ହୃଦ୍‌ରୋଗୀଙ୍କ ପାଇଁ ଉପକାରୀ ଚେରି

ଚେରି ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ…

– ଏଥିରେ କାର୍ବୋହାଇଡ୍ରେଟ୍‌, ଭିଟାମିନ ‘ଏ’, ଭିଟାମିନ ‘ବି’ ଏବଂ ଭିଟାମିନ ‘ସି’, ବିଟାକିରୋଟିନ, କ୍ୟାଲ୍‌ସିୟମ ଏବଂ ପୋଟାସିୟମ ପ୍ରଚୁର ପରିମାଣର ରହିଛି।

– ଗବେଷଣାରୁ ଜଣାପଡ଼ିଛି, ପ୍ରତ୍ୟେକ ଦିନ ସକାଳୁ ଏବଂ ଶୋଇବା ପୂର୍ବରୁ ଚେରି ଜୁସ ପିଇଲେ ଭଲ ନିଦ ହୋଇଥାଏ। ୫୦ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କ ପାଇଁ ଚେରି ଜୁସ୍‌ ଖୁବ୍‌ ଲାଭଦାୟକ।

– ନିୟମିତ ଚେରି ଖାଇଲେ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ।

– ହୃଦ୍‌ରୋଗୀଙ୍କ ପାଇଁ ଚେରି ଖୁବ୍‌ ଭଲ। ଚେରି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ। ଫଳରେ ହୃଦ୍‌ଘାତ ଆଶଙ୍କା କମ୍‌ ଥାଏ।

– ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଚେରି ଖାଇବା ଭଲ। ଏଥିରେ ଫ୍ୟାଟ୍‌ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ...

ପନିର୍‌ ଡ୍ରାଗନ୍‌

ସମ୍ପ୍ରତି ସମ୍ବଲପୁର ସହରରେ ନୂଆ ରେସ୍ତୋରାଁ ଖୋଲିବାରେ ଲାଗିଛି। ଯୁବପିଢ଼ିକୁ ଆକୃଷ୍ଟ କଲାଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ସହରର ବହୁ ପୁରୁଣା ରେସ୍ତୋରଁ।ଗୁଡିକ ମଧ୍ୟ...

ଥାଇରଏଡ୍‌ ଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏସବୁ

ଥାଇରଏଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଫଳ, ପନିପରିବାର ଏବଂ ମାଛ ରହିଛି। ସବୁଠୁ ଉପକାରୀ କଦଳୀ। ପ୍ରତିଦିନ କଦଳୀ ଖାଇଲେ ଥାଇରଏଡ୍‌ ନିୟନ୍ତ୍ରଣରେ ରହିଥାଏ।...

ସ୍ବା ସ୍ଥ୍ୟ ସୂ ଚ ନା

କେତେକ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପ୍ରାୟ ଅବଗତ। ଅପରପକ୍ଷରେ କିଛି ଜଟିଳ ରୋଗ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଯଦି ଆପଣ କୌଣସି...

ପାର୍ଟି ଲୁକ୍‌

  କରୋନା ପାଇଁ ଯଦିଓ ବିବାହ, ବ୍ରତ, ଜନ୍ମଦିନ ଆଦି ପାର୍ଟି ଆୟୋଜନ ଉପରେ କଟକଣା ଲାଗିଥିଲା ଏବେ ତାହା ଧୀରେ ଧୀରେ କୋହଳ ହୋଇଛି।...

ରାତିରେ ନିଦ ହେଉନାହିଁ କି… କରନ୍ତୁ ଏଭଳି

ପରିବର୍ତ୍ତିତ ଜୀବନଶୈଳୀ ଲାଗି ନିଦ୍ରାହୀନତା ଏକ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ରାତିସାରା ଅନିଦ୍ରା ରହିବା ବା ନିଦ ନ ହେବା ଲାଗି ଅନେକ ଲୋକ...

କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ

ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ...

ସକାଳେ ପିଇଲେ ଗ୍ଲାସେ ତମ୍ବାପାତ୍ର ପାଣି ମିଳିବ କ’ଣ…

ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ହୋଇଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ। ଏହି...

Advertisement


Archives

Model This Week