Posted inଖେଳ

୨୦ ବର୍ଷୀୟ ଏହି ଭାରତୀୟ କ୍ରିକେଟରଙ୍କ ସରିଲା ନିର୍ବନ୍ଧ

ଏବେ ଚାଲିଛି ବିବାହ ଋତୁ। କ୍ରିକେଟରଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତ୍ରୀ ଅଭିନେତାମାନଙ୍କୁ ମଧ୍ୟ ଏହି ସିଜିନ୍‌ରେ ବିବାହ କରୁଥିବାର ଦେଖାଯାଇଛି। ଏହି କ୍ରମରେ ସାମିଲ ହୋଇଛନ୍ତି କ୍ରିକେଟର ରାହୁଲ ଚହର। ସେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଗର୍ଲଫ୍ରେଣ୍ଡ୍‌ ଇଶାନୀଙ୍କ ସହ ତାଙ୍କ ନିର୍ବନ୍ଧ ହୋଇଛି। ଭାରତର ପାଇଁ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଥିବା ରାହୁଲ ଏବଂ ଇଶାନୀଙ୍କ ଫଟୋ ସାଥୀ ଖେଳାଳି ଦୀପକ ଚହର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରାହୁଲ ଦୀପକଙ୍କ ସମ୍ପର୍କୀୟ ଭାଇ। ଜୟପୁରର ନାହରଗଡରେ ଉଭୟରେ ନିର୍ବନ୍ଧ ହୋଇଥିଲା। ରାହୁଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଦୀର୍ଘ ୪ ବର୍ଷ ହେବ ରାହୁଲ ଏବଂ ଇଶାନୀ ପରସ୍ପରକୁ ଡେଟ୍‌ କରୁଥିଲେ। ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆକ୍ରାନ୍ତ ହେଲେ ମହିଳା କ୍ରିକେଟ୍‌ ଟିମ୍‌ ଟ୍ରେନର

ନୂଆଦିଲ୍ଲୀ, ୨୨।୧୦: ମହିଳା ଟି୨୦ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ପୂର୍ବରୁ ଗୋଟିଏ ଦଳର ଟ୍ରେନର କରୋନା ଆକ୍ରାନ୍ତ ହୋଇଛି। ତାଙ୍କ ନାମ ସାଲିନୀ। ଏହା ଜଣାପଡ଼ିବା ପରେ...

ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ ଲାଗି ଟ୍ରେନିଂ ଆରମ୍ଭ କରିବେ ଏହି କ୍ରିକେଟର୍‌

ଢାକା, ୮।୮: ପ୍ରତିଯୋଗିତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସନ ଆସନ୍ତା ମାସରୁ ଅଭ୍ୟାସ ଆରମ୍ଭ...

ଜାମସେଦପୁରର ପ୍ରଥମ ବିଜୟ

ଭାସ୍କୋ, ୭।୧୨- ନେରିଜୁସ୍‌ ଭାଲ୍ସକିସଙ୍କ ଡବଲ ଗୋଲ ବଳରେ ଜାମସେଦପୁର ଏଫସି ଚଳିତ ଆଇଏସ୍‌ଏଲ (ଇଣ୍ଡିଆନ ସୁପର ଲିଗ୍‌)ରେ ସୋମବାର ପ୍ରଥମ ବିଜୟ ହାସଲ କରିଛି।...

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ...

ଭାରତ ବିପକ୍ଷ ଟି୨୦ରେ ଖେଳିପାରିବେ ନାହିଁ ଲଥାମ

ଅକ୍‌ଲାଣ୍ଡ, ୯।୧- ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ତଥା ୩ୟ ଟେଷ୍ଟ...

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି...

ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାର ସିରିଜ ବିଜୟ

ଲକ୍ଷ୍ନୌ, ୨୨ା୩ (ପି.ଟି.)- ଭାରତ ବିପକ୍ଷ ଦ୍ୱିତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬ଉଇକେଟରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୨-୦ରେ...

ବିଜୟ ସହ ନମ୍ବରଓ୍ବାନକୁ ଫେରିଲା ଅଷ୍ଟ୍ରେଲିଆ

ସାଉଥାମ୍ପଟନ, ୧୦।୯(ଏପି)-  ରୋଜ ବାଓଲ ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି।...

Advertisement

BGU

Archives

Model This Week

Why Dharitri