ହାର୍ଟ ଆଟାକ୍‌ ଆଶଙ୍କା ବି କମାଏ ଅଗରବତୀ…

ଅଗରବତୀ ଜାଳିବା ପଛରେ ଆଧ୍ୟାତ୍ମିକ କାରଣ ରହିଛି । ଅଗରବତୀ ଜଳାଇବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ମନରେ ଆଣିଥାଏ ଶାନ୍ତି ଆଉ ଏଥିଯୋଗୁ ପରିବେଶରେ ସୃଷ୍ଟି ହୁଏ ଶୁଦ୍ଧ ବାତାବରଣ। ତେବେ ମନୋବୈଜ୍ଞାନିକ ଦୃଷ୍ଟିରୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଅଗରବତୀର ଉପଯୋଗ କଲେ ସୁଫଳ ମିଳିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି । ଏହା ରୋଗ ପ୍ରତିରୋଧକ ଭାବେ କାମ କରିଥାଏ। ପ୍ରାଚୀନକାଳରେ ଚାଇନା, ଇଜିପ୍ଟ, ତିବ୍ବତ ଆଦି ଦେଶରେ ଅଗରବତୀର ବ୍ୟବହାର ମୁଖ୍ୟତଃ ରୋଗପ୍ରତିରୋଧକ ଭାବେ କରାଯାଉଥିଲା। ଆରୋମା ଥେରାପି ପାଇଁ ଅଗରବତୀର ବ୍ୟବହାର କରାଯାଇଥାଏ। ଅଗରବତୀର ମହକ ମନଭିତରେ ଉସତ୍ାହ ଜାତ କରିବା ସହିତ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଖୁସି ହରମୋନ୍‌ ଏଣ୍ଡ୍ରୋଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ କ୍ଷରଣ ହୋଇଥାଏ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ଏଥିଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା ବି କମି ଯାଇଥାଏ। ଅଗରବତୀ ଯୋଗୁ ମାନସିକ ଅବସାଦ କମ୍‌ ହୋଇ ମନକୁ ଶାନ୍ତି ମିଳିଥାଏ। ମନ ଅସ୍ଥିରଥିବା ସମୟରେ ଅଗରବତୀ ଜଳାଇଲେ ସୁଫଳ ମିଳିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଇଓ୍ବାନ ସାମୁଦ୍ରିକ ସୀମା ନିକଟରେ ପୁଣି ଚାଇନାର ସମରାଭ୍ୟାସ…

ବେଜିଂ,୯।୧ : ତାଇୱାନକୁ ନେଇ ଚାଇନାର ଉଦ୍ଦେଶ୍ୟ ପୂର୍ବ ପରି ରହିଛି ତାଇୱାନର ଆଖପାଖ ଅଞ୍ଚଳରେ ଚାଇନ ସେନା ପୁଣି ଥରେ ସମରାଭ୍ୟାସ ରବିବାର କରିଛି।...

ଆକାଶରୁ ହେଲା ଚକୋଲେଟ ବର୍ଷା

ଜୁରିକ୍‌, ୨୦।୮: ଆକାଶରୁ ଚକୋଲେଟ ବର୍ଷା ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ସ୍ବିଜରଲାଣ୍ଡର ଓଲଟେନ୍‌ ସହରରେ ଘଟିଛି। ସାରା ସହରରେ...

ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ...

ମୋଦିଙ୍କୁ ଧନ୍ୟବାଦ ଦେଲେ ମେଲାନିଆ

ଓ୍ବାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।...

ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି

ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍‌ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ...

ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି...

ରାଷ୍ଟ୍ରପତି ପୁଟିନ୍‌ ଏବେ ବି ବ୍ୟବହାର କରୁଛନ୍ତି ଓ୍ବିଣ୍ଡୋ ଏକ୍ସପି

ମସ୍କୋ,୧୮।୧୨: ଓ୍ବିଣ୍ଡୋ ଏକ୍ସପିର ବ୍ୟବହାର ୨୦୧୪ରୁ ବନ୍ଦ ହୋଇଛି। ତେବେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର୍‌ ପୁଟିନ୍‌ ଏବେ ମଧ୍ୟ ତାଙ୍କ ଅଫିସ୍‌ରେ ଓ୍ବିଣ୍ଡୋ ଏକ୍ସପି ବ୍ୟବହାର...

ଚିକିତ୍ସା ବିଜ୍ଞାନକୁ ସହଜ କରିଛି ରେଡିଓଲୋଜି

ଚିକିତ୍ସା ବିଜ୍ଞାନରେ ରେଡିଓଲୋଜି ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଏକ୍ସ-ରେ ଦ୍ୱାରା ରେଡିଓଲୋଜି ସହଜ ହୋଇପାରିଛି। ୧୮୯୫ ନଭେମ୍ବର ୮ରେ ୱିଲହେଲମ...

Advertisement
Archives

Model This Week