୧୦୦ କୋଟିରୁ ଉର୍ଦ୍ଧ୍ୱ ଉଠାଣ କରିଛନ୍ତି ୪୪୮ ସଂସ୍ଥା

ନୂଆଦିଲ୍ଲୀ,୧୧-୭: ଗତ ଗୋଟିଏ ବର୍ଷ ମଧ୍ୟରେ ଦେଶର ୪୪୮ ସଂସ୍ଥା ପ୍ରତ୍ୟେକ ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ କରିଛନ୍ତି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୫.୫୬ ଲକ୍ଷ କୋଟି ଟଙ୍କା ଉଠାଇଥିବା ଜଣା ପଡିଛି। ଏଭଳି ଉଠାଣକୁ ନଜରରେ ରଖି ସରକାର ବାର୍ଷିକ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଟିଡିଏସ୍‌ ଲାଗୁ କରିବାକୁ ପଦକ୍ଷେପ ନେଇଛନ୍ତି। ୨୦୧୭-୧୮ରେ ୨ ଲକ୍ଷ ବ୍ୟକ୍ତି ଏବଂ ବାଣିଜ୍ୟ ସଂସ୍ଥା ସେମାନଙ୍କ ଆକାଉଣ୍ଟରୁ ୧ କୋଟି ଟଙ୍କାରୁ ଅଧିକ ଉଠାଣ କରିଛନ୍ତି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୧୧.୩୧ ଲକ୍ଷ କୋଟି ଟଙ୍କାର ଉଠାଣ କରିଛନ୍ତି। ବାଣିଜି୍ୟକ ସଂସ୍ଥାଗୁଡିକର ନେଣଦେଣରେ କ୍ୟାଶ ବ୍ୟବହାର ପ୍ରୋତ୍ସାହିତ ନ କରିବାକୁ ୨% ଟିଡିଏସ୍‌ ଲାଗୁ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟରେ କହିଛନ୍ତି। ୨୦୧୭-୧୮ରେ ୧.୦୩ ଲକ୍ଷ ସଂସ୍ଥା ୧-୨ କୋଟି ଉଠାଣ କରିଛନ୍ତି। ଏମାନେ ମିଳିତ ଭାବେ ୧.୪୩ ଲକ୍ଷ କୋଟି ଉଠାଇଛନ୍ତି। ସେହିଭଳି ୨-୫ କୋଟି ଉଠାଣ କରିଥିବା ସଂସ୍ଥାଙ୍କ ସଂଖ୍ୟା ୫୮,୧୬୦ ରହିଛି। ଏହି ସଂସ୍ଥାଗୁଡିକ ମିଳିତ ଭାବେ ୧.୭୫ ଲକ୍ଷ କୋଟି, ୫-୧୦ କୋଟି ବର୍ଗରେ ଉଠାଣ କରିଥିବା ୧୪,୫୫୨ ସଂସ୍ଥା ମୋଟ ୯୮,୯୦୦ କୋଟି ଟଙ୍କା ଉଠାଇଛନ୍ତି। ସେହିଭଳି ୧୦-୧୦୦ କୋଟି ଉଠାଣ ବର୍ଗରେ ୭,୩୦୦ ଲୋକ ରହିଛନ୍ତି। ଏମାନେ ମୋଟ ୧.୫୭ ଲକ୍ଷ କୋଟି ଆକାଉଣ୍ଟରୁ କାଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତର୍କ ରହିବାକୁ ବିମାନ କମ୍ପାନୀଙ୍କୁ ଡିଜିସିଏ ନିର୍ଦ୍ଦେଶ

ମୁମ୍ବାଇ,୧୮-୩: କରୋନା ଲାଗି ସତର୍କ ରହିବାକୁ ବିମାନ ଚଳାଚଳ କ୍ଷେତ୍ର ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛି। ପ୍ରତି...

କେବଳ ବାଣିଜ୍ୟ ନୁହେଁ ; ଗ୍ରାହକ ସମ୍ପର୍କକୁ ଦେଉ ପ୍ରାଥମିକତା

ଗ୍ରାହକଙ୍କ ରୁଚିରେ ଏବେ ପରିବର୍ତ୍ତନ ଆସଛି। ସେମାନେ ଏବେ ଗୁଣବତ୍ତା, ପ୍ରଡକ୍ଟ ସଲ୍ୟୁଶନ ଉପରେ ବିଶ୍ୱାସ କରୁଛନ୍ତି। ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ ରାଜ୍ୟର ଏକ...

ସେପ୍ଟେମ୍ବର ପହିଲାରୁ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କ’ଣ ପ୍ରଭାବ

ନୂଆଦିଲ୍ଲୀ,୨୮।୮: ମହାମାରୀ କରୋନା କାଳରେ ସେପ୍ଟେମ୍ବର ପହିଲାରୁ ଅନ୍‌ଲକ୍‌-୪ ଆରମ୍ଭ ହେବାକୁ ଯାଉଛି। ଏହାପରଠାରୁ ଅନେକ ପରିବର୍ତ୍ତନ ହେବ, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ...

ପାର୍ବଣ ପୂର୍ବରୁ ମୂଲ୍ୟ ବଢ଼ାଇଲା ହିରୋ

ନୂଆଦିଲ୍ଲୀ,୨୩।୯: ଚଳିତ ବର୍ଷଣ ପାର୍ବଣ ପୂର୍ବରୁ ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ବିଭିନ୍ନ ବର୍ଗର ବାଇକ ମୂଲ୍ୟ ଉପରେ ୧୦୦୦ ଟଙ୍କା...

ଭୋଡାଫୋନ୍‌କୁ ରିଫଣ୍ଡ ଲାଗି ଆଇଟି ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୪: ୨୦୧୪-୧୫ ଆସେସମେଣ୍ଟ ବର୍ଷରେ ଭୋଡାଫୋନକୁ ୭୩୩ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଆୟକର ବିଭାଗ(ଆଇଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫ ଠାରୁ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮-୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ହ୍ରାସ ସମ୍ପର୍କରେ ଘୋଷଣା...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ

ମୁମ୍ବାଇ,୭-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ (ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା...

‘ଜୀବନ ଶାନ୍ତି’ରେ ସଂଶୋଧନକଲା ଏଲ୍‌ଆଇସି

ଭୁବନେଶ୍ୱର,୮।୧: ଜୀବନ ଶାନ୍ତି ପ୍ଲାନ୍‌ରେ ସଂଶୋଧନ କରିଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। ଏହି ସଂଶୋଧନ ୫ ଜାନୁୟାରୀଠାରୁ ଲାଗୁହେବ ବୋଲି ଏଲ୍‌ଆଇସି ପକ୍ଷରୁ...

Advertisement
Archives

Model This Week