ସିସୋଡିଆ ପଛରେ ଏଏପି ଆଗରେ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ବିଜୟ ପର୍ବ ପାଳନ କରିବା ଆରମ୍ଭ କରି ଦେଲେଣି। ଏପଟେ କିନ୍ତୁ ଦିଲ୍ଲୀର ପ୍ରାୟ ୫୮ ଆସନରେ ଏଏପି ଆଗରେ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ୫ମ ରାଉଣ୍ଡ ଗଣତି ସୁଦ୍ଧା ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀଙ୍କ ଠାରୁ ୧୫୭୬ ଭୋଟରେ ପଛୁଆ ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ ଆଲୋଚନା ହେଲାଣି କି ଏଥର କେଜରିଓ୍ବାଲ ହ୍ୟାଟ୍ରିକ୍‌ ମାରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି। ଗୋଟିଏ ପଟେ ଭାଜପା ଅମାନତ ହରାଇବ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ମଧ୍ୟ ସମର୍ଥ ହେବ ନାହିଁ ବୋଲି ମଧ୍ୟ କଥା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା PM Kisan ଲିଷ୍ଟ, ଆଉ ୫ଦିନ ପରେ ଏମାନଙ୍କ ଖାତାକୁ ଯିବ ଟଙ୍କା…

ନୂଆଦିଲ୍ଲୀ,୧୯।୨: ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଆରମ୍ଭ କରିଥିଲେ। ଏହାରି...

ଆସୁଛି ଭୟଙ୍କର ଘୂର୍ଣ୍ଣିଝଡ଼! ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସହ ହେବ ଜୋର ପବନ, ସତର୍କ କରାଇଲା…

ନୂଆଦିଲ୍ଲୀ,୧୯।୨: ସାରା ଦେଶରେ ପାଗ ପୁଣି ଥରେ ପରିବର୍ତ୍ତନ ହେଉଛି। ଅନେକ ରାଜ୍ୟରେ ପଶ୍ଚିମୀ ଝଡ ସକ୍ରିୟ ହୋଇଛି, ଯାହା ଫଳରେ ଉତ୍ତର-ପୂର୍ବ ଏବଂ ବଙ୍ଗୋପସାଗରରେ...

Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!

ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର...

Cancer Vaccine: ଖୁସି ଖବର: ଖୁବ୍‌ଶୀଘ୍ର ବଜାରକୁ ଆସିବ ‘କ୍ୟାନ୍ସର’ ଟିକା, ମନ୍ତ୍ରୀ ଦେଲେ ସୂଚନା

‘କ୍ୟାନ୍ସର’ ଏପରି ଏକ ଶବ୍ଦ ଯାହାର ନାମ ଶୁଣିଲେ ହିଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ କ୍ୟାନ୍ସର...

Ragging Case in Kerala: କେରଳରେ ଭୟଙ୍କର ରାଗିଂ, ଛେପ ପକାଇ ପାଣି ପିଆଇଲେ, ମାରପିଟ୍‌ କଲେ, ଆଉ ତା’ପରେ…

ଥିରୁଭାନନ୍ତପୁରମ୍‌,୧୯।୨: କେରଳରେ ରାଗିଂର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଥିରୁଭାନନ୍ତପୁରମ୍‌ର ଏକ ସରକାରୀ କଲେଜରେ ସାତ ଜଣ ସିନିୟର ଛାତ୍ର ଜଣେ ପ୍ରଥମ ବର୍ଷର...

ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମୟ ବଦଳିଲା

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ସମୟରେ ପୁଣି ପରିବର୍ତ୍ତନ ହୋଇଛି। ଏବେ ଶପଥ ଗ୍ରହଣ ଉତ୍ସବ ଫେବୃଆରୀ ୨୦ ଦିନ ୧୨.୦୫ରେ ଅନୁଷ୍ଠିତ...

ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କି କେଜ୍‌ରିଓ୍ବାଲ: ପ୍ରଥମଥର ମୁହଁ ଖୋଲିଲେ ଭାଗବନ୍ତ ମାନ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପରାଜୟ ପରେ ସବୁଠାରୁ ଚର୍ଚ୍ଚିତ ବିଷୟ ଥିଲା କେଜରିୱାଲ ଆଗକୁ କରିବେ କ’ଣ। ଆଗକୁ କେଜରିୱାଲ ଭାଗବନ୍ତ ମାନଙ୍କଠାରୁ...

ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ, ୧୯।୨: ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୨୦୨୯ ଜାନୁଆରୀ ୨୬ରେ ଜ୍ଞାନେଶଙ୍କ କାର୍ଯ୍ୟକାଳ ସରିବ। ମଙ୍ଗଳବାର ସିଇସି ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri