Posted inଖେଳ

ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ

କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ଶଟପୁଟ ଫାଇନାଲରେ ୧୦.୧୬ ମିଟର ଦୂରତାକୁ ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ଅଳ୍ପ ବ୍ୟବଧାନରେ ପାର୍ବତୀ ରୌପ୍ୟ ପଦକରୁ ବଞ୍ଚିତ ହୋଇଛନ୍ତି । ଏହି ଇଭେଣ୍ଟରେ ଜର୍ମାନୀ ପ୍ରତିଯୋଗୀ ରୌପ୍ୟ ଓ ଚେକ ରିପବ୍ଲିକ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଥିଲେ । ଆସନ୍ତା ୧ ତାରିଖରେ ପାର୍ବତୀଙ୍କର ମୁଖ୍ୟ ଇଭେଣ୍ଟ ଡିସକସ ଥ୍ରୋ ଅନୁଷ୍ଠିତ ହେବ। ଏଥିରେ ସେ ସ୍ବର୍ଣ୍ଣ ପଦକ ଜିତିବାର ଆଶା ରଖିଛନ୍ତି ବୋଲି ଇଟାଲୀରୁ ସୂଚନା ଦେଇଛନ୍ତି । ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସୋଲେଶନ କ୍ୟାମ୍ପ୍‌ ପାଇଁ ଆଇସିସିର ସୁପାରିସ

ଦୁବାଇ, ୨୩ା୫ (ପି.ଟି.): କରୋନାଭାଇରସ୍‌ ଯୋଗୁ କ୍ରିକେଟ ବନ୍ଦ ରହିଛି। ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଖେଳକୁ ପୁଣି ଆରମ୍ଭ କରିବା ଲାଗି ଯୋଜନା କରୁଛି।...

ଶ୍ରେଷ୍ଠ ପ୍ରଦର୍ଶନ କଲେ ବି ବିଜୟ ସହଜ ହେବନି: ସିମନ୍ସ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଉତ୍ସାହୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ ସିରିଜ ନିର୍ଣ୍ଣୟ...

ଆତଙ୍କବାଦୀ ଆକ୍ରମଣ ଭୟ ସତ୍ତ୍ୱେ ପାକିସ୍ତାନ ଗସ୍ତ କରିବ ଶ୍ରୀଲଙ୍କା

କଲମ୍ବୋ, ୨୦।୯(ଏଏଫ୍‌ପି)- ଆତଙ୍କବାଦୀ ଆକ୍ରମଣ ଭୟ ସତ୍ତ୍ୱେ ସୀମିତ ଓଭରବିଶିଷ୍ଟ ସିରିଜ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ବୋଲି ଶ୍ରୀଲଙ୍କା କ୍ରିକେଟ୍‌ (ଏସ୍‌ଏଲ୍‌) ପକ୍ଷରୁ...

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌:ନ୍ୟୁଜିଲାଣ୍ଡ ଫାଇନାଲରେ, ଅଷ୍ଟ୍ରେଲିଆ ଆପାତତଃ ବାଦ୍‌

ଦୁବାଇ, ୩ା୨ (ପି.ଟି.)-ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍‌ର ସେକେଣ୍ଡ ଓ୍ବେଭ୍‌ ଦେଖିବାକୁ ମିଳିବାରୁ ଏହି ଦେଶ ବିପକ୍ଷ ଆଓ୍ବେ ସିରିଜକୁ ଅଷ୍ଟ୍ରେଲିଆ ବାତିଲ କରିଛି। ଫଳରେ...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଅହମଦାବାଦ,୨୪।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ମୋଟେରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ଦିବାରାତ୍ର ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋ...

ଏସିଆନ୍ ଗେମ୍ସରେ ଧ୍ବଜାବାହକ ହେବା ଗର୍ବର କଥା: ହରମନପ୍ରିତ

ନୂଆଦିଲ୍ଲୀ, ୨୧। ୯: ଏସିଆନ୍‌ ଗେମ୍ସ ୨୦୨୩ର ଉଦ୍ଘାଟନୀ ଉତ୍ସବରେ ଭାରତର ପୁରୁଷ ହକି ଦଳର ଅଧିନାୟକ ହରମନପ୍ରିତ୍ ସିଂ ଧ୍ବଜାବାହକ ହେବେ। ତେବେ ମହିଳା...

କାମେରନ ହ୍ବାଇଟ୍‌ଙ୍କ ଅବସର

ମେଲବୋର୍ନ,୨୨।୮(ପି.ଟି.): ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ହ୍ବାଇଟ୍‌ ଶୁକ୍ରବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ଦୀର୍ଘ ଦୁଇ ଦଶନ୍ଧିର ତାଙ୍କ ଉଜ୍ଜ୍ୱଳମୟ କ୍ୟାରିୟରର...

Advertisement
Archives

Model This Week