Posted inଜାତୀୟ

ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ: କହିଲେ, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, କଂଗ୍ରେସ ଯେତେଶୀଘ୍ର ସମ୍ଭବ ଅଧ୍ୟକ୍ଷ ବାଛୁ

ନୂଆଦିଲ୍ଲୀ, ୩।୭: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାପାଇଁ ଜିଦ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। କିନ୍ତୁ ବୁଧବାର ରାହୁଲ କହିଛନ୍ତି, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, ଯେତେଶୀଘ୍ର ସମ୍ଭବ ସେତେଶିଘ୍ର ଦଳର ଅଧ୍ୟକ୍ଷ ଚୟନ କରିବା ଉଚିତ୍‌। ମୁଁ କୌଣସି ପରିସ୍ଥିତିରେ ବି ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହିଁ ବୋଲି ରାହୁଲ କହିଛନ୍ତି। ଦଳର ନୂଆ ଅଧ୍ୟକ୍ଷ ଚୟନ କରିବାରେ ଅଧିକ ବିଳମ୍ବ ହୋଇଗଲାଣି। ଖୁବଶିଘ୍ର ଓ୍ବାର୍କିଂ କମିଟି ବୈଠକ ଡକାଇ ଏନେଇ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏକ ଦଳୀୟ ବୈଠକରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ କହିଥିଲେ। ପ୍ରାୟ ଏକ ମାସ ହେବ ଦଳର ବିଭିନ୍ନ ନେତା ରାହୁଲଙ୍କୁ ପଦରେ ରହିବା ପାଇଁ ବୁଝାଉଛନ୍ତି। କିନ୍ତୁ ରାହୁଲ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରଙ୍ଗ ରୁମ୍‌ ବାହାରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୯।୨: ସରିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଅପେକ୍ଷା ଫଳାଫଳକୁ। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏବେ ସମସ୍ତ ଇଭିଏମ୍‌କୁ...

ବୁଷ୍ଟର ଡୋଜ୍‌ ପାଇଁ କ୍ୟାମ୍ପ୍‌ ଲଗାଇବାକୁ ରାଜ୍ୟଙ୍କୁ କେନ୍ଦ୍ରର ଅପିଲ୍‌…

ନୂଆଦିଲ୍ଲୀ, ୧୬।୮ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ...

ଆମେରିକୀୟ ସେନା ସହିତ ଯୁଦ୍ଧ ଅଭ୍ୟାସ କରିବ ଭାରତୀୟ ସେନା

ନୂଆଦିଲ୍ଲୀ/ନ୍ୟୁୟର୍କ,୨୫।୯: ସୋମବାର ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଲାସ୍କାରେ ଆମେରିକାର ସେନା ସହିତ ବ୍ୟାୟାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ସେନା। ଏହାର ନାମ ଯୁଦ୍ଧାଭ୍ୟାସ...

୨୫ କୋଟି ଲଟେରି ଜିତିଲେ ଅଟୋଚାଳକ

ଥିରୁଭାନନ୍ତପୁରମ୍‌,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା...

ଟ୍ରାକ୍ଟର ରାଲି ହିଂସା: ହସ୍ତକ୍ଷେପ କରିବେନି ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧ କରି ଜାନୁୟାରୀ ୨୬ରେ ଦିଲ୍ଲୀରେ ଚାଷୀ ସଂଗଠନଗୁଡ଼ିକର ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା...

ଲିଭର ପ୍ରତିରୋପଣ କରିବାକୁ ଆସିଥିବା ଇରାକ ନାଗରିକଙ୍କଠାରୁ ପୋଲିସ୍‌ ପୋଷାକରେ ୨୦ ଲକ୍ଷ ଲୁଟିନେଲେ ଲୁଟେରା

ନୋଏଡ଼ା,୧୮।୭: ଦିଲ୍ଲୀର ନୋଏଡ଼ା ଥାନା ଅନ୍ତର୍ଗତ ଏକ୍ସପ୍ରେସ୍‌ ଓ୍ବେ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଲିଭର ପ୍ରତିରୋପଣ ପାଇଁ ଆସିଥିବା ଇରାକର ଜଣେ ନାଗରିକଙ୍କଠାରୁ...

କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ...

ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍‌ ଇଲୋକ୍ଟ୍ରାର ରୋଲ୍‌) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

Advertisement
Archives

Model This Week