Posted inଜାତୀୟ

ସୁପ୍ରିମକୋର୍ଟରେ ପୋଲାଭରମ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୪ା୧: ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ପୋଲାଭରମ୍‌ ଡ୍ୟାମ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଏହାକୁ ବନ୍ଦକରିବା ଲାଗିି ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର କରାଯିବ। ଜଷ୍ଟିସ ଏନ୍‌.ଭି. ରମାନା, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଓଡ଼ିଶାର ଆବେଦନ ସହ ସୁପ୍ରିମକୋର୍ଟ ‘ରେଲା’ ନାମକ ଏନ୍‌ଜିଓ, ଛତିଶଗଡ଼ ଓ ତେଲଙ୍ଗାନା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଧ୍ୟ କରିବେ। ପୋଲାଭରମ ଦ୍ୱାରା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କ୍ଷତି ଘଟାଇବ ବୋଲି ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା। କେନ୍ଦ୍ରର ସହାୟତାରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ଏକାଧିକ ରାଜ୍ୟ ବିରୋଧ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଜିଟି ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୯।୧: ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଶୁକ୍ରବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।...

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମାଣିକ ଶାହା

ଅଗରତାଲା,୩।୩: ଭାଜପା ନେତା ମାଣିକ ଶାହା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମାଣିକ ଶାହା ନିଜର ଇସ୍ତଫା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହସ୍ତାନ୍ତର...

‘ୟେଦୁରପ୍ପା ଇଫେକ୍ଟ’ ଭାଜପା ପରାଜୟର ମୁଖ୍ୟ କାରଣ: ରୋଡ ଶୋରେ ସାମିଲ କରିଥିଲେ ଫଳାଫଳ ହୋଇଥାନ୍ତା ଅନ୍ୟ କିଛି…

ବେଙ୍ଗାଲୁରୁ,୧୩।୫ : ବଡ଼ ଧରଣର ପ୍ରଚାର ଏବଂ ବଡ ପ୍ରସଙ୍ଗରେ ରଣନୀତି କରିବା ପରେ ମଧ୍ୟ କର୍ନାଟକ ଭାଜପା ହାତରୁ ଖସି ଯାଇଛି। ଦଳ ପାଇଁ...

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର...

କୋଟିପତି ଖଣି ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ: ବିଡ଼ା ବିଡ଼ା ଟଙ୍କା ଜବତ

ଇନ୍ଦୋର, ୧।୯: ମଧ୍ୟପ୍ରଦେଶ ଇନ୍ଦୋର ଜିଲାର କୋଟିପତି ଖଣି ଅଧିକାରୀ ପ୍ରଦୀପ ଖାନ୍ନାଙ୍କ ଘରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଘରୁ...

ବାପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ନେଇ ଝିଅ କହିଲେ…

ଗାନ୍ଧିନଗର,୧୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଝିଅ ରାଧିକା ତାଙ୍କ ଫେସବୁକ ପୃଷ୍ଠାରେ ଏକ ଭାବପ୍ରବଣ ପୋଷ୍ଟ ଲେଖି ତାଙ୍କ ବାପାଙ୍କ ସଂଘର୍ଷ ବିଷୟରେ ବର୍ଣ୍ଣନା...

ଲୋକ ସଭାରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମୋଦି, ଅଧିର ରଞ୍ଜନ କହିଲେ କ’ଣ ହେଲା ସେମାନଙ୍କ ମଧ୍ୟରେ କଥାବାର୍ତ୍ତା

ନୂଆଦିଲ୍ଲୀ,୨୦।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଗୁରୁବାର ଏହା ଆରମ୍ଭ ହେବା ମାତ୍ରେ ଶାସକ ଓ ବିରୋଧିଙ୍କ ମଧ୍ୟରେ କଥାକଟାକଟି ଆରମ୍ଭ ହୋଇଯାଇଥିଲା। ମଣିପୁର ଭାଇରାଲ ଭିଡିଓ...

Advertisement
Archives

Model This Week