ୟୁକୋ ବ୍ୟାଙ୍କର ନୂତନ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୧୮-୪: ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରବନ୍ଧକ ଭାବେ ଟି.ଆର, ଚୋକଲିଙ୍ଗମ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗୁଜରାଟର ଅହମ୍ମଦାବାଦ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୧ରେ ସେ ୟୁକୋ ବ୍ୟାଙ୍କରେ କାର୍ଯ୍ୟ ଆରମ୍ଭ ସହ ତାମିଲନାଡୁ, ମହାରାଷ୍ଟ, କର୍ଣ୍ଣାଟକ, କେରଳ, ଗୁଜରାଟ ଏବଂ ସିଙ୍ଗାପୁର ଭଳି ସ୍ଥାନରେ କାର୍ଯ୍ୟ କରିଛନ୍ତି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ତାଙ୍କର ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ରହିଛି। ଜେନେରାଲ ବ୍ୟାଙ୍କିଙ୍ଗରେ ତାଙ୍କର ରୁଚି ରହିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳ ମଧ୍ୟରେ ରିଟେଲ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ ସହ ଏନ୍‌ପିଏ ହ୍ରାସ  ଦିଗରେ ଉଦ୍ୟମ କରିବେ  ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ମିଳିବ ପ୍ରୋତ୍ସାହନ

ମୁମ୍ବାଇ,୬-୧୦: ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଶନିବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ନିର୍ମାଣକୁ ରିଜର୍ଭ ବ୍ୟାଙ୍କ...

ଜୁପିଟର ଡିଗ୍ରୀ କଲେଜର ସଫଳତା

ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ...

ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ

ନୂଆଦିଲ୍ଲୀ,୧୨।୪:  ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ...

କ୍ରମ୍ପ୍‌ଟନର ସ୍ମାର୍ଟ ଷ୍ଟୋରେଜ୍‌ ୱାଟର ହିଟର ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୮: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ କ୍ରମ୍ପ୍‌ଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ସ୍ମାର୍ଟ ଷ୍ଟୋରେଜ୍‌ ୱାଟର...

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି...

ନୋକିଆ ସି ୩୨ ଉନ୍ମୋଚିତ

ଭୁବନେଶ୍ୱର,୨୫।୫: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆ ସି ୩୨କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଡି ଗ୍ଲୋବାଲର ଭିପି-ଭାରତ ଓ...

ଘର କ୍ରେତାଙ୍କୁ ମାଲିକାନା ନେବାକୁ ବାଧ୍ୟ କରାଯାଇପାରିବନି

ନୂଆଦିଲ୍ଲୀ,୪-୮: ବିଳମ୍ବିତ ହାଉସିଂ ପ୍ରକଳ୍ପରେ ନିର୍ମିତ ଘରର ମାଲିକାନା ନେବା ଲାଗି ବିଲ୍ଡର ବାଧ୍ୟ କରିପାରିବ ନାହିଁ। ଏହା ଘର ମାଲିକଙ୍କ ଇଚ୍ଛାଧୀନ। ଫ୍ଲାଟ୍‌ ନିର୍ମାଣ...

ସେନ୍‌କୋ ପକ୍ଷରୁ ବିବାହ ଅଭିଯାନ

ନୂଆଦିଲ୍ଲୀ,୧୪।୧୨: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ନେଇ ଭାରତୀୟ ବିବାହ ଉପରେ ପର୍ଯ୍ୟବସିତ ଏକ ନୂତନ ଅଭିଯାନର ଶୁଭାରମ୍ଭ...

Advertisement
Archives

Model This Week