୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି। ସ୍ପାଇସଜେଟ୍‌ କହିଛି ଯେ, ଏହା ମୁମ୍ବାଇ-ଜୟପୁର-ମୁମ୍ବାଇ, ମୁମ୍ବାଇ-ଅମୃତସର-ମୁମ୍ବାଇ, ମୁମ୍ବାଇ-ମାଙ୍ଗାଲୋର-ମୁମ୍ବାଇ ଏବଂ ମୁମ୍ବାଇ-କୋଏମ୍ବାଟୁର-ମୁମ୍ବାଇ, ମୁମ୍ବାଇ-ପାଟନା-ମୁମ୍ବାଇ, ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ଏବଂ ମୁମ୍ବାଇ-କୋଲକାତା-ମୁମ୍ବାଇ ମାର୍ଗରେ ନୂଆ ବିମାନ ଚଳାଇବ। ସେହିପରି କମ୍ପାନୀ ଦିଲ୍ଲୀରୁ ପାଟନା ଏବଂ ଦିଲ୍ଲୀରୁ ବେଙ୍ଗାଲୁରୁକୁ ମଧ୍ୟ ବିମାନ ସେବା ଆରମ୍ଭ କରିବ। ଏହାବ୍ୟତୀତ ମୁମ୍ବାଇ-ଦିଲ୍ଲୀ-ମୁମ୍ବାଇ ମାର୍ଗରେ ମଧ୍ୟ ଆହୁରି ୩ ଉଡ଼ାଣ ଆରମ୍ଭ କରାଯିବ। ଏହାଛଡ଼ା ସ୍ପାଇସଜେଟ୍‌ ମେ ଶେଷ ସୁଦ୍ଧା ମୁମ୍ବାଇରୁ ହଂକଂ, ଜେଦା, ଦୁବାଇ, କଲମ୍ବୋ, ଢାକା, ରିୟାଦ, ବ୍ୟାଙ୍କକ ଏବଂ କାଠମାଣ୍ଡୁରୁ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ଆରମ୍ଭ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍‌ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ

ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା...

ମହଙ୍ଗା ହେବ ରେଳ ଯାତ୍ରା; ଇ-ଟିକେଟିଂ ଉପରେ ଆଦାୟ ହେବ ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୯-୮: ଭାରତୀୟ ରେଳବାଇ ଅନ୍‌ଲାଇନ ରିଜର୍ଭେଶନ ବ୍ୟବସ୍ଥା ଇ-ଟିକେଟିଂ ଉପରେ ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରିବାକୁ ଯାଉଛନ୍ତି। ଫଳରେ ଆଗାମୀ ଦିନରେ ରେଳଯାତ୍ରା ମହଙ୍ଗା...

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ;୨୫ହଜାର କୋଟିର ଟେଣ୍ଡରରେ ସଂଶୋଧନ

ନୂଆଦିଲ୍ଲୀ,୫-୮: ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପରିଚାଳନା ବିଭାଗ(ଡିପିଆଇଆଇଟି)ର ହସ୍ତକ୍ଷେପ ପରେ କେନ୍ଦ୍ର ସରକାର ଜାରି କରିଥିବା ୨୫ ହଜାର କୋଟି ଟଙ୍କାର ଟେଣ୍ଡରକୁ ରଦ୍ଦ...

କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୨୭। ୩: ବର୍ତ୍ତମାନ ସମୟରେ ସରକାର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଆଗୀମୀ ୩ ମାସ ଲାଗି ଦେୟର ଯୋଗଦାନ ଦେବେ। ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ...

ସୁନା ଅଳଙ୍କାରରେ ହଲ୍‌ମାର୍କ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୫-୧: ଏଣିକି ଦେଶ ମଧ୍ୟରେ ସୁନା ଅଳଙ୍କାର ଏବଂ କଳାକୃତିର ହଲ୍‌ମାର୍କକୁ ବାଧ୍ୟତାମୂଳକ କରାଯିବ। ୧୫ ଜାନୁୟାରୀ ୨୦୨୦ଠାରୁ ହଲ୍‌ମାର୍କିଂ ବାଧ୍ୟତାମୂଳକ ଲାଗି କେନ୍ଦ୍ର ଖାଉଟି...

୮.୬୫%କୁ ବୃଦ୍ଧି ପାଇଲା ଇପିଏଫ୍‌ ସୁଧ ହାର, ୬ କୋଟି ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଫାଇଦା

ନୂଆଦିଲ୍ଲୀ,୨୪-୯: ଦୀର୍ଘ ୭ ମାସ ଧରି ଅପେକ୍ଷା କରିବା ପରେ କେନ୍ଦ୍ର ସରକାର ଶେଷରେ ମଙ୍ଗଳବାର ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଇପିଏଫ୍‌ ସୁଧ ହାର...

ଦେଶକୁ ଏସ୍‌ବିଆଇ ଭଳି ୪-୫ ବ୍ୟାଙ୍କ ଆବଶ୍ୟକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ଭାରତକୁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭଳି ୪ରୁ ୫ ବୃହତ ବ୍ୟାଙ୍କର ଆବଶ୍ୟକତା ରହିଛି ବୋଲି ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।...

ଫେବୃୟାରୀ ୧ରୁ ବଦଳିଯିବ ବ୍ୟାଙ୍କ ସହ ଜଡ଼ିତ ଏସବୁ ବଡ଼ ନିୟମ; ଏବେଠୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ...

Advertisement
Archives

Model This Week