Posted inଜାତୀୟ

୨ ମାସ ପରେ ଚିଦାମ୍ବରମ୍‌ଙ୍କୁ ଜାମିନ୍‌: ଅକ୍ଟୋବର ୨୪ ପର୍ଯ୍ୟନ୍ତ ରହିବେ ତିହାର ଜେଲ୍‌ରେ

ନୂଆଦିଲ୍ଲୀ,୨୨।୧୦: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିଛି। ମାମଲାର ବିଚାର କରି ୨ ମାସ ପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଜାମିନ୍‌ ମଞ୍ଜୁର କରିଛନ୍ତି। ବ୍ୟକ୍ତିଗତ ଭାବେ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ତାଙ୍କୁ ଜାମିନ୍‌ ମିଳିଛି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତ୍‌ରେ ଥିବାରୁ ସେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ତିହାର ଜେଲ୍‌ରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଭ୍ରମଣ ପାଇଁ ଟିକେଟର ଦାମ୍‌ ୬ କୋଟି

ନୂଆଦିଲ୍ଲୀ, ୧୬ା୩: ଆଗାମୀ ୨୦୩୦ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମହାକାଶ ପର୍ଯ୍ୟଟନ ଆରମ୍ଭ କରିବା ଲାଗି ଯୋଜନା କରିଛି। ଏଥିପାଇଁ ଟିକେଟ ଦାମ୍‌...

୩ ଦିନରେ ୭ ମହାଦେଶ ବୁଲିଲେ

ନୂଆଦିଲ୍ଲୀ,୧୧ା୧: ଦୁଇଜଣ ଭାରତୀୟ ମାତ୍ର ୩ ଦିନରେ ୭ ମହାଦେଶ ବୁଲି ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନେ ହେଲେ ଡ. ଅଲୀ ଇରାନୀ...

ସ୍ବାମୀଙ୍କୁ ମାରିବା ପାଇଁ ସ୍ତ୍ରୀ ରଚିଲେ ଏମିତି ଷଡଯନ୍ତ୍ର, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୨୬।୯: କୁହାଯାଏ ସ୍ତ୍ରୀ-ସ୍ବାମୀ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ହୋଇଥାଏ। କିନ୍ତୁ ସ୍ତ୍ରୀ ଯଦି ସ୍ବାମୀର ହତ୍ୟାକାରୀ ସାଜେ ତେବେ ଏହା ସବୁଠୁ ଆଶ୍ଚର୍ଯ୍ୟଜନକ କଥା...

କଂଗ୍ରେସ ବିଧାୟକଙ୍କ ଜ୍ୱାଇଁଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ, ୬ ମୃତ

ଅହମଦାବାଦ,୧୨ ।୮: ଗୁଜରାଟର ଆନନ୍ଦ ଜିଲାରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ଏଠାରେ ଥିବା ରୋଜିତ୍ରା ତହସିଲର ଡାଲି ଗାଁରେ କାର,...

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ...

କୋଭି୍‌ଡ ସଂକ୍ରମଣ ରୋକିବ ନିମଛେଲି

କୋଲକାତା,୨ା୩: ମହାମାରୀ କରୋନା ସଂକ୍ରମଣ ରୋକିବାରେ ନିମ ଗଛ ଛେଲିର ରସ ସହାୟକ ହେବ। କୋଲକାତାସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍‌ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ...

ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେୟାର ଇଞ୍ଜିନିୟର

ହାଇଦ୍ରାବାଦ୍‌,୧୧।୧୧: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଅଧଘଣ୍ଟା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସନ୍ଦୀପ ନାମକ ଏହି ଯୁବକ ଜଣଙ୍କ...

ତୁଟିଲା କଳି: ଏକାଠି ସାମ୍ନାକୁ ଆସିଲେ ଅମରିନ୍ଦର-ସିଦ୍ଧୁ

ଚଣ୍ଡିଗଡ,୨୩।୭: ପଞ୍ଜାବରେ ଅଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସଙ୍କଟ ଦୂର ହେଲା ପରି ଲାଗୁଛି। ଶୁକ୍ରବାର କଂଗ୍ରେସ ନେତା ନବଜୋତ...

Advertisement
Archives

Model This Week