Posted inଜାତୀୟ

୨୩ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୮(ପି.ଟି.):ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରବିବାର ଏନେଇ ଘୋଷଣା କରିଛନ୍ତି। ସେହି ଆସନଗୁଡ଼ିକ ହେଲା ଛତିଶଗଡ଼ର ଦାନ୍ତଓ୍ବୋଡା, ତ୍ରିପୁରାର ବଧେରଘାଟ, ଉତ୍ତରପ୍ରଦେଶର ହମିରପୁର ଏବଂ କେରଳର ପାଲା। ହମିରପୁରର ଭାଜପା ବିଧାୟକ ଅଶୋକ ଚାଣ୍ଡେଲ୍‌ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନର ଆବଶ୍ୟକ ପଡିଛି। ସେହିପରି ଦାନ୍ତଓ୍ବୋଡ଼ା, ପାଲା ଓ ବଧେରଘାଟର ବିଧାୟକମାନଙ୍କ ପରଲୋକ ହୋଇଥିବାରୁ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ୪ଟି ଆସନ ପାଇଁ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୨୭ରେ ଭୋଟଗଣତି ହେବ। ଉତ୍ତରପ୍ରଦେଶର ଅନ୍ୟ ୧୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିଲେ ହେଁ ଏଥିପାଇଁ ତାରିଖ ଘୋଷଣା ହୋଇନାହିଁ। ଅଧିକାଂଶ ବିଧାୟକ ଲୋକ ସଭାକୁ ନିର୍ବାଚିତ ହୋଇଥିବାରୁ ସେହି ଆସନଗୁଡିକ ଖାଲିପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନରେ ଏସପି ସମସ୍ତ ୮୦ ଆସନ ଜିତିବ: ଅଖିଳେଶ…

ଲକ୍ଷ୍ନୌ,୧୧।୬ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ...

ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ...

ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ...

ଜାନୁୟାରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲଲା! ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୧୨।୬: ୨୦୨୪ ଜାନୁୟାରୀ ୨୨ ରେ ଅଯୋଧ୍ୟାରେ ରାମଲାଲାଙ୍କ ବିରାଜମାନର ପୂଜା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଛି। ଯାହା ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ଭାଜପା ଉପରେ କମେଣ୍ଟ କରି ଶୋ’ରୁ ବିଦା

ନୂଆଦିଲ୍ଲୀ,୧୬।୧: ସାଥି ଆର୍ଟିଷ୍ଟଙ୍କ ସହ ଖରାପ ବ୍ୟବହାର ପାଇଁ ମରାଠୀ ଅଭିନେତା କିରନ ମାଣେଙ୍କୁ ‘ମୁଲଗି ଝାଲି ହୋ’ ଶୋ’ରୁ ବାଦ୍‌ ଦିଆଯାଇଛି। ଏ ନେଇ...

‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍‌ପି ଶଫିକୁର...

ରାହୁଲ ଗାନ୍ଧୀଙ୍କ ନୂଆ ଷ୍ଟାଇଲ

ନୂଆଦିଲ୍ଲୀ,୧୬।୭: କ୍ଷେତରେ ଟ୍ରାକ୍ଟର ଚଲାଇବା, କୃଷକଙ୍କ ସହ କଥା ହେବା ଓ ସେମାନଙ୍କ ଘରେ ଖାଇବା ଭଳି ରାହୁଲ ଗାନ୍ଧୀଙ୍କର କିଛି ନୂଆ ଭିଡିଓ ଏବେ...

୮ ମାସ ପରେ ୧୪ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୮ ମାସ ପରେ...

Advertisement
Archives

Model This Week