୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ୧୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ ଜୀବନ କ୍ୟାନ୍‌ସର ନେଇପାରେ ବୋଲି ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି ଏକ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି।
କର୍କଟ ନିରାକରଣ ଦିବସ ପାଳନ ଅବସରରେ ଡବ୍ଲ୍ୟୁଏଚ୍‌ଓ ଏବଂ ଏହାର ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର ପକ୍ଷରୁ ମଙ୍ଗଳବାର ଦୁଇଟି ରିପୋର୍ଟ ପ୍ରକାଶ ପାଇଛି। ରୋଗ ଉପରେ ବିଶ୍ୱସ୍ତରରେ କାର୍ଯ୍ୟସୂଚୀ ସ୍ଥିର କରିବା ନେଇ ଗୋଟିଏ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଥିବାବେଳେ ଅନ୍ୟଟିରେ ଗବେଷଣା ଓ ନିରାକରଣ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୮ରେ ଦେଶରେ ପ୍ରାୟ ୧.୧୬ ନିଯୁତ ନୂଆ କ୍ୟାନ୍‌ସର ମାମଲା ସାମ୍ନାକୁ ଆସିଥିଲା। ଏହି ବର୍ଷ ୭୮୪,୮୦୦ ଜଣ କର୍କଟରେ ପ୍ରାଣ ହରାଇଥିଲେ। ୫ ବର୍ଷ ଭିତରେ ୧ କୋଟି ୨୬ ଲକ୍ଷ ଲୋକଙ୍କଠାରେ ଏହାର ଲକ୍ଷଣ ଦେଖାଯାଇଥିଲା ବୋଲି ଏଥିରେ କୁହାଯାଇଛି। ଭାରତରେ ୬ ପ୍ରକାର କର୍କଟ ରୋଗ ଦେଖିବାକୁ ମିଳୁଛି। ଯଥା, ସ୍ତନ କର୍କଟ, ମୁଖ କର୍କଟ, ସର୍ଭିକାଲ କ୍ୟାନ୍‌ସର, ଲଙ୍ଗ୍‌ କ୍ୟାନ୍ସର, ପେଟ କ୍ୟାନ୍‌ସର ଓ କଲୋରେକ୍ଟାଲ କ୍ୟାନ୍‌ସର।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ଧରି ପ୍ରେମ କରିବା ପରେ ବିବାହ କଲେ ପ୍ରଧାନମନ୍ତ୍ରୀ, ଅଛି ଗୋଟିଏ ସନ୍ତାନ

ହେଲସିନିକ୍‌,୪।୮: ବିଶ୍ୱର ସବୁଠୁ କମ୍‌ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ସନା ମାରିନ୍‌(୩୪) ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ସନା ଦୀର୍ଘ...

ପାଇପରୁ ଝରୁଥିଲା ପାଣି, ବିଲ ଆସିଲା ୧୫ ଲକ୍ଷ…

କାର୍ଡିଫ୍‌,୨୬।୨ : ୱେଲ୍ସର ଜଣେ ମହିଳା ତାଙ୍କ ପାଣି ବିଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯଦିଓ ସେ ଭାବିଥିଲେ ଯେ ଏହି ବିଲ ନିଶ୍ଚିତ ଭାବରେ...

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୪୯ମୃତ

ରୋମ,୭।୩: ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଏଥିଯୋଗୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଇଟାଲିରେ...

ମଶା କାମୁଡ଼ିଲେ ହେବ କି କରୋନା!

ଓ୍ବାଶିଂଟନ,୧୮।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ପ୍ରାୟ ସମସ୍ତ ବିକାଶଶୀଳ ଦେଶରେ ଗବେଷଣା ଚାଲିଥିବା ବେଳେ ପ୍ରତିଦିନ...

ଏଡ୍‌ସ ଚିକିତ୍ସା ଖୋଜିବାର ପରିଣାମ କରୋନା ଭାଇରସ !

ପ୍ୟାରିସ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଏହାର ଚିକିତ୍ସା ପାଇଁ ଏବେ ସବୁ ବିକାଶଶୀଳ ଦେଶରେ ଚାଲିଛି...

ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ...

ତୁଷାରପାତରେ ୧୭ ମୃତ

ଟୋକିଓ,୨୭ା୧୨: ଜାପାନର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ସହ ୯୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁ...

ୟୁକ୍ରେନ ପତାକାକୁ ଚୁମ୍ବନ ଦେଲେ ପୋପ

ଭାଟିକାନ୍‌ ସିଟି,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୪୦ରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି। ନିକଟ ଅତୀତରେ ୟୁକ୍ରେନର ବୁଚା ସହରରୁ ଅନେକ ମୃତଦେହ...

Advertisement
Archives

Model This Week