ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୩୫ ସାଧାରଣ ଲୋକ ଏବଂ ୮୦ ଆତଙ୍କବାଦୀ ନିହତ

ଓଗାଡୋଗୁୁ,୨୫।୧୨: ଉତ୍ତର ବୁର୍କିନା ଫାସୋରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୮୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୫ ଜଣ ସାଧାରଣ ଲୋକ ମଧ୍ୟ ନିହତ ହୋଇଥିବା ରାଷ୍ଟ୍ରପତି ରୋଚ୍‌ ମାର୍କ କାବୋରେ ସୂଚନା ଦେଇଛନ୍ତି। ନିହତ ହୋଇଥିବା ସାଧାରଣ ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସ୍ଥାନୀୟ ପ୍ରଶାସନ କହିଛି। ସୌମ ପ୍ରଦେଶର ଅରବିଣ୍ଡା ସହରର ଏକ ଜନବହୁଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ ସମୟରେ ଏଭଳି ଘଟିଛି। ଆତଙ୍କବାଦୀମାନେ ବ୍ୟବହାର କରୁଥିବା ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସୁରକ୍ଷାକର୍ମୀ ଜବତ କରିଛନ୍ତି। ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାରୁ ରାଷ୍ଟ୍ରପ୍ରତି କାବୋରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟସ୍ଥତା ଲାଗି ମନାକଲା ରୁଷିଆ

ମସ୍କୋ,୨୪ା୬(ପି.ଟି.): ଗଲଓ୍ବାନ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଲାଗିରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରିବାକୁ ରୁଷିଆ ମନାକରିଦେଇଛି। ଦୁଇଦେଶ ସେମାନଙ୍କ ବିବାଦର...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ

ମସ୍କୋ,୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଚାଡି ପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ...

କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ...

କ୍ରୁର ଶାସକଙ୍କ ଚରମ ନିର୍ଦ୍ଦେଶ: ବଞ୍ଚି ରହିବାର ଅଛି ତ କମ ଖାଅ

ପ୍ୟାଙ୍ଗ୍‌ୟାଙ୍ଗ୍‌,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ...

ଚାଇନା ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇ ସାମିଲ

ବେଜିଂ,୫।୧୧: ଏଣିକି ଛୋଟ ପିଲା କରୋନା ବିରୋଧରେ ହୋଇଥିବା ଲଢ଼େଇ ବିଷୟରେ ପଢ଼ିବେ। ଚାଇନାର ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇକୁ ସାମିଲ କରାଯାଇଛି। ଏନେଇ ଚାଇନା...

ମୁଣ୍ଡରେ ଭୁଲ୍‌ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…

କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ...

ସ୍ବାଭାବିକ ହେଉଛି ଚାଇନାର ଜୀବନଯାତ୍ରା

ବେଜିଂ,୨୧।୨: କରୋନା ଭାଇରସରେ ଚାଇନାରେ ହାହାକାର ପଡିଯାଇଥିବା ବେଳେ ଏଠାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହାର...

Advertisement
Archives

Model This Week