୧୭୦୯ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୯-୩: କରୋନା ପ୍ରଭାବରେ ଭାରତୀୟ ଶେୟାର ବଜାର କାରବାର ଲଗାତର ଭାବେ ହ୍ରାସ ପାଇ ଚାଲିଛି। ବୁଧବାର ସେନ୍‌ସେକ୍ସରେ ସୂଚକାଙ୍କ ୧୭୦୯ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୮୫୦୦ ପଏଣ୍ଟ ତଳକୁ ଖସି ଆସିଛି। ବୁଧବାର ନିଫ୍ଟି କାରବାର ୫୦୦ ପଏଣ୍ଟ ଖସିଥିବା ଦେଖାଯାଇଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୨୪୮୮.୭୨ ପଏଣ୍ଟ ଖସିଥିବା ବେଳେ କାରବାର ଶେଷ ବେଳକୁ ୧୭୦୯.୫୮ ପଏଣ୍ଟ ବା ୫.୫୯% ନିମ୍ନରେ ରହି ୨୮,୮୬୯.୫୧ ସ୍ତରକୁ ଖସି ଆସିଛି। ୨୦୧୭ ପରଠାରୁ ପ୍ରଥମଥର ଲାଗି ସେନ୍‌ସେକ୍ସ ୨୯ ହଜାର ତଳକୁ କାରବାର ଖସିଛି। ସେହିଭଳି ନିଫ୍ଟି କାରବାର ୪୯୮.୨୫ ପଏଣ୍ଟ ବା ୫.୫୬% ଖସିବା ଯୋଗୁ ଏହା ୮,୪୬୮.୮୦ ପଏଣ୍ଟ ସ୍ତରକୁ ଖସିଛି। ଏଜିଆର୍‌ ଦେୟ ନେଇ ଟେଲିକମ୍‌ କମ୍ପାନୀଗୁଡିକୁ ସୁପ୍ରିମ କୋର୍ଟ ତାଗିଦ କରିବା ପରେ ବ୍ୟାଙ୍କିଙ୍ଗ ଏବଂ ଟେଲିକମ୍‌ ଷ୍ଟକ ଗଭୀର ଭାବେ ପ୍ରଭାବିତ ହୋଇଛି। ଭାରତୀୟ ଶେୟାର ବଜାର ୩ ବର୍ଷର ତଳକୁ ଖସିଥିବା ବେଳେ ଏସିଆ ଏବଂ ୟୁରୋପ ଶେୟାର ବଜାରଗୁଡିକର ସ୍ଥିତି ମଧ୍ୟ ଠିକ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମ୍ପଟନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯: କ୍ରମ୍ପଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍‌ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଗ୍ରାଇଣ୍ଡିଂରେ ଆଶ୍ୱସ୍ତ ଦେଉଥିବା ପାୱାର ଟ୍ରେନ୍‌...

୧୨୯ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର

ପାରାଦୀପ,୧୧।୮(ଶରତ ରାଉତ): ପାରାଦୀପ ବନ୍ଦର ଚଳିତ ଆର୍ଥିକବର୍ଷର ମାତ୍ର ୧୨୯ ଦିନ ମଧ୍ୟରେ ରେକର୍ଡ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଏହା...

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀ;୧୦ ସ୍ଥାନ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୧୦-୧୦: ଗ୍ଲୋବାଲ କମ୍ପିଟିଟିଭ୍‌ ଇଣ୍ଡେକ୍ସ ବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୂଚୀରେ ଭାରତ ୧୦ଟି ସ୍ଥାନ ତଳକୁ ଖସି ୬୮ତମ ସ୍ଥାନରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡିକରେ...

ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି

ମୁମ୍ବାଇ: ଗତ ୪ ସେସନ ହେବ ଭାରତୀୟ ପୁଞ୍ଜିବଜାରରେ କାରବାର ପ୍ରଭାବିତ ହୋଇ ରହିଛି। ଫଳରେ ନିବେଶକଙ୍କ କ୍ଷତି ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।...

ଡିଜିଟାଲ ପେମେଣ୍ଟରେ ଧମାକା କରିବ ଜିଓର ପିଓଏସ୍‌

ମୁମ୍ବାଇ,୨୮-୫: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ମେଶିନ ଲଞ୍ଚତ୍ଙ୍ଗ୍‌ରୁ ପେମେଣ୍ଟ କମ୍ପାନୀଙ୍କ ମଧ୍ୟରେ କିରାନା ଷ୍ଟୋର୍‌ସକୁ ନେଇ ଲଢ଼େଇ ହେବ। ଏହାଦ୍ୱାରା ଡିଜିଟାଲ...

ଚଳିତ ଆର୍ଥିକ ବର୍ଷରେ ୩ ରୁ ୫% ରପ୍ତାନି ବୃଦ୍ଧି ଘଟିପାରେ

ନୂଆଦିଲ୍ଲୀ,୧୮ା୨: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତର ରପ୍ତାନି ୩ ରୁ ୫% ବୃଦ୍ଧି ଘଟି ୪୩୫ରୁ ୪୪୫ ବିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଶୁକ୍ରବାର...

କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ

ଭୁବନେଶ୍ୱର,୨୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ବାଣିଜ୍ୟକ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ...

ଅଟୋମେଟିକ ରୁଟ୍‌ରେ ବଢ଼ିଲା ପ୍ରତିରକ୍ଷା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରତିରକ୍ଷା କ୍ଷେତ୍ର ଲାଗି ଅଟୋମେଟିକ୍‌ ରୁଟ୍‌ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ୪୯%ରୁ ୭୪%କୁ ବଢ଼ାଯାଇଛି। ସେହିଭଳି ୭୪%ରୁ ଊର୍ଦ୍ଧ୍ୱ ଏଫ୍‌ଡିଆଇ...

Advertisement
Archives

Model This Week