୨୪ରେ ପ୍ରବଳ ବର୍ଷା ସୂଚନା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା ହେବ। ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ସେଥିପାଇଁ ଏ ସମସ୍ତ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ଏହାଛଡ଼ା ସେଦିନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ଆଶଙ୍କା ରହିଛି। ଆକାଶ ମେଘୁଆ ରହୁଥିବାରୁ ଆସନ୍ତା ୨-୩ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟ ବଢ଼ିବାର କି କମିବାର ସମ୍ଭାବନା ନାହିଁ। ରାତିରେ ପାରଦ ଖସିବାର ସମ୍ଭାବନା ବହୁତ କମ୍‌ ଥିବାରୁ ଏବେ ଶୀତ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ୪ ଦିନ ପରେ ଓଡ଼ିଶା ଆକାଶରେ ମେଘ କମ୍‌ ଦେଖାଯିବ। ରାତିରେ ପାରଦ କମିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

ଚମତ୍କାର କଲେ ଥଲାପଥି ବିଜୟ: ଭାଙ୍ଗିଲା ୬୦ ବର୍ଷର ରାଜନୈତିକ ଚକ୍ର

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତି ପୁଣି ଥରେ ଏକ ନୂତନ ମୋଡ଼ ନେଇଛି। ଷ୍ଟାଲିନଙ୍କୁ ଅଭିନେତା ଥଲାପଥି ବିଜୟଙ୍କ ଟିଭିକେ ଦଳ କ୍ଷମତାରୁ ବାହାର କରିଦେଇଛି। ଟିଭିକେ ତାମିଲନାଡୁର…

ହାରିଯିବେ ଥଲାପଥି ବିଜୟ… ଏହି ଗୁଜବ ଶୁଣି ନିଜ ଗଳା କାଟିଲେ ପ୍ରଶଂସକ

ଚେନ୍ନାଇ,୪।୫: ତାମିଲନାଡୁ ବିଧାନସଭାର ୨୩୪ଟି ଆସନ ପାଇଁ ଭୋଟ ଗଣତି ଚାଲିଛି। ଏଥର ସୁପରଷ୍ଟାର ଥଲାପଥି ବିଜୟଙ୍କ ଦଳ ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମଧ୍ୟ ନିର୍ବାଚନ…

ତାମିଲନାଡୁ ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ ପରେ ପ୍ରଥମ ବୟାନ ଦେଲେ ବିଜୟଙ୍କ ମାତାପିତା, ପରିବର୍ତ୍ତନ….

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ବହୁତ ଆଶ୍ଚର୍ଯ୍ୟଜନକ ପ୍ରମାଣିତ ହୋଇଛି । ସୁପରଷ୍ଟାର ବିଜୟଙ୍କ ଦଳ, ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ…

ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ: ଯାହା କହିଥିଲେ, ତାହା ହିଁ ଘଟିଲା

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ବୟାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ବୟାନରେ ସେ…

ପଶ୍ଚିମବଙ୍ଗରେ ବିଜୟ ପରେ ପ୍ଲାନ ବି ପାଇଁ ପ୍ରସ୍ତୁତ ହେଉଛି ଭାଜପା: ପ୍ରଥମେ କରିବ ଏହି ୫ ବଡ଼ କାମ

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗର ନିର୍ବାଚନ ଇତିହାସରେ ଭାଜପା ନିରଙ୍କୁଶ ବହୁମତ ହାସଲ କରି ଏକ ନୂତନ ଅଧ୍ୟାୟ ଲେଖିଛି। ଦଳ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ପୁରୁଣା…

ପଶ୍ଚିମବଙ୍ଗ ଫଳାଫଳ: ବାବା ରାମଦେବଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୪।୫: ଯୋଗଗୁରୁ ବାବା ରାମଦେବ ପଶ୍ଚିମବଙ୍ଗର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚଟି ରାଜ୍ୟର ଦିଗ ଏବେ ସ୍ପଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri