ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ହରାଇବେ ୪ କୋଟି

ମୁମ୍ବାଇ,୨୬।୪: ସରକାର ନିକଟରେ ଲକ୍‌ଡାଉନକୁ ଆଂଶିକ ଭାବେ ହଟାଇଛନ୍ତି। ଦେଶର ପ୍ରାୟ ୬୦% କମ୍ପାନୀ ଏବେ କାରବାର ଆରମ୍ଭ କରିବା ନେଇ ସ୍ଥିତି ସୁଧୁରିଛି ବୋଲି ନୋମୁରା ହୋଲ୍ଡିଂ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଆର୍ଥତ୍କ ବର୍ଷ ଆରମ୍ଭ ହେବା ବେଳୁ ହିଁ କମ୍ପାନୀଗୁଡିକର ଉତ୍ପାଦନ ଉପରେ ଶକ୍ତ ଧକ୍କା ଲାଗିଛି। ସ୍ଥିତି ଶୀଘ୍ର ସୁଧୁରିବା ନେଇ ଏବେ କହି ହେଉନାହିଁ। ଆଗାମୀ ୬ ମାସ ଯାଏ କମ୍ପାନୀଗୁଡିକରେ ଶ୍ରମିକ ଅଭାବ ସମସ୍ୟା ଦେଖାଯିବ। କାରଣ ବର୍ତ୍ତମାନ ଲୋକମାନେ କରୋନା ପାଇଁ ନିଜ ଘରକୁ ଫେରିଆସିଛନ୍ତି। ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୪ କୋଟି ଲୋକ ବେକାର ହେବେ ବୋଲି ଏହି ଏଜେନ୍ସି ଆକଳନରେ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିପାରେ ଷ୍ଟିଲ୍‌ ଦର

ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍‌ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍‌ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍‌ପିଏଲ୍‌ର ମ୍ୟାନେଜିଂ...

ଗିଫ୍ଟରେ ‘ଗାମେକ୍ସ-୨କେ୨୨’

ଭୁବନେଶ୍ୱର,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗିଫ୍ଟ ସ୍ବୟଂଶାସିତ କଲେଜ’ ପରିସରରେ ୧୨ତମ ଆଲୁମ୍‌ନି ମିଟ୍‌ ‘ଗାମେକ୍ସ-୨କେ୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗିଫ୍ଟରୁ ଉତ୍ତୀର୍ଣ୍ଣ...

ଅର୍ଥ ଯୋଗାଡରେ ବାହାରିଛନ୍ତି ସରକାର;ଲିଜ୍‌ ଦିଆଯିବ ଖାଲି ପଡିଥିବା ସରକାରୀ ଜମି, ଘର

ନୂଆଦିଲ୍ଲୀ,୧୦-୭: ନିବେଶ ବୃଦ୍ଧି ମାଧ୍ୟମରେ ଅର୍ଥନୀତିର ପ୍ରଗତିକୁ ଦ୍ରୁତତର କରିବା ଲାଗି କେନ୍ଦ୍ରରେ ମୋଦି ସରକାର ୨.୦ ଏବେ କାର୍ଯ୍ୟରେ ଲାଗିପଡିଛନ୍ତି। ନିବେଶ ଲାଗି ଅର୍ଥ...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଲା କିଟ୍‌

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଟାଇମ୍ସ ହାୟର ଏଜୁକେଶନ୍‌ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୩ ବୁଧବାର ପ୍ରକାଶ ପାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟ ଭଲ ପ୍ରଦର୍ଶନ କରିବା ସହ ଉପରକୁ...

ଚାଇନାକୁ ବଡ଼ ଝଟ୍‌କା, ୫ଟି ଉତ୍ପାଦ ଉପରେ ଆଣ୍ଟି ଡମ୍ପିଙ୍ଗ୍‌ ଶୁଳ୍କ ଲାଗୁ କଲା ଭାରତ…

ନୂଆଦିଲ୍ଲୀ, ୨୭।୧୨: ଘରୋଇ ଉଦ୍ୟୋଗଗୁଡ଼ିକର ବିକାଶକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାଇନାକୁ ବଡ଼ ଝଟ୍‌କା ଦିଆଯାଇଛି। ଚାଇନାରୁ ଶସ୍ତା ଆମଦାନୀ ରୋକିବା ଲାଗି କେତେକ...

୨୨.୨ ଲକ୍ଷ କୋଟିର ଟିକସ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ, ୨୬।୭: କେନ୍ଦ୍ର ସରକାର ଚଳିତ ଆର୍ଥତ୍କବର୍ଷରେ ଅଧିକ ଟିକସ ଆଦାୟ କରିପାରନ୍ତି। ଏହି ଅବଧିରେ ୨୨.୨ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ଲକ୍ଷ୍ୟ...

ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୧୬ା୧୧: ଦେଶର ପ୍ରମୁଖ ପୋଷାକ ଉଦ୍ୟୋଗ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଏଲ୍‌ଆଇଏଲ୍‌)ର କିଡ୍ସ ଇନର ଓ୍ବେୟର ରେଞ୍ଜ ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା...

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ...

Advertisement
Archives

Model This Week