Posted inଜାତୀୟ

ହରିୟାଣାରେ ମୋଦିଙ୍କ ନିର୍ବାଚନୀ ଶଙ୍ଖନାଦ

ରୋହତକ୍‌୍‌,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଶଙ୍ଖନାଦ କରିଛନ୍ତି। ରୋହତକରେ ଆୟୋଜିତ ଏକ ସଭାରେ ସେ ଭାଜପା ସରକାରଙ୍କ ଶହେ ଦିନର ସଫଳତା ବିଷୟରେ ଉପସ୍ଥିତ ଲୋକଙ୍କୁ ଜଣାଇଛନ୍ତି। ଗତ ୬୦ ବର୍ଷ ଧରି ସଂସଦରେ ହୋଇ ନ ଥିବା କାମ ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ଶହେ ଦିନରେ ସମ୍ଭବ ହୋଇ ପାରିଥିବା ସେ କହିଛନ୍ତି। ହରିୟାଣାକୁ ଭାଜପାର ଡବଲ ଇଞ୍ଜିନ୍‌ର ସୁଫଳ ମିଳିଥିବା ସେ କହିଛନ୍ତି। ସେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଳାଲ୍‌ ଖଟ୍ଟରଙ୍କ ପ୍ରଶଂସା କରି କହିଛନ୍ତି ଏବେ ରାଜ୍ୟର ଘରେ ଖଟ୍ଟରଙ୍କ ବିକାଶର ବାର୍ତ୍ତା ପହଞ୍ଚିପାରିଛି। ଲୋକ ସଭା ନିର୍ବାଚନରେ ରାଜ୍ୟର ୧୦ଟି ଆସନ ଭାଜପା ଖାତାକୁ ଆସିଥିବାରୁ ମୋଦି ଉପସ୍ଥିତ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଅବସରରେ ମୋଦି ଏକ ବିଶାଳ ରାଲିରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବର୍ଷରେ ଜାନୁୟାରୀରେ ସବୁଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୯ ।୧: ରାଜଧାନୀ ଦିଲ୍ଲୀରେ ଶନିବାର ହୋଇଥିବା ବର୍ଷାରେ ସେଠାକାର ଏୟାର କ୍ୱାଲିଟିରେ ସାମାନ୍ୟ ସୁଧାର ଆସିଛି । ଏହାସହ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ...

ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି

ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ...

ପଞ୍ଚାୟତିରାଜ ଦିବସରେ ସ୍ବାମିତ୍ୱ ଯୋଜନା ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୨୪।୪: ରଷ୍ଟ୍ରୀୟ ପଞ୍ଚାୟତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ପଞ୍ଚାୟତର ମୁଖ୍ୟଙ୍କୁ ଶୁକ୍ରବାର ସମ୍ବୋଧିତ କରିଛନ୍ତି। କରୋନା ଭାଇରସ୍‌ ସହ ମୁକାବିଲା ପାଇଁ...

ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ହେଲେ ଶାଲିଜା ଧାମି

ନୂଆଦିଲ୍ଲୀ,୨୮।୮: ଭାରତୀୟ ବାୟୁସେନାର ଫ୍ଲାଇଟ୍‌ ୟୁନିଟ୍‌ର ପ୍ରଥମ ମହିଳା ଫ୍ଲାଇଟ୍‌ କମାଣ୍ଡର ଭାବେ ଓ୍ବିଙ୍ଗ୍‌ କମାଣ୍ଡର ଶାଲିଜା ଧାମି ଦାୟିତ୍ୱ ଗ୍ରହଣ କରିଛନ୍ତି। ଶାଲିଜା ଲୁଧିଆନାର...

ପିଓକେକୁ ମୁକୁଳାଇ ଭାରତରେ ସାମିଲ କରିବା ମୋର ଲକ୍ଷ୍ୟ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ଏବେ ପାଳି ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର। ଖୁବ୍‌ ଶୀଘ୍ର ଏହାକୁ ମୁକୁଳାଇ ଭାରତରେ...

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ...

ଶୀତରେ ଆଲକହଲ୍‌କୁ ନା’ : ଆଇଏମ୍‌ଡି

ନୂଆଦିଲ୍ଲୀ,୨୬।୧୨: ଉତ୍ତର ଭାରତରେ ପ୍ରବଳରୁ ଅତି ପ୍ରବଳ ଶୀତ ପଡ଼ିପାରେ। ଏଣୁ ଘରେ କିମ୍ବା ଇୟର ଏଣ୍ଡ୍‌ ପାର୍ଟିରେ ଆଲକହଲ୍‌ ନେବା ଉଚିତ ହେବ ନାହିଁ...

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ...

Advertisement
Archives

Model This Week