ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍‌ରିରୁ ବବିତା ଫୋଗଟ

ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର କରନାଲ ଆସନ ପାଇଁ ନିର୍ବାଚନ ଲଢ଼ିବେ। ସେହିପରି ପ୍ରଦେଶ ଅଧ୍ୟକ୍ଷ ସୁବାସ ବରାଲା ଟୋହନା, ଯୋଗେଶ୍ୱର ଦତ୍ତ ବରୋଦା, ପୂର୍ବତନ ହକି କ୍ୟାପଟେନ୍‌ ସନ୍ଦୀପ ସିଂହ ପିହୋଓ୍ବା ଓ ବବିତା ଫୋଗଟଙ୍କୁ ଦାଦ୍‌ରିରୁ ଟିକେଟ ମିଳିଥିବା ଜଣାପଡ଼ିଛି। ପଞ୍ଚକୁଲାରୁ ଜ୍ଞାନ ଚନ୍ଦ୍ର ଗୁପ୍ତା ଓ ଅନୀଲ ବିଜ୍‌ ଅମ୍ବାଲା କେଣ୍ଟରୁ ନିର୍ବାଚନ ଲଢ଼ିବେ। ଅନ୍ୟପଟେ ଭାଜପା ମନ୍ତ୍ରୀ ରାଓ ନରବୀର ସିଂହଙ୍କ ଟିକେଟ କାଟି ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ବାଦଶାହପୁରରୁ ପ୍ରଦେଶ ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ମନୀଷ ଯାଦବଙ୍କୁ ଟିକେଟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭୟ କରୁଛନ୍ତି ଖାର୍ଗେଙ୍କ ପରିବାର

ବେଙ୍ଗାଲୁରୁ,୧୪।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମସ୍ୟା ବଢିବାରେ ଲାଗିଛି। ତେବେ ଖାର୍ଗେଙ୍କ ପରିବାର ଏହି ଗୋଟିଏ ଅସୁବିଧାକୁ ଦୂର...

ଏମିତି ତୀର ମାରିଲେ ନୀତୀଶ, ମୁଣ୍ଡରେ ହାତ ଦେଲେ ବଡ ବଡ ଧନୁର୍ଦ୍ଧର

ପାଟନା,୧୪।୧୦: ବିଜୟା ଦଶମୀ ଅବସରରେ ବିହାର ପାଟଣାର ଗାନ୍ଧୀ ମଇଦାନରେ ରାବଣ ପୋଡି କାର୍ଯ୍ୟକ୍ରମରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଧନୁରୁ ତୀର ମାରିବା ପରିବର୍ତ୍ତେ...

ବହରାଇଚରେ ବଢୁଛି ହିଂସା, ଗାଡି ଶୋ’ରୁମରେ ନିଆଁ ଲଗାଇଲେ ଲୋକେ

ବହରାଇଚ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହାର୍ଦ୍ଦିକ ପୋଲିସ ଷ୍ଟେଶନର ମହାରାଜଗଞ୍ଜରେ ରବିବାର ବିଳମ୍ବିତ ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପଥର ଫିଙ୍ଗିବା ଏବଂ ଗୁଳି...

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର।...

କର୍ମଚାରୀଙ୍କ ଉପରେ ଖୁସି ହୋଇ Mercedes Benz ଭଳି ଉପହାର ଦେଲା ଏହି କମ୍ପାନୀ

ମୁମ୍ବାଇ,୧୪।୧୦: ଦେଶରେ, ଶୁଣିବାକୁ ବହୁତ କ୍ୱଚିତ ମିଳେ ଯେ କୌଣସି ଏକ କମ୍ପାନୀ ନିଜ କର୍ମଚାରୀଙ୍କୁ କାର୍‌ କିମ୍ବା ବାଇକ ଉପହାର ଦେଇଥାଏ। ଚେନ୍ନାଇ ସ୍ଥିତ...

ସିଆରପିଏଫର ‘Z’ କାଟାଗୋରି ସୁରକ୍ଷା ବଳୟରେ ରହିବେ ଚିରାଗ ପାସଓ୍ବାନ, ଆଇବିର ଆଲର୍ଟ ପରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୧୦: କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ ଦଳ) ମୁଖ୍ୟ ଚିରାଗ ପାସୱାନଙ୍କ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ଗୃହ...

ବଡ଼ ନିଷ୍ପତ୍ତି ନେଲେ ସରକାର: ଆଉ ଦେବାକୁ ପଡ଼ିବନି ଟୋଲ୍ ଫି

ମୁମ୍ବାଇ,୧୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ...

PM Internship Schemeରେ ବହୁ ପରିମାଣରେ ଆବେଦନ! ଗୋଟିଏ ଦିନରେ ଦେଢ ଲକ୍ଷରୁ ଅଧିକ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୧୪।୧୦: PM Internship Schemeର ସୁଯୋଗ ନେବାକୁ ଯୁବକମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି। ସେଥିପାଇଁ ଏହି ଯୋଜନା ପାଇଁ ମାତ୍ର ଗୋଟିଏ ଦିନରେ ୧.୫ଲକ୍ଷରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri