରିପାଲି,...

ଧାନବିଲ ଜଗିଥିବା ସମୟରେ ଚାଷୀଙ୍କୁ ମାରିଦେଲା ହାତୀ

ମାଧପୁର,୨୧ା୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ...

ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ...

ପରିତ୍ୟକ୍ତ କୂଅରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଯାହା ମିଳିଲା…

ସୁନ୍ଦରଗଡ଼,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ କରମଡିହି ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ଓ୍ବେ ରାଜ୍ୟ ରାଜପଥର ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ...

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ରବିବାର ମହାଷ୍ଟମୀ ପାଳନ କରାଯାଇଛି। ଏଥିଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ସେହିପରିି ଜଳେଶ୍ୱରଖଣ୍ଡି ଗ୍ରାମରେ...

ଆବଦ୍ଧାଞ୍ଚଳରେ କଟକଣା ମାନୁନାହାନ୍ତି: ବାଡବସା ପାଇଁ ହାତାହାତି

ଖଇରା,୧୦।୫(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଧବାର ଠାରୁ ବାରିଙ୍ଗିଆ ସମେତ ତତ୍‌ ସଂଲଗ୍ନ...

ବହୁଛି ପରିବର୍ତ୍ତନର ହାଓ୍ବା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଆଉ କିଛିଦିନ ରହିଲା। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଏକ ନିର୍ବାଚନ ସଂକ୍ରାନ୍ତୀୟ...

Advertisement
Archives

Model This Week