ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରି, ଯୋଗୀ ଆଦିତ୍ୟନାଥ, ସ୍କୃତି ଇରାନୀ, ଶିବରାଜ ସିଂହ ଚୌହାନ ଓ ମନହୋର ଲାଲ ଖଟ୍ଟର ସମେତ ବହୁ ତୁଙ୍ଗନେତା ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି...

ଓଡ଼ିଶାକୁ ଜଳବାୟୁ ପରିବର୍ତ୍ତନ ବିପଦ

ନୂଆଦିଲ୍ଲୀ, ୧୮।୪: ଓଡ଼ିଶା ସମେତ ଦେଶର ୮ ରାଜ୍ୟ ପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ସର୍ବାଧିକ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ...

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ପିଟିଶନ ବିରୋଧରେ କ୍ୟାଭିଟ୍‌ ଦାଏର

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୬ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଓ ସେନା...

କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ

ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍‌ବଲ ଚାମ୍ପିୟନଶିପ ମ୍ୟାଚ୍‌(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ...

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଜୟପୁର,୨୫।୪: ଦେଶରେ ଯୌତୁକ ବିରୋଧରେ ଜାରି ରହିଛି ସଚେତନତା। ଏହି ମର୍ମରେ ରାଜସ୍ଥାନ ସିକର ଜିଲାରେ ଜଣେ ଯୁବକ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ।...

ଟ୍ରାକ୍ଟର ରୁଟ୍‌ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ

ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ...

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି ।...

Advertisement
Archives

Model This Week