୧୯ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଚେନ୍ନାଇ,୧୪ା୫: କୋଭିଡ୍‌-୧୯ ପାଇଁ ଦୀର୍ଘଦିନ ହେଲା ଦେଶରେ ବିମାନ ଚଳାଚଳ ବନ୍ଦ ରହିଥିବାବେଳେ ସରକାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ଆସନ୍ତା ୧୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରକୁ ସ୍ବତନ୍ତ୍ର ବିମାନ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛି। ଫଳରେ ବିଭିନ୍ନ ସହରରେ ଅଟକି ରହିଥିବା ଲୋକେ ଘରକୁ ଫେରିପାରିବେ। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରୁ ଅଧିକାଂଶ ବିମାନ ଚଳାଚଳ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ଦିଲ୍ଲୀକୁ ୧୭୩, ମୁମ୍ବାଇକୁ ୪୦, ହାଇଦ୍ରାବାଦକୁ ୨୫ ଓ କୋଚିକୁ ୧୨ଟି ବିମାନ ଚାଲିବ ବୋଲି ଜଣାପଡିଛି। ଏଥିପାଇଁ ଖୁବ୍‌ଶୀଘ୍ର ଟିକେଟ ବୁକିଂ ଆରମ୍ଭ ହେବ। ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଜୟପୁର, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅମୃତସର, କୋଚି, ଅହମଦାବାଦ, ବିଜୟଓ୍ବାଡା, ଗୟା, ଲକ୍ଷ୍ନୌ ଆଦି ସହରକୁ ଚାଲିବ। ଭୁବନେଶ୍ୱରରୁ ଏକ ବିମାନ ବେଙ୍ଗାଲୁରୁ ଚାଲିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ୍‌ ଯୋଗେ ଗ୍ରେନେଡ୍‌ ପକାଇଛି ପାକିସ୍ତାନ

ଚଣ୍ଡିଗଡ଼, ୨୨ା୧୨: ପଞ୍ଜାବର ଗୁରୁଦାସପୁର ଜିଲାରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରୁ ସୀମା ସୁରକ୍ଷା ବଳ(ବିଏଏସ୍‌ଏଫ୍‌) ଓ ପୋଲିସ ୧୧ ଗ୍ରେନେଡ ଠାବ କରିଛି। ପାକିସ୍ତାନ...

ଫେରିଲେ ମୋଦି

ନୂଆଦିଲ୍ଲୀ,୨୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ରବିବାର ସକାରେ ମୋଦିଙ୍କ ଏୟାର ଇଣ୍ଡିଆ...

ଝାଡ଼ଖଣ୍ଡ କଂଗ୍ରେସରେ ସଙ୍କଟ, ୪ ବିଧାୟକ ଦିଲ୍ଲୀରେ…

ରାଞ୍ଚି,୨୩।୬: ପଞ୍ଜାବ ଏବଂ ରାଜସ୍ଥାନ କଂଗ୍ରେସର ଘର କଳି ପଦାକୁ ଆସିବା ପରେ ଏବେ ଝାଡ଼ଖଣ୍ଡରେ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ୪ କଂଗ୍ରେସ ବିଧାୟକ...

ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର...

ଗୁଜରାଟରେ ହୁ ହୁ ହୋଇ ଜଳୁଛି ପ୍ଲାଷ୍ଟିକ କାରଖାନା: ଦେଖନ୍ତୁ ଭିଡିଓ

ଗୁଜରାଟ,୧୪।୧୧-ଗୁଜରାଟର ଭାଲସାଡରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି।...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଓ୍ବାଡାଠାରେ...

୩ ପଞ୍ଚାୟତକୁ ସାନିଟାଇଜ୍‌ କଲା ଆଇଆର୍‌ଇ

ଛତ୍ରପୁର,୧୫ା୪(ଡି.ଏନ୍‌.ଏ.): ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇ) ପ୍ଲାଣ୍ଟ ପକ୍ଷରୁ ନିକଟବର୍ତ୍ତୀ କଣମଣା, ଆର୍ଜିପଲ୍ଲୀ ଓ କାଳୀପାଲି ପଞ୍ଚାୟତକୁ ସାନିଟାଇଜ୍‌ କରାଯାଇଛି। ପ୍ଲାଣ୍ଟର ସିଜିଏମ ଏ. ଜେ....

ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି

ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର...

Advertisement
Archives

Model This Week