Posted inଜାତୀୟ

୨୭ ହଜାର ଯବାନ ହେବେ ଛଟେଇ

ନୂଆଦିଲ୍ଲୀ,୧୩।୮: ଭାରତୀୟ ସେନାର ୨୭ ହଜାର ଯବାନଙ୍କୁ ଛଟେଇ କରାଯିବ। ଏହାଦ୍ୱାରା ୧୬ ଶହ କୋଟି ଟଙ୍କା ସଞ୍ଚୟ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ସେନାରେ ୧୨.୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ୪୩ ହଜାର ଅଫିସର ଅଛନ୍ତି। ସେହିପରି ସେନାରେ ଲକ୍ଷେ ୭୫ ହଜାର ଅଫିସର ଓ ଯବାନ ଅନିୟମିତ ଭାବେ କାର୍ଯ୍ୟ କରୁଛନ୍ତି। ଅନିୟମିତ କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କୁ ଛଟେଇ କରାଯିବାର ଯୋଜନା କରାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରାୟନ-୨: ବାହୁବଳୀ ରକେଟର ଉତ୍‌କ୍ଷେପଣ ଦେଖିବେ ଦର୍ଶକ

ଶ୍ରୀହରିକୋଟା,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ...

ଅଗଷ୍ଟ ୧୫ରେ ଲାଲକିଲ୍ଲାର ଚିତ୍ର ରହିବ ଏମିତି

ନୂଆଦିଲ୍ଲୀ,୨୪।୭: କରୋନା ମହାମାରୀ ଯୋଗୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋଗ ଲଗାଇ ଦିଆଯାଇଛି। କରୋନା ସମୟରେ ଆଗକୁ ସ୍ବାଧୀନତା ଦିବସ ଆସୁଥିବାରୁ ଏହାକୁ ନେଇ...

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ...

‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’

ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି...

୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର,୯।୩: ଆସନ୍ତା ୧୧ରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଗୁଜୁରାଟରେ ଆୟୋଜିତ ହେବାକୁ ଥିବା ଖେଳ ମହାକୁମ୍ଭ- ୨୦୨୨କୁ ପ୍ରଧାନମନ୍ତ୍ରୀ...

ଜାତୀୟ ସାହସିକତା ପୁରସ୍କାର: ୨୨ଜଣ ବାଳିକାବାଳକଙ୍କୁ ସମ୍ମାନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୧: ଚଳିତ ବର୍ଷ ୨୨ ଜଣ ବାଳିକାବାଳକଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ...

ଚାରଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କଲା, କେଦାରନାଥରେ ସର୍ବାଧିକ

ଡେରାଡୁନ,୩୦ ।୫: ଚାରଧାମ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ତେବେ କେଦାରନାଥ ଯାତ୍ରାରେ ଆସିଥିବା ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁଙ୍କ...

ପରଲୋକରେ ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା: ଶୋକ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକାତା,୮।୧୧:ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ସ୍ତ୍ରୀ ନବନୀତା ଦେବ ସେନ୍‌ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ...

Advertisement
Archives

Model This Week