Posted inଜାତୀୟ

୩ଟି ସ୍ତମ୍ଭ ଉପରେ ରହିଛି ଏକବିଂଶ ଶତାବ୍ଦୀର ମୂଳଦୁଆ: ପ୍ରଧାନମନ୍ତ୍ରୀ

ଚେନ୍ନାଇ,୩୦।୯: ଏକବିଂଶ ଶତାବ୍ଦୀର ମୂଳଦୁଆ ୩ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ରହିଛି। ସେଗୁଡ଼ିକ ହେଉଛି ନବୀକରଣ, ଦଳଗତକାର୍ଯ୍ୟ ଏବଂ ଜ୍ଞାନକୌଶଳ। ଏସବୁର ବିକାଶରେ ଶତାବ୍ଦୀର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ। ଏସବୁ ପରସ୍ପରର ପରିପୂରକ। ମାଡ୍ରାସ୍‌ ଆଇଆଇଟିର ୬୫ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷାର୍ଥୀଙ୍କୁ ଏଭଳି କହିଛନ୍ତି। ପାଠ୍ୟକ୍ରମର ଶିକ୍ଷା ଏବେ ଶେଷ ହେଲେ ମଧ୍ୟ ପ୍ରତିଟି କ୍ଷେତ୍ରରେ ନୂଆ ନୂଆ କଥା ଶିଖିବାର ଅବସର ମିଳିବ। ଶିକ୍ଷା ଏବଂ ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସମାପ୍ତ ହୋଇ ନ ଥାଏ। ଏହା ଜୀବନ ସାରା ଜାରି ରହିଥାଏ ବୋଲି ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ ସଚିନ, ଲତାଙ୍କ ଟୁଇଟ୍‌ ଉପରେ ହେବ ନାହିଁ ତଦନ୍ତ ’

ନାଗପୁର, ୧୫।୨ : ଭାରତରତ୍ନ ସଚିନ ତେନ୍ଦୁଲକର ଓ ଲତା ମାଙ୍ଗେସକରଙ୍କ ଉପରେ କୌଣସି ତଦନ୍ତ ହେବ ନାହିଁ। ଦେଶରତ୍ନଙ୍କ ସମ୍ପର୍କରେ ମୁଁ ଏଭଳି କହିନାହିଁ...

ଭାରତୀୟ ବେଶଭୂଷାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୧୫।୧: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଜେଫ୍‌ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।...

ଓଲଟିଲା ସେନା ଜିପ୍ସି: ୩ ଯବାନ ଜୀବନ୍ତ ଦଗ୍ଧ

ଶ୍ରୀଗଙ୍ଗାନଗର,୨୫।୩: ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲାରେ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର-ଗୁରୁବାର ବିଳମ୍ବିତ ରାତ୍ରରେ ଭାରତୀୟ ସେନାର ଏକ...

୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା

ନୂଆଦିଲ୍ଲୀ,୨୭।୧: ପ୍ରାୟ ୧୩ଲକ୍ଷ ଯବାନଙ୍କୁ ନେଇ ଭାରତୀୟ ସେନା ଧୀରେ ଧୀରେ ତା’ର ଶକ୍ତି ବୃଦ୍ଧି କରୁଛି ବୋଲି ଜଣାପଡିଛି। ସେନା ରକେଟ ଓ କ୍ଷେପଣାସ୍ତ୍ରଠାରୁ...

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ...

ଭାଜପାକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି। ଟୁଇଟର ମାଧ୍ୟମରେ ସେ...

କୃଷକ ଆନ୍ଦୋଳନ: ତୋମାର କହିଲେ ମୁଁ ଜ୍ୟୋତିଷ ନୁହେଁ ୪ ଜାନୁୟାରୀରେ କ’ଣ ହେବ କହିପାରିବି

ନୂଆଦିଲ୍ଲୀ,୨ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ ।...

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ...

Advertisement


Archives

Model This Week