୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ

ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ ତିଆରି କରିଛନ୍ତି। ଏହି ମଡେଲର କ୍ଷେତ୍ରଫଳ ୭୫୬ ବର୍ଗ ଇଞ୍ଚ ରହିଛି। ଆକାଶ ୫ମରେ ପଢୁଥିବା ସମୟରେ ଏଭଳି ମାଇକ୍ରୋ ଆର୍ଟସ୍‌ କରିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସେ ଏଭଳି ବହୁ ମାଇକ୍ରୋ ଆର୍ଟସ୍‌ କରିଛନ୍ତି। ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ କାମ କରି ସେ ୪ ମାସରେ ଏହି ଅନନ୍ୟ କଳାକୃତୀ ନିର୍ମାଣ କରିଛନ୍ତି। ଏନେଇ ଗିନିଜ୍‌ ବୁକ୍‌ ପକ୍ଷରୁ ଆକାଶଙ୍କ ନାମରେ ସାର୍ଟିଫିକେଟ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ...

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି।...

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା...

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ।...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ...

ଲାଠି ସାନିଟାଇଜ କରୁଛି ପୋଲିସ

ନୂଆଦିଲ୍ଲୀ, ୨୫ା୩- ସାରା ବିଶ୍ୱକୁ କବଳିତ କରି ରଖିଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ରହିଛନ୍ତି। ସଂକ୍ରମଣ ରୋକିବାକୁ ଭାରତ ସରକାର ୨୧ ଦିନିଆ...

ପ୍ରତିଦିନ ବ୍ରଶ୍‌ରେ ସଫା ହେଉଛନ୍ତି ଏହି ପ୍ରଜାତିର କୁମ୍ଭୀର

କୁମ୍ଭୀର ସମସ୍ତେ ଦେଖିଥିବେ ହେଲେ ଧଳା ରଙ୍ଗର କୁମ୍ଭୀରକୁ କେବେ ଦେଖିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବହୁ ବିରଳ। ତାଙ୍କୁ ସବୁଠି ଦେଖିବାକୁ ମିଳେନାହିଁ। ଆମେରିକାର...

ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର...

Advertisement
Archives

Model This Week