Posted inଜାତୀୟ

ହେଲମେଟ୍‌ ନ ପିନ୍ଧିଲେ ଲେଖିବାକୁ ପଡିବ ୧୦୦ ଶବ୍ଦ ମଧ୍ୟରେ ରଚନା

ଭୋପାଳ,୧୬।୧: ନ୍ୟାଶନାଲ ହାଇଓ୍ବେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ଜାନୁୟାରୀ ୧୭ ପର୍ଯ୍ୟନ୍ତ ପାଳନ କରାଯାଉଛି ୩୧ ତମ ସଡ଼କ ସୁରକ୍ଷା ସପ୍ତାହ। ଏହି ଅବସରରେ ମଧ୍ୟପ୍ରଦେଶ ଭୋପାଳ ପୋଲିସ ଦ୍ୱାରା ଏକ ଅଭିନବ ଉପାୟ ପାଳନ କରିବାର ପ୍ରୟାସ କରାଯାଇଛି। ଦୁଇ ଚକିଆ ଯାନରେ ଯାଉଥିବା ଲୋକେ ଯଦି ହେଲ୍‌ମେଟ୍‌ ନ ପିନ୍ଧିଥିବେ ଏବେ ସେମାନଙ୍କୁ ୧୦୦ ଶବ୍ଦ ମଧ୍ୟରେ ରଚନା ଲେଖିବାକୁ ପଡିବ ବୋଲି ଭୋପାଳ ପୋଲିସ କହିଛି। ଏହି ରଚନାରେ ସେମାନେ କାହିଁକି ମୋଟର ଯାନ ନିୟମ ଉଲ୍ଲଂଘନ କରିଛନ୍ତି ଆଉ ହେଲ୍‌ମେଟ୍‌ ନ ପିନ୍ଧି ଗାଡି ଚଳାଇଛନ୍ତି ତାହା ବର୍ଣ୍ଣନା କରିବେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତା’ର ପ୍ରତିକ୍ରିୟା ରଖିଛି ବୈଦେଶିକ...

ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ

ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା...

ଶାହାଙ୍କ ଭବିଷ୍ୟବାଣୀ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ଭାଜପା ଯୁଗ

ହାଇଦ୍ରାବାଦ୍‌,୩।୭: ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା...

ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା...

ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ...

ମହିଳାଙ୍କ ଉପରେ ଆକ୍ରମଣ: ପକ୍ଷ ରଖିଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ,୧୨।୩ : ସୋସିଆଲ ମିଡିଆରେ ଭିଡିଓରେ ଜମାଟୋ ଡେଲିଭରି ବୟଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ବେଙ୍ଗାଲୁରୁର ଜଣେ ମହିଳା ଅଭିଯୋଗ ଆଣିବାର ଦୁଇ ଦିନ...

ପାର୍ଲାମେଣ୍ଟ ସରଗରମ: ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ,୧୧ା୭(ପି.ଟି.): କର୍ନାଟକର ରାଜନୈତିକ ଘଟଣାକ୍ରମକୁ ନେଇ କ୍ରମାଗତ ତୃତୀୟ ଦିନ ଧରି ପାର୍ଲାମେଣ୍ଟର ଉଭୟ ଗୃହ ସରଗରମ ହୋଇଛି। ଲୋକ ସଭାରେ କଂଗ୍ରେସ ନେତା ଅଧୀର...

୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି

ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ...

Advertisement
Archives

Model This Week