Posted inଜାତୀୟ

୨୦୧୮-୧୯ରେ ଭାରତର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଛି: ସିସ୍କୋ

ନୂଆଦିଲ୍ଲୀ,୧୯।୮: ଭାରତରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୮-୧୯ରେ ଦେଶର ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଅଧିକ ସାଇବର ଆକ୍ରମଣ ହୋଇଥିବା ନେଇ ସିସ୍କୋ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସମୟରେ ବ୍ୟାଙ୍କିଙ୍ଗ୍‌, ବିଭିନ୍ନ ଅର୍ଥସଂସ୍ଥା, ବିଭିନ୍ନ ସରକାରୀ ସଂସ୍ଥା ତଥା ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ଏଭଳି ଆକ୍ରମଣ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ୨୦.୧ ପ୍ରତିଶତ ଆକ୍ରମଣ ବ୍ୟାଙ୍କିଙ୍ଗ୍‌ ଏବଂ ବିଭିନ୍ନ ଅର୍ଥସଂସ୍ଥା ଉପରେ ହୋଇଛି। ସେହିପରି ସରକାରୀ ସଂସ୍ଥା ଉପରେ ୧୯.୬ ପ୍ରତିଶତ ଆକ୍ରମଣ ହୋଇଛି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଉପରେ ୧୫.୧ ପ୍ରତିଶତ ଆକ୍ରମଣ ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ...

ଟିକେଟ ମିଳିବା ପରେ ବି ଟିଏମ୍‌ସି ଛାଡୁଛନ୍ତି ନେତା!

କୋଳକାତା,୮ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ସେଠାକାର ରାଜନୈତିକ ମାହୋଲ ବି ହେଉଛି ସରଗରମ । ବିଶେଷ...

ଭାରତ ସହ ବାଣିଜ୍ୟ ଚୁକ୍ତି ପାଇଁ ତାଇଓ୍ବାନ ଆଗ୍ରହୀ…

ନୂଆଦିଲ୍ଲୀ/ତାଇପେ,୯।୧୦ : ଭାରତ ସହିତ ବାଣିଜ୍ୟ ବୃଦ୍ଧି ପାଇଁ ତାଇୱାନ ମଧ୍ୟ ଆଗକୁ ଆସିଛି। ତାଇୱାନ କହିଛି ଯେ ଦୁଇ ଦେଶ ବର୍ତ୍ତମାନ ଯଥାଶୀଘ୍ର ମୁକ୍ତ...

ପାକିସ୍ତାନ ପଠାଉଛି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଷ୍ଟିକି ବୋମା, ଦୁଇଟି ତାର ଯୋଡିଲେ ହେବ ବିସ୍ଫୋରଣ

ଜମ୍ମୁ,୧ ।୬: ପାକିସ୍ତାନ ଷ୍ଟିକି ବୋମା ଜରିଆରେ ଜମ୍ମୁ-କଶ୍ମୀରରେ ବଡ ଧରଣର ବିସ୍ଫୋରଣ ଯୋଜନାରେ ରହିଥିବା ଜଣାପଡିଛି । ଏଥିପାଇଁ ଏବେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ...

କୋଭିଡ୍‌-୧୯ ଭ୍ୟାକ୍‌ସିନ : ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ

ନୂଆଦଲ୍ଲୀ,୧୨।୧: କୋଭିଡ୍‌-୧୯ ଭ୍ୟାକ୍‌ସିନ ମଙ୍ଗଳବାର ତଥା ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ଷ୍ଟୋରରେ ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ।...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି: ପୋଲିସ ଜାରି କଲା ୬ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୭ ।୮: ସ୍ୱାଧିନତା ଦିବସକୁ ନେଇ ଦିଲ୍ଲୀରୁ କଶ୍ମୀର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିଲ୍ଲୀର ଲାଲ କିଲା ନିକଟରେ ବହୁ ସଂଖ୍ୟାରେ...

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ...

Advertisement
Archives

Model This Week