ସୂର୍ଯ୍ୟ ପରାଗ ସମୟରେ ୩ ପିଲାଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତାଗଲା

ବେଙ୍ଗାଲୁରୁ,୨୭।୧୨: ଆଧୁନିକ ଦୁନିଆରେ ମଧ୍ୟ ମଣିଷ ମଧ୍ୟରେ ବିଭିନ୍ନ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ରହିଛି। ଏହାଯୋଗୁ ବହୁ ରୋଚକ ଘଟଣାମାନ ଘଟୁଛି। ଗୁରୁବାର ସୂର୍ଯ୍ୟପରାଗ ସମୟରେ କର୍ନାଟକର କଲବୁର୍ଗୀ ଅଞ୍ଚଳର ତାଜ୍‌ ସୁଲତାନପୁର ଗାଁରେ ଏକ ସ୍ବତନ୍ତ୍ର ପୂଜାନୁଷ୍ଠାନ କରାଯାଇ ୩ ଜଣ ଦିବ୍ୟାଙ୍ଗ ଶିଶୁଙ୍କୁ ମାଟିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଇଥିଲା। ଏହାଦ୍ୱାରା ଶିଶୁମାନେ ସୁସ୍ଥ ହୋଇଥାନ୍ତି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ରହିଛି। ପରାଗ ଶେଷ ପରେ ଶିଶୁମାନଙ୍କୁ ମାଟିରୁ ବାହାର କରାଯାଇଥିଲା। ଏହାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଶୀତରେ ରେଜେଇ ଘୋଡ଼େଇ ହୋଇ ଶୋଇଥିଲେ ଏହି ବ୍ୟକ୍ତି, କୁକୁଡ଼ା ଆସି ଯାହା କଲା ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଭାରତରେ ବର୍ତ୍ତମାନ ବହୁତ ଶୀତ ପଡ଼ିଛି। ସକାଳୁ ଉଠିବାକୁ ମନ ଚାହୁଁନି। ଏପରିକି ଉଠିବାରେ ବିଳମ୍ବ ହେଉଛି ମଧ୍ୟ। ଆଲାର୍ମ ବାଜି ବାଜି ବନ୍ଦ ହୋଇଗଲେ...

ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ

ଜୋଧପୁର,୧୮।୪: ଚରିତ୍ର ଉପରେ ସନ୍ଦେହ କରିବାରୁ ନଣନ୍ଦକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭାଉଜ। ପ୍ରମାଣ ନଷ୍ଟ କରିବା ପରେ ପାଇଁ ଘରେ ଥିବା ଲୁହା...

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ...

ଚଳନ୍ତା ଯାତ୍ରୀବାହି ବସ୍‌ ଭିତରେ ପଶିଗଲା ୧୦୦ଫୁଟ୍‌ ଲମ୍ବ ପାଇପ

ପାଲି,୨।୧୨: ରାଜସ୍ଥାନର ପାଲି ଜିଲାର ଜୟପୁର-ଅହମଦାବାଦର ଜାତୀୟ ରାଜପଥ-୧୬୨ ନିକଟସ୍ଥ ସାଣ୍ଡେରାଓରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଚଳନ୍ତା ଯାତ୍ରୀବାହି ବସ୍‌ରେ ୧୦୦ଫୁଟ୍‌ ଲମ୍ବର ଏକ...

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ୨୪...

୧୦୦ ଫୁଟ ଉଚ୍ଚରୁ ନିଜ ବ୍ରାଣ୍ଡ୍‌ର ୧୦ କାର୍‌ ତଳକୁ ଫିଙ୍ଗିଦେଲା ଏହି କମ୍ପାନୀ, ଜାଣନ୍ତୁ ଏହାର କାରଣ

ବିଶ୍ୱରେ ବେଶ୍‌ ଜଣାଶୁଣା କାର୍‌ ନିର୍ମାଣ କମ୍ପାନୀ ଭଲଭୋ ତାହାର ବିଳାସପୂର୍ଣ୍ଣ କାର୍‌ଗୁଡ଼ିକୁ ୧୦୦ ଫୁଟ ଉଚ୍ଚରୁ ଏକ ଖାଲ ମଧ୍ୟକୁ ଫିଙ୍ଗି ଦେଇଛି। କମ୍ପାନୀର...

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩...

ଯୋଗୀ ସରକାରଙ୍କ ସମୟରେ ରାଜ୍ୟରେ ୨୦ ସାଧୁ-ସନ୍ଥଙ୍କ ହତ୍ୟା: କଂଗ୍ରେସ

ଲକ୍ଷ୍ନୌ, ୧୧।୧୦: ଉତ୍ତରପ୍ରଦେଶର ଗୋଣ୍ଡାରେ ରାମ ଜାନକୀ ମନ୍ଦିର ପୂଜାରୀ ସମ୍ରାଟ ଦାସଙ୍କୁ ଗୁଳି ମାଡ଼ ହେବା ଘଟଣାରେ ବିରୋଧୀ ଦଳଙ୍କ ପକ୍ଷରୁ ଶାସକ ଭାଜପାକୁ...

Advertisement
Archives

Model This Week