Posted inଜାତୀୟ

ହେଲ୍‌ମେଟ୍‌ ନ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଚକୋଲେଟ୍‌ ଦେଲା ଟ୍ରାଫିକ୍‌ ପୋଲିସ

ଇମ୍ଫାଲ,୧।୯: ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଶହେ ଟଙ୍କା ଜରିମାନାକୁ ଏବେ ହଜାର ଟଙ୍କା କରାଯାଇଛି। ଏହାପରେ ବି ଲୋକଙ୍କର ଏଥିପ୍ରତି ଖାତିର ନାହିଁ। କାରଣ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଣିପୁରରେ। ଏଠାରେ କଡ଼ାକଡ଼ି ଟ୍ରାଫିକ୍‌ ନିୟମ ପାଳନର ପ୍ରଥମ ଦିନରେ କେତେଜଣ ବାଇକ୍‌ ଆରୋହୀ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଦେଖି ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇ ଥିଲା ସତ। ହେଲେ ସେମାନଙ୍କୁ ଦଣ୍ଡ ନ ଦେଇ ବରଂ ମିଠା ଓ ଚକୋଲେଟ୍‌ ଖାଇବାକୁ ଦେଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ହୁଏତ ଏମିତି ଅପମାନ ଦେଲେ ନିୟମ ଭାଙ୍ଗୁଥିବା ଲୋକେ ସୁଧୁରିଯିବେ। ସୂଚନାଯୋଗ୍ୟ, ଏବେ ହେଲ୍‌ମେଟ୍‌ ନ ପିନ୍ଧିଲେ, ସିଟ୍‌ ବେଲ୍ଟ ନ ବାନ୍ଧିଲେ, ଆମ୍ବୁଲାନ୍ସକୁ ରାସ୍ତା ନ ଛାଡିଲେ ଅବା ଡ୍ରାଇଭିଂ ସମୟରେ ମୋବାଇଲରେ କଥା ହେଲେ ଅର୍ଥଦଣ୍ଡ ସହ ଜେଲ୍‌ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…

ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...

ଶଶିକଳାଙ୍କ ୧୬୦୦ କୋଟିର ଅବୈଧ ସମ୍ପତ୍ତି ଜବତ

ଚେନ୍ନାଇ,୫।୧୧: ପୂର୍ବତନ ଏଆଇଡିଏମ୍‌କେ ନେତ୍ରୀ ତଥା ଜୟଲଳିଥାଙ୍କ ପ୍ରମୁଖ ସହଯୋଗୀ ଭି.କେ. ଶଶୀକଳାଙ୍କ ବାସଗୃହ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଆୟକର ବିଭାଗ ଚଢାଉ।...

ଘନେଇଲା କମଲନାଥଙ୍କ ସଙ୍କଟ

ଭୋପାଳ, ୬ା୩(ପି.ଟି.): ମଧ୍ୟପ୍ରଦେଶର କମଲନାଥ ସରକାରଙ୍କ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର କଂଗ୍ରେସ ବିଧାୟକ ହରଦୀପ ସିଂ ଡଙ୍ଗ୍‌ ନିଜର ଇସ୍ତଫାପତ୍ର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କ...

ଜୁଲାଇ-ଅଗଷ୍ଟରେ ଅଧିକ ହେବ କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଜୁଲାଇ ଏବଂ ଅଗଷ୍ଟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର...

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଲାଗି ରହିଛି ବିବାଦ, ଦିଲ୍ଲୀ-କୋଲକାତା ପରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟରେ ହେବ ସ୍କ୍ରିନିଂ

ନୂଆଦିଲ୍ଲୀ,୨୮ ।୧: ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ଜାରି ରହିଛି । ଦିଲ୍ଲୀ ଓ କୋଲକାତାରେ ସ୍କ୍ରିନିଂର ଜିଦ ପରେ ଶନିବାର ମୁମ୍ବାଇର ଟାଟା...

ପଞ୍ଜାବରେ ଦେଖିବାକୁ ମିଳିଲା ପାକିସ୍ତାନ ଡ୍ରୋନ

ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍‌ଏଫ୍‌ ପକ୍ଷରୁ ଡ୍ରୋନ ଉପରେ...

ତାମିଲନାଡୁର ନାମ ପରିବର୍ତ୍ତନ ପାଇଁ କେବେ ବି କହି ନାହିଁ, ରାଜ୍ୟପାଳଙ୍କ ସ୍ପଷ୍ଟୀକରଣ…

ଚେନ୍ନାଇ,୧୮।୧ : ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କହିଛନ୍ତି ଯେ ସେ କେବେ ବି ରାଜ୍ୟର ନାମ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇନାହାଁନ୍ତି। ବୁଧବାର ସେ...

ସମଲିଙ୍ଗୀ ବିବାହକୁ ବ୍ୟାଧି ବୋଲି କହିଲା ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୬।୫: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ ରାଷ୍ଟୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ର ମହିଳା ସଙ୍ଗଠନ ଦାବି କରି କହିଛନ୍ତି ଯେ, ସମଲିଙ୍ଗୀ...

Advertisement
Archives

Model This Week