Posted inଜାତୀୟ

ସୋମବାର ୭୩ ବର୍ଷରେ ପଦାର୍ପଣ କରିବେ ସୋନିଆ ଗାନ୍ଧୀ: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ପାଳିବେ ନାହିଁ ଜନ୍ମଦିନ

ନୂଆଦିଲ୍ଲୀ,୮।୧୨: ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ୭୩ ବର୍ଷରେ ପଦାର୍ପଣ କରିବେ। ତେବେ ଦେଶରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଯୋଗୁ ଜନ୍ମଦିନ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ତାଙ୍କୁ ମର୍ମାହତ କରିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ସୋନିଆ ଗାନ୍ଧି ୧୯୪୬ ଡିସେମ୍ବର ୯ରେ ଇଟାଲୀର ଲୁସିଆନାରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ରାଜନେତା: ଟୁଇଟରରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ...

ଅକ୍ଟୋବର ୧୮ରେ ୬ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ,୨୩।୯: ମୁମ୍ବାଇ ବିମାନବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଅକ୍ଟୋବର ୧୮ରେ ମୁମ୍ବାଇ ଏୟାରପୋର୍ଟ ବନ୍ଦ ରହିବ। ସୂଚନା ମୁତାବକ, ଛତ୍ରପତି...

୨ କୋଟି ନିଯୁକ୍ତି ଦେବାକୁ କଥା ଦେଇଥିବା ଭାଜପା ସରକାରଙ୍କ ସମୟରେ ୧୪ କୋଟି ହେଲେଣି ବେରୋଜଗାର: ରାହୁଲ

ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି...

୩୧ ଜାନୁୟାରୀରେ ବିଶ୍ୱାସଘାତ ଦିବସ ପାଳନ, କୃଷକ ସଂଗଠନର ଘୋଷଣା…

ନୂଆଦିଲ୍ଲୀ, ୨୯।୧ : ଜାନୁୟାରୀ ୩୧ରେ ବିଶ୍ୱାସଘାତ ଦିବସ ପାଳନ ହେବ। ଏନେଇ ମିଳିତ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଦେଶର ୫୦୦ ଜିଲାରେ...

ମୋକ୍ଷ ପାଇଁ ଜୀବନ୍ତ ସମାଧି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଜଣ ସନ୍ଥ ଜଣେ ବ୍ୟକ୍ତିଙ୍କୁ ମୋକ୍ଷ ଦେବା କହି ତାଙ୍କୁ ଜିଅନ୍ତା ଭୂସମାଧି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ...

ଚାର୍ଜିଂ ସମୟରେ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ଫାଟି ୬ ମୃତ

ହାଇଦ୍ରାବାଦ,୧୩ ।୯: ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ସୋମବାର ରାତିରେ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

୨୦୦୪ ରୁ ୨୦୧୪ ଘୋଟାଲାର ଦଶନ୍ଧି ଥିଲା: ମୋଦି

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳ ଉପରେ ବର୍ଷିଛନ୍ତି। ସେ କଂଗ୍ରେସ ନେତୃତ୍ୱାଧୀନ ପୁରୁଣା ୟୁପିଏ ସରକାରର ଦିନଗୁଡିକୁ ମନେ...

ବିଶ୍ୱର ଉନ୍ନତି ପାଇଁ ମହିଳାମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ କରାଯିବା ଆବଶ୍ୟକ: ଜାତିସଂଘରେ ରୁଚିରାଙ୍କ ମନ୍ତବ୍ୟ…

ଜେନେଭା,୭।୩ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ ମହିଳା ସ୍ଥିତି ଉପରେ କହିଛନ୍ତି। ଆଜିର ନୂତନ ଭାରତ ମହିଳା ଏବଂ ବାଳିକାଙ୍କ...

Advertisement
Archives

Model This Week