Advertisement
Posted inଜାତୀୟ

୧୧ ଅକ୍ଟୋବରରେ ଭାରତ ଆସିବେ ଚାଇନା ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ୧୧ ଓ ୧୨ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଚେନ୍ନାଇଠାରେ ଏହି ସମୟରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସାକ୍ଷାତ୍‌କାର କରିବେ ବୋଲି ଜଣାପଡିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଚେନ୍ନାଇର ଉପକୂଳ ସହର ମାମଲାପୁରମରେ ଉଭୟଙ୍କ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ଭାରତ-ଚାଇନା ମଧ୍ୟରେ ମିଳିତ ଉନ୍ନତି କରଣ କାର୍ଯ୍ୟ ଉପରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର...

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ...

୨୦ ହଜାରରୁ ଅଧିକ ଭିଆଇପିଙ୍କ ସୁରକ୍ଷାରେ ୧୨ ହଜାର କୋଟି ଖର୍ଚ୍ଚ, ୬୦ ହଜାର ଯବାନ-୩୦ ହଜାର ଗାଡ଼ି ମୁତୟନ…

ନୂଆଦିଲ୍ଲୀ, ୨୮।୫ : ଦେଶରେ ଭିଆଇପି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ମହଙ୍ଗା ପଡିଛି। କୋଡିଏ ହଜାରରୁ ଅଧିକ ବିଶେଷ ଏବଂ ଅତି ବିଶେଷ ବ୍ୟକ୍ତିଙ୍କୁ...

ବର୍ଷକରେ ୨୬ ଲକ୍ଷ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜସ୍ବ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇ ୨ କୋଟି ୨୩ ଲକ୍ଷ ୮୨...

କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍‌ଟି ଅକ୍ସିଜେନ୍‌

ମୁମ୍ବାଇ,୧୭।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’:ଉପତ୍ୟକାରେ ସ୍ବାସ୍ଥ୍ୟସେବା ସଙ୍କଟ,ଭାରତର କଶ୍ମୀର ଦମନ ହସ୍ପିଟାଲଗୁଡ଼ିକୁ ଶ୍ମଶାନରେ ପରିଣତ କରିଦେଇଛି

ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଔଷଧ ନାହିଁ। କର୍ଫ୍ୟୁ ବଳବତ୍ତର ରହିଥିବାରୁ ଚିକିତ୍ସା ଲାଗି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ଲାଗି ଆମ୍ବୁଲାନ୍ସ ନାହିଁ। ଏଟିଏମ୍‌ଗୁଡ଼ିକ ବନ୍ଦ ଥିବାରୁ...

୧୬୦ କୋଟିର ଡ୍ରଗ୍ସ ଜବତ: ୬ ଗିରଫ

ଗୁଆହାଟୀ, ୨୮ା୯: ଆସାମର କାଚର ଜିଲାରୁ ପୋଲିସ ୧୬୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ...

ଦିଲ୍ଲୀର ଡିଜିଏଚ୍‌ଏସ୍‌ କୋଠାରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୫।୭: ଦିଲ୍ଲୀର କାରକାରଦୁମା ଅଞ୍ଚଳରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ହେଲ୍‌ଥ ସର୍ଭିସ (ଡିଜିଏଚ୍‌ଏସ୍‌) କାର୍ଯ୍ୟାଳୟ ଥିବା ସୁଉଚ୍ଚ ଅଟାଳିକାରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ...

Advertisement
Archives

Model This Week