Posted inଜାତୀୟ

ସେନାରେ ବଡ଼ ଧରଣର ଅଦଳବଦଳ: ନରାଓ୍ବନେ ଉପମୁଖ୍ୟ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୨।୭: ଭାରତୀୟ ସେନାରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି। ସେନା ଉପମୁଖ୍ୟଙ୍କ ନିଯୁକ୍ତି ସହିତ ଅନ୍ୟ କମାଣ୍ଡର ପଦବୀ ସମ୍ପର୍କରେ ମଧ୍ୟ ଘୋଷଣା କରାଯିବ ବୋଲି କୁହାଯାଉଛି। ସେନା ଉପମୁଖ୍ୟ ଭାବେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌. ନରାଓ୍ବନେଙ୍କୁ ନିଯୁକ୍ତ କରାଯିବା ନେଇ ସବୁଜ ସଙ୍କେତ ମିଳିଛି। ଏହି ପଦବୀରେ ଏବେ ଲ୍ୟୁଟ୍‌ନାଟ୍‌ ଜେନେରାଲ ଦେବରାଜ ଅମ୍ବୁ କାର୍ଯ୍ୟ କରୁଛନ୍ତି। ସେ ଅଗଷ୍ଟ ୩୧ରେ ଅବସର ଗ୍ରହଣ କରିବେ। ସେହିପରି ଚଳିତ ସେପ୍ଟେମ୍ବରରେ ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଅବସର ଗ୍ରହଣ କରୁଛନ୍ତି। ତାଙ୍କ ସ୍ଥାନରେ ନିଯୁକ୍ତି ପାଇଁ ଦୌଡ଼ରେ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ଏମ୍‌.ଏମ୍‌. ନରାଓ୍ବନେଙ୍କ ସହିତ କମାଣ୍ଡର ଲ୍ୟୁଟ୍‌ନାଟ୍‌ ଜେନେରାଲ ରନବୀର ସିଂ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲା ରାଜଧାନୀ

ନୂଆଦିଲ୍ଲୀ,୧୬।୧: ରାଜଧାନୀ ଦିଲ୍ଲୀ ଅଦିନିଆ ବର୍ଷାରେ ଭିଜିଛି। ଦିଲ୍ଲୀର କେତେକ ସ୍ଥାନରେ ଗୁରୁବାର ସାମନ୍ୟ ବର୍ଷା ହୋଇଛି। ଫଳରେ ଏଠାକାର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ...

ଶୋପିଆନ୍‌ରେ ସର୍ଚ୍ଚ ଅପରେଶନ୍‌

ଶ୍ରୀନଗର,୩।୪: ଜମ୍ମୁ-କଶ୍ମୀର ଶୋପିଆନ୍‌ର ହେରାପୋରା ଅଞ୍ଚଳର ଜଙ୍ଗଲ ମଧ୍ୟରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏଠାରେ ଥିବା ଏକ...

ଗୁଗଲ ପ୍ଲେ ଷ୍ଟୋରରୁ ତୁରନ୍ତ ୫୯ ଚାଇନା ଆପ୍‌ ହଟାଇବାକୁ ନିର୍ଦ୍ଦେଶ: ୪୮ଘଣ୍ଟା ମଧ୍ୟରେ ଜବାବ ରଖିବ କମ୍ପାନୀ

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ସୀମାରେ ଜାରି ରହିଥିବା ଉତ୍ତେଜନାର ପ୍ରଭାବ ଏବେ ଦୁଇ ଦେଶର ସମ୍ପର୍କ ଉପରେ ପଡୁଥିବା ଦେଖିବାକୁ ମିଳୁଛି। ସୋମବାର ୟୁଜର୍ସଙ୍କ...

ସିଲ୍‌ ହେଲା ଲତାଙ୍କ ଘର

ମୁମ୍ବାଇ,୩୦।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇ ସାରିଛି। କରୋନା କବଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ...

୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି।...

ନଗରୋଟା ଏନ୍‌କାଉଣ୍ଟର: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀରର ନଗରୋଟା ଏନ୍‌କାଉଣ୍ଟର ମାମଲାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତ ସମନ ଜାରି କରିଛି। ମୃତ ଆତଙ୍କବାଦୀମାନେ ପାକିସ୍ତାନ ସହିତ ଯୋଗାଯୋଗରେ ଥିବା ପ୍ରମାଣ ମିଳିବା...

ଜନସାଧାରଣ ପାଳିବେ ବିଜୟ ଉତ୍ସବ: ତେଜସ୍ବୀ

ପାଟନା,୮।୧୧:: ଭାଜପା ଓ ଜେଡିୟୁ ସରକାରଙ୍କୁ ଗାଦିଚ୍ୟୁତ କରି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି...

ଚତୁର୍ଥ ପର୍ଯ୍ୟାୟରେ ହିଂସା ସତ୍ତ୍ୱେ ୭୬% ମତଦାନ

କୋଲକାତା, ୧୦।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲାରେ ନିର୍ବାଚନୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିବା ସତ୍ତ୍ୱେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି। ଏହି...

Advertisement
Archives

Model This Week