Posted inଜାତୀୟ

ସ୍ଥଳ, ବାୟୁସେନାର ବୃଦ୍ଧି ପାଇବ ପରାକ୍ରମ: ଡିଆର୍‌ଡିଓ ନିର୍ମାଣ କରୁଛି ‘ପ୍ରନାଶ’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୧୦।୨: ଅଗାମୀ ଦିନରେ ସ୍ଥଳସେନା ଏବଂ ବାୟୁସେନାର ପରାକ୍ରମ ବୃଦ୍ଧି ପାଇବ। ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ) ପକ୍ଷରୁ ପ୍ରହାର କ୍ଷେପଣାସ୍ତ୍ର ଶ୍ରେଣୀର ନୂଆ କ୍ଷେପଣାସ୍ତ୍ର ପ୍ରନାଶ ନିର୍ମାଣ କରାଯାଉଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୨୦୦କିମି ରହିବ। ଏହା ପାରମ୍ପରିକ ଯୁଦ୍ଧାସ୍ତ୍ର ବୋହି ନୋବକୁ ସକ୍ଷମ ହେବ ବୋଲି କୁହାଯାଉଛି। ପୂର୍ବର ଡିଆର୍‌ଡିଓ ଦ୍ୱାରା ୧୫୦ କିମି ଲକ୍ଷ୍ୟ ଭେଦ କ୍ଷମତା ଥିବା ପ୍ରହାର କ୍ଷେପଣାସ୍ତ୍ରର ନିର୍ମାଣ କରାଯାଇଥିଲା। ତେବେ ପ୍ରନାଶର ଲକ୍ଷ୍ୟଭେଦ କ୍ଷମତା ଅଧିକ ରହିବ। ଆସନ୍ତା ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ପ୍ରନାଶର ନିର୍ମାଣ ଶେଷ ହେବ। ପରେ ଏହାର ପରୀକ୍ଷଣ କରାଯିବ। ପରୀକ୍ଷଣ ସଫଳ ହେଲେ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ସାମିଲ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସରେ ମିଳୁଛି ଗଙ୍ଗାଜଳ

ରୋହତକ,୩୦।୭: ହରିୟାଣାର ରୋତକରେ ଥିବା ଏକ ପୋଷ୍ଟ ଅଫିସରେ ଗଙ୍ଗୋତ୍ରୀରୁ ଆସିଥିବା ଗଙ୍ଗାଜଳ ବିକ୍ରି କରାଯାଉଥିବା ଦେଖାଯାଇଛି। ଏନେଇ ସେଠାକାର ଲୋକ ସମ୍ପର୍କ ଅଧିକାରୀଙ୍କୁ ପଚାରିବାରୁ...

୪୩ ବର୍ଷ ପରେ ମେ ମାସରେ ବାତ୍ୟା: ୫ ରାଜ୍ୟର ୯୦ ଜିଲା ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ,୨।୫: ମାଡ଼ିଆସୁଛି ବାତ୍ୟା ଫନୀ। ଦୀର୍ଘ ୪୩ ବର୍ଷ ପରେ ପୁଣି ମେ ମାସରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଏଭଳି ଏକ ବାତ୍ୟା। ଏହାଦ୍ୱାରା...

ବୁଡି ଗଲାଣି ମାୟାନଗରୀର ଟ୍ରେନ୍‌ ଟ୍ରାକ୍‌

ମୁମ୍ବାଇ,୧।୭: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଫଳରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ଫଳରେ ସାଧାରଣ...

ସର୍ବ ସମ୍ମୁଖରେ ପୋଲିସ ଜୋତାକୁ ଚୁମ୍ବନ ଦେଲେ ଏମ୍‌ପି

ହାଇଦ୍ରାବାଦ,୨୧।୧୨: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ଏମ୍‌ପି ଗୋରନ୍ତଲା ମାଧବ ଏବେ ଚର୍ଚ୍ଚାରେ। ସେ ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ନେତା ଜେ. ସି. ଦିବାକର...

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ...

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ...

Coronavirus Update

Archives

Model This Week

Why Dharitri