ହ୍ରିତିକ ରୋଶନଙ୍କୁ ପୂରିଲା ୪୬: ଦାମ୍ପତ୍ୟ ଜୀବନରେ ଝଡ଼ ଆଣିଥିଲା ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନ ଶୁକ୍ରବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୪ ଜାନୁୟାରୀ ୧୦ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସଞ୍ଜୟ ଖାଁଙ୍କ ସୁପୁତ୍ରୀ ସୁଜେନ୍‌ ଖାଁଙ୍କ ସହିତ ସେ ୨୦୦୦ରେ ପ୍ରେମ ବିବାହ କରିଥିଲେ। ତେବେ ଫିଲ୍ମ ସେଟ୍‌ରେ ଅନ୍ୟ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ ଯୋଗୁ ସୁଜେନ-ହ୍ରିତିକଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଦେଖାଦେଇଥିଲା । ପାରିବାରିକ ତିକ୍ତତା ଯୋଗୁ ୨୦୧୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ଫିଲ୍ମ ସେଟ୍‌ରେ ବାରବରା ମୋରିଙ୍କ ସହିତ ହ୍ରିତିକଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହାପରେ କିଛି ସମୟ ପାଇଁ କଙ୍ଗନା ରାଣାଓ୍ବତ୍‌ଙ୍କ ସହିତ ମଧ୍ୟ ହ୍ରିତିକଙ୍କ ସମ୍ପର୍କ ଥିବା ନେଇ କେତେକ କହୁଥିଲେ। ସେମାନେ ଡେଟିଂରେ ଯାଉଥିବାର ଖବର ଶୁଣିବାକୁ ମିଳିଥିଲା। ମହେଞ୍ଜୋଦାର ଫିଲ୍ମ ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ ସହିତ ହ୍ରିତିକଙ୍କ ସମ୍ପର୍କ ନେଇ ବଲିଉଡ୍‌ରେ କିଛି ସମୟ ପାଇଁ ବେଶ୍‌ ଉଷ୍ଣତା ମଧ୍ୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ’ରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିପାରନ୍ତି ବରୁଣ

ମୁମ୍ବାଇ: ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ ଚାର୍ମିଂ ଷ୍ଟାର ବରୁଣ ଧଓ୍ବନ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ କରିବାକୁ ଯାଉଛନ୍ତି। କିଛି ଦିନ ହେବ ବରୁଣ...

ସଞ୍ଜୟ ଦତ୍ତଙ୍କୁ କ୍ୟାନ୍‌ସର ହେବା ଜଣାପଡ଼ିବା ପରେ ଭାଙ୍ଗି ପଡ଼ିଛନ୍ତି ମାନ୍ୟତା ! ଏପରି କହି ବାଣ୍ଟିଲେ ଦୁଃଖ

ବମ୍ବେ: ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। କିଛିଦିନ ତଳେ ଏହା ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ବାଦଲ ଢ଼ାଙ୍କି ହୋଇଯାଇଛି।...

ପରଦାରେ ବନ୍ଧୁତ୍ୱ: କନ୍ଦାଇଥିଲା ‘ଥ୍ରି-ଇଡିଅଟ୍ସ’, ଜିଇଁବା ଶିଖାଇଥିଲା ‘ଜିନ୍ଦେଗୀ ନା ମିଲେଗି ଦୁବାରା’

ମୁମ୍ବାଇ: ଆଜି ବନ୍ଧୁତ୍ୱ ଦିବସ। ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବନ୍ଧୁ ଓ ବନ୍ଧୁତ୍ୱର ପରିଭାଷା ସ୍ବତନ୍ତ୍ର। ଏହି ନିଆରା ସମ୍ପର୍କକୁ ପରଦାରେ ଦେଖାଇବା ଲାଗି ନିର୍ମାଣ...

ପିଲା ବେଳର ଫଟୋ ଶେୟାର କରି ରିଷିଙ୍କୁ ମନେପକାଇଲେ ସୁର ସାମ୍ରାଜ୍ଞୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲଗାତର ଦ୍ୱିତୀୟ ଦିନରେ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଅଭିନେତା ଇର୍ଫାନ ଖାଁଙ୍କ ବିୟୋଗର ଦୁଃଖ ମନରୁ ଲିଭି ନ...

ଗୋଟିଏ ମାସରେ କାହିଁକି ୫୦ ଥର ନିଜର ସିମ୍‌ କାର୍ଡ ବଦଳାଇ ଥିଲେ ସୁଶାନ୍ତ: ଶେଖର ସୁମନ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ହୁଏତ କିଛି ନା କିଛି ରୋଚକ ତଥ୍ୟ ଆସୁଛି ସାମ୍ନାକୁ। ଏବେ ଅଭିନେତା...

ଗୁରୁ ଖୋଜୁଛନ୍ତି ତାପସୀ

ତାପସୀ ସିହ୍ନା ଏବେ ଗୁରୁ ଖୋଜିବାରେ ବ୍ୟସ୍ତ। କାରଣ ସେ ଏବେ ଫାଇଟିଂ ଶିଖିବାକୁ ମନ ବଳାଇଛନ୍ତି। ଏପରି କି ମାର୍ଶଲ ଆର୍ଟ ଶିଖିବା ପାଇଁ...

ସୋନୁଙ୍କ ଉପରେ ରାଗିଗଲେ ସୋନା, କହିଲେ ଏପରି କିଛି..

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ପରେ ବଲିଉଡ୍‌ରେ ନେପୋଟିଜିମ୍‌ ଉପରେ ତର୍କ ବିତର୍କ ଲାଗିଛି। ଏହା ଉପରେ ବଲିଉଡ କଳାକାରମାନେ ସ୍ବର ଉଠାଉଛନ୍ତି।...

ବାଟ୍‌ଲା ହାଉସ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ୨ ମିନିଟ୍‌ ୫୫ ସେକେଣ୍ଡର ଥିବା ଏହି...

Coronavirus Update

Archives

Model This Week

Why Dharitri