ସୁସ୍ଥ ହେଲେ ୩୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୬।୫: ଦେଶରେ ୨୪ ଘଣ୍ଟାରେ ୪ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଯାହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶନିବାର ସକାଳ ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୭୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚଛି ୮୫,୯୪୦ରେ। ୨୪ ଘଣ୍ଟାରେ ୧୦୩ ଜଣଙ୍କ ମୃତ୍ୟୁ ହେବା ଫଳରେ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨,୭୫୨ ହୋଇଛି। ଏହାସହ ଏବେ ଦେଶରେ ୫୩,୦୩୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩୦,୧୫୨ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ରିପୋର୍ଟ କହୁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୯,୧୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ମହାରାଷ୍ଟ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଚ ପାଲଟି ଯାଇଛି। ଏବେସୁଦ୍ଧା ମହାରାଷ୍ଟ୍ରରେ ୬,୫୬୪ ରୋଗୀ କରୋନା ମୁକ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷର ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୮ଟା ପରେ ଫୁଡ୍‌ ଡେଲିଭରି ବନ୍ଦ

ମୁମ୍ବାଇ, ୬ା୪- ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ୍‌ କର୍ଫ୍ୟୁ। ଏହି କାରଣରୁ ରାତି ୮ଟା...

କୋହଲିଙ୍କ ସମର୍ଥନରେ ଏମିତି ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ...

୮ ଯାଏ ବେଙ୍ଗାଲୁରୁରେ ଜାରି ରହିବ ୧୪୪ ଧାରା

ବେଙ୍ଗାଲୁରୁ,୨୨।୨: ହିଜାବକୁ ନେଇ ବିବାଦ ଲାଗି ରହିଥିବାରୁ ବେଙ୍ଗାଲୁରୁର ସ୍କୁଲ୍‌ କଲେଜ ନିକଟରେ ଲାଗୁ ହୋଇଥିବା ୧୪୪ ଧାରାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।...

ଆଇନ ଅନୁଯାୟୀ ପ୍ରାସଙ୍ଗିକ ସମୟରେ ଧର୍ମ ଗୁରୁତ୍ୱପୂର୍ଣ୍ଣ, ଅନ୍ୟଥା ଭାରତ ଧର୍ମନିରପେକ୍ଷ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୮।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଆମ ଦେଶରେ ଧର୍ମ ଯେତେବେଳେ ଆଇନ ଅନୁଯାୟୀ ପ୍ରାସଙ୍ଗିକ ହୋଇଥାଏ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ। ନଚେତ ଭାରତ ସବୁ...

ବଦଳିବନି ମେଡିକାଲ ପାଠ୍ୟକ୍ରମରେ ଇଡବ୍ଲ୍ୟୁଏସ୍‌ ମାନଦଣ୍ଡ

ନୂଆଦିଲ୍ଲୀ, ୩।୧: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌) ଚୟନ ନିମନ୍ତେ ବର୍ତ୍ତମାନର ମାନଦଣ୍ଡ ଚଳିତ ଶିକ୍ଷାବର୍ଷ ଲାଗି କାଏମ ରହିବ...

ଭାଜପାକୁ ଟକ୍କର ଦେଇପାରିବ ନାହିଁ ତୃତୀୟ ମୋର୍ଚ୍ଚା: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୨।୬: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୃତୀୟ ମୋର୍ଚ୍ଚା ଗଠନକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ଦିନ ମଧ୍ୟରେ ଦୁଇଥର ଜାତୀୟତାବାଦୀ କଂଗ୍ରେସ...

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ।...

ଆଜି ରାଜ୍ୟରେ ପୁଣି ୧୯୧୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୧୯୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୮୦୪ ଜଣ ଲୋକାଲ କେସ୍‌...

Advertisement
Archives

Model This Week