୧୨ ଯୋଡ଼ା ଟ୍ରେନ୍‌ ଚଲାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍‌ ପହିଲାରୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍‌ଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌, ଭୁବନେଶ୍ୱର-ହାଓଡା ଜନଶତାବ୍ଦୀ ଏକ୍ସପ୍ରେସ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏବଂ ପୁରୀ-ସିଆଲ୍‌ଦା ଦୁରନ୍ତୋ ଏକ୍ସପ୍ରେସ୍‌ ରହିଛି। ଏହାସହ ବିଶାଖାପାଟଣା-ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌, ସିକନ୍ଦରାବାଦ-ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌, ହାଓଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ୍‌, ଧାନବାଦ-ଆଲେପି ଏକ୍ସପ୍ରେସ୍‌, ହାଓଡା-ଯଶୋବନ୍ତପୁର ଦୁରନ୍ତୋ ଏକ୍ସପ୍ରେସ୍‌ ରହିଛି। ସେହିଭଳି ହାଓଡା-ମୁମ୍ବାଇ, ହାଓଡା-ଅହମ୍ମଦାବାଦ ଓ ହାୱଡାରୁ ବଡ଼ବିଲ ଏକ୍ସପ୍ରେସ୍‌ ଚାଲିବା ନେଇ ମଧ୍ୟ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟାନୁଷ୍ଠାନ ପାଇଁ ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୭(ବ୍ୟୁରୋ):କଳାହାଣ୍ଡି ଜିଲା କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲର ଗୋତାମୁଣ୍ଡାଠାରେ ବସବାସ କରୁଥିବା ଆଦିବାସୀଙ୍କ ଉପରେ ଜୁନ୍‌ ୩୦ରେ ଆକ୍ରମଣ ହୋଇଥିଲା। ଦୀର୍ଘ ୨୦ବର୍ଷରୁ ଅଧିକ ଦିନ...

ପରିବା ସାଙ୍ଗରେ ଘରକୁ ଯାଉଛି କରୋନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ମାଡ଼ି ଚାଲିଛି। ଏଠାରେ ପ୍ରତିଦିନ ୫୦ ଉପରେ ପଜିଟିଭ୍‌...

ଶ୍ରୀମନ୍ଦିର ଓ୍ବାଚ୍‌ ଟାଓ୍ବାରରେ ଚଢି ଫଟୋ ଉଠାଇଲେ ବିଦେଶିନୀ, ଭିଡିଓ ଭାଇରାଲ

ପୁରୀ ଅଫିସ,୨୯।୧୨: ନୂଆବର୍ଷ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଥିବା କୁହାଯାଉଛି। ହେଲେ ଶ୍ରୀମନ୍ଦିର ସୁରକ୍ଷା...

ଏନ୍‌ଆର୍‌ଆର୍‌ଆଇର ୯ ନୂଆ ଧାନ

କଟକ ଅଫିସ, ୭।୮: କଟକ ବିଦ୍ୟାଧରପୁର ସ୍ଥିତ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶକ ଡ.ଦୀପଙ୍କର ମାଇତିଙ୍କ ନେତୃତ୍ୱରେ ୯ କିସମର ନୂତନ ଧାନ ଉଦ୍ଭାବନ କରାଯାଇଛି। ଡ. ଶରତ...

ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

ଭୁବନେଶ୍ୱର,୮।୪(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ତେବେ ଆଜି ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ।...

ରିଭର କ୍ରୁଜ୍‌ ପର୍ଯ୍ୟଟନରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର,୧୭ା୫(ବ୍ୟୁରୋ):କରୋନା ମହାମାରୀ ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ମୁଣ୍ଡ ଟେକି ନ ଥିବା ବେଳେ ଓଡ଼ିଶାକୁ ଆଉ ଏକ ଝଟକା ଲାଗିଛି। କେନ୍ଦ୍ର ସରକାର ନିକଟରେ...

ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର...

ଥମୁନି ଭୋଟ ଗଣ୍ଡଗୋଳ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଚଳିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲଙ୍କ ତାଗିଦ ସତ୍ତ୍ୱେ ନିର୍ବାଚନୀ ହିଂସା ଥମୁ...

Advertisement
Archives

Model This Week