ସବୁଠୁ ତତଲା ଟିଟିଲାଗଡ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୩.୮ ଡିଗ୍ରୀ, ଭବାନୀପାଟଣାରେ ୪୪.୨ଡିଗ୍ରୀ, ବଲାଙ୍ଗୀରରେ ୪୩.୫ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ସମ୍ବଲପୁର ୪୨.୬ ଡିଗ୍ରୀ, ସୋନପୁର, ଝାରସୁଗୁଡା ଓ ହୀରାକୁଦରେ ୪୨.୨ ଡିଗ୍ରୀ, ଫୁଲବାଣୀରେ ୪୧.୪ ଓ ପାରଳାଖେମୁଣ୍ଡିରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ୨/୩ ଡିଗ୍ରୀ ବଢିବ। ଅନୁଗୋଳ, କଳାହାଣ୍ଡି, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିଷ୍ଟର ରଣଜିତ୍‌ ମହାନ୍ତିଙ୍କ ଶ୍ରାଦ୍ଧୋତ୍ସବ ଓ ସ୍ମାରକୀ ବକ୍ତୃତା:ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ରଣଜିତ୍‌ ମହାନ୍ତ

କଟକ ଅଫିସ,୩।୯: ଦେଶରେ ଆଇନ ଶିକ୍ଷାରେ ବିପ୍ଳବ ଆଣିଥିଲେ ବାରିଷ୍ଟର ରଣଜିତ୍‌ ମହାନ୍ତି। ତାଙ୍କ ପ୍ରଚେଷ୍ଟାରେ ବାଙ୍ଗାଲୋରରେ ପ୍ରଥମ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା।...

ନୃସିଂହନାଥ ମନ୍ଦିରରେ କଟକଣା

ପାଇକମାଳ,୧୭।୩(ଡି.ଏନ.ଏ) ବରଗଡ଼ ଜିଲାର ଅନ୍ୟତମ ତୀର୍ଥକ୍ଷେତ୍ର ପାଇକମାଳ ବ୍ଲକ ନୃସିଂହନାଥ ମନ୍ଦିରରେ ପ୍ରଥମଥର ପାଇଁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। କରୋନା ଭାଇରସ...

ଇଲେକ୍ଟୋରାଲ ବଣ୍ଡ୍‌ ଏକ ବଡ଼ ଦୁର୍ନୀତି: ଦୀପା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଇଲେକ୍ଟୋରାଲ ବଣ୍ଡକୁ ବିରୋଧ କରି ଦୁଇଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଇଲେକ୍ଟୋରାଲ ବଣ୍ଡ୍‌ ଏକ...

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ...

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ...

ସୁନା ଚେନ୍‌ ପାଇଁ ଜୀବନ ହାରିଲେ ନାବାଳିକା

ବାରିପଦା ଅଫିସ,୩ା୭-ମା’ଙ୍କ ସହିତ ପୋଖରୀରେ ଗାଧୋଉଥିବା ବେଳେ ଜଣେ ନାବାଳିକାଙ୍କ ବେକ୍‌ରୁ ସୁନାଚେନ୍‌ ଖସିପଡ଼ିଥିଲା। ଘର ଲୋକେ କାଳେ ମାଡ଼ ଗାଳି କରିବେ ସେହି ଭୟରେ...

ଆରପାରିରେ ସାରଦା ପ୍ରସନ୍ନ ନାୟକ

ଭୁବନେଶ୍ୱର,୯।୯(ବ୍ୟୁରୋ)-ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁମୁଖୀ ପ୍ରତିଭା ତଥା ଅଲ୍‌ରାଉଣ୍ଡର ଭାବେ ପରିଚିତ ସାରଦା ପ୍ରସନ୍ନ ନାୟକଙ୍କ ବୁଧବାର ସନ୍ଧ୍ୟାର ପରଲୋକ ଘଟିଛି। ତାଙ୍କୁ ୯୩ ବର୍ଷ...

ଅସୁସ୍ଥ ଶାବକକୁ ଛାଡ଼ି ପଳାଇଲା ମା’ ହାତୀ: ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା...

Coronavirus Update

Archives

Model This Week

Why Dharitri