ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୫୪ ମୃତ

ବାମାକୋ,୨।୧୧: ମାଲିର ଉତ୍ତର-ପୂର୍ବ ମନେକା ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସୈନ୍ୟ ଶିବିର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୩ ଜଣ ସୈନ୍ୟ ଏବଂ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ସଞ୍ଚାର ମନ୍ତ୍ରୀ ୟାୟା ସାଙ୍ଗ୍‌ରେ ଟୁଇଟ୍‌ କରି ଜଣାଇଛନ୍ତି। ମନେକା ଏବଂ ବୁର୍କିନା ଫାସୋରେ ଅଲକାଇଦା ଏବଂ ଦାଏଶ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ବୁର୍କିନା ଫାସୋ ସୀମାରେ ୨ ଜଣ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୪୦ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ଯୋଗୁ ୧୮ରୁ ୩୯ ବର୍ଷ ବୟସ୍କ ପୁରୁଷଙ୍କଠାରେ ବୃଦ୍ଧି ପାଉଛି ହାର୍ଟ ଆଟାକ୍‌ ସମସ୍ୟା: ସର୍ଭେ ରିପୋର୍ଟ…

ଫ୍ଲୋରିଡା/ନୂଆଦିଲ୍ଲୀ,୮।୧୦ : କରୋନା ଏଆରଏନଏ ଟିକା ହାର୍ଟ ସମସ୍ୟା ବଢ଼ାଇବା ସହିତ ଏଥି ସମ୍ବନ୍ଧୀୟ ମୃତ୍ୟୁ ହେବାର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ। ବିଶେଷ ଭାବରେ...

ଆମେରିକାର ଯେତେ ଶତ୍ରୁ, ସେଥିରୁ କମ୍ୟୁନିଷ୍ଟ ଚାଇନା ସବୁଠାରୁ ମଜଭୁତ: ହେଲି

ୱାଶିଂଟନ,୪ ।୩: ଆମେରିକାର ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀର ଦାବିବାର ନିକ୍କି ହେଲି ଚାଇନାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମେରିକାର ଏବେ...

କ୍ଷମା ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ...

ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ...

ୟୁକ୍ରେନ୍‌ରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର

କ୍ୱିଭ,୨।୩: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର  ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ...

ଟ୍ୟାକ୍ସି ବଞ୍ଚାଇଦେଲା ଜୀବନ

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସବୁଠି ଚର୍ଚ୍ଚା । ରୁଷିଆର ଆକ୍ରମଣରେ ବେହାଲ ହେଲାଣି ୟୁକ୍ରେନ୍ ହେଲେ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୂତ ନୁହେଁ ଜେଲେନସ୍କି...

ସଚେତନ କରିଥିବା ଚାଇନା ଡାକ୍ତର ଆଇସିୟୁରେ

ଉହାନ୍‌, ୫ା୨: ଚାଇନାରେ କରୋନା ଭାଇରସ୍‌ ଉଗ୍ର ରୂପ ଧାରଣ କରିଛି। ହେଲେ ଏହାର ଭୟାବହତାକୁ ନେଇ ପ୍ରଥମେ ଲୋକମାନଙ୍କୁ ସଚେନତ କରାଇଥିବା ଚାଇନା ଡାକ୍ତର...

୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…

କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା...

Advertisement
Archives

Model This Week