Posted inଜାତୀୟ

ହସି-ହସି ପଢ଼ିବା ଶିଖିଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତି ମଙ୍ଗଳବାର ସର୍ବୋଦୟ କୋ-ଏଡ୍‌ ସିନିଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ହ୍ୟାପିନେସ୍‌ କ୍ଳାସ୍‌ରେ ଯୋଗଦେଇଛନ୍ତି। ହସି ହସି ଖେଳକୁଦ ମାଧ୍ୟମରେ କିପରି ପାଠପଢ଼ା କରାଯାଇପାରେ ତାହା ମେଲାନିଆ ଏଠାରେ ଶିଖିଛନ୍ତି। ଏହାଦ୍ୱାରା ଶିକ୍ଷାର୍ଥୀ ବିନା ମାନସିକ ଚାପରେ ପାଠପଢ଼ିବାକୁ ସକ୍ଷମ ହୋଇପାରିଥାନ୍ତି। ପାଠପଢ଼ାରେ ଚାପମୁକ୍ତ ରହିବାର ଗୁରୁତ୍ୱ ସେ ଉପଲବ୍ଧି କରିପାରିଛନ୍ତି। ସୂଚନାଯୋଗ୍ୟ, ମେଲାନିଆ ମଡେଲିଂ କରିବାକୁ ଭଲ ପାଉଥିଲେ। ଏହାଯୋଗୁ ତାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ସେ ୫ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ସେ ଫେଶନ ଫଟୋଗ୍ରାଫି କରିବା ଆରମ୍ଭ କରିଥିଲେ। ମଡେଲିଂରେ ବ୍ୟସ୍ତ ରହି ମେଲାନିଆ ପାଠ ପଢ଼ିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍‌ରେ ସହଜରେ ହେବ ଦେଖି

ନୂଆଦିଲ୍ଲୀ, ୧୪।୭: ବୁଧବାର ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ଟୁଇଟ୍‌ କରି ସୂଚନା...

ଡିଓ୍ବାଇ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ହେବାର ୧ ମାସ ୭ ଦିନ ମଧ୍ୟରେ ୬,୮୪୪ ମାମଲାର ସମାଧାନ

ନୂଆଦିଲ୍ଲୀ,୨୦।୧୨: ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ...

ବାଡ଼ିରେ ପିନ୍ଧାଇଲେ ବରଣମାଳା..

ପାଟନା,୨।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କେତେକ ବ୍ୟକ୍ତି ପ୍ରୟାସ କରୁଛନ୍ତି। ସମ୍ପ୍ରତି ବିହାରର ବେଗୁସରାଇରେ...

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ସାଙ୍ଗ

ବିଦିଶା,୧୨।୯: ପିକ୍‌ନିକ୍‌ ସ୍ପଟ୍‌ରେ ଥିବା ଝରଣାରେ ଗାଧାଉଥିବା ବେଳେ ୩ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲାର...

ବିବାହ ଉତ୍ସବ ସାରି ଫେରୁଥିଲେ, ଘାଟିରୁ ଖସି ପଡ଼ିଲା କାର୍‌: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀର ରାମବାନ ଜିଲା ରାମସୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧ ହଜାର ମିଟର ଉଚ୍ଚ ଘାଟିରୁ ଏକ କାର୍‌ ଖସିପଡ଼ିବାରୁ...

ପୋଲିସର ବର୍ବରତା: ଶିଶୁଙ୍କୁ କୋଳେଇଥିବା ବାପାଙ୍କ ଉପରକୁ ଲାଠିଚାର୍ଜ

କାନପୁର,୧୦।୧୧: ଉତ୍ତରପ୍ରଦେଶର କାନପୁର ଦେହାତରେ ପୋଲିସର ବର୍ବରତାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଏକ ଶିଶୁକୁ ନିଜ କୋଳରେ ବୋହି ନେଉଥିବା ବ୍ୟକ୍ତିଙ୍କ ଉପରେ...

ପତ୍ନୀ, ପୁଅ ସହ ଜେଲ୍‌ ଗଲେ ଆଜମ

ରାମପୁର,୨୬।୨: ସମାଜବାଦୀ ପାର୍ଟି (ଏସ୍‌ପି)ର ଏମ୍‌ପି ଆଜମ ଖାଁ ତାଙ୍କ ପତ୍ନୀ ତଞ୍ଜୀନ ଫାତିମ ଓ ପୁଅ ଅବଦୁଲ୍ଲାହ ଆଜମ ଖାଁଙ୍କୁ ଜେଲ୍‌। ବୁଧବାର ରାମପୁରର...

ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: କେନ୍ଦ୍ରମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦେଇଥିବା ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତଙ୍କ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଗ୍ରହଣ କରି ନେଇଛନ୍ତି।...

Advertisement
Archives

Model This Week