Posted inଜାତୀୟ

ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ

ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସିଦ୍ଧିବିନାୟକଙ୍କ ଦର୍ଶନ କରି ଆଳତି କରିଥିଲେ। ପୂର୍ବ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ମଧ୍ୟ ଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ କଥା ହେବାକୁ ଶାହାଙ୍କୁ ସମୟ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜଧାନୀ ଦିଲ୍ଲୀର ଆଇନ ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି। ଏ ସମ୍ପର୍କରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ...

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା...

ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ

ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି।...

ଉନ୍ନାଓରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି

ଲକ୍ଷ୍ନୌ,୫।୧୨: ଉତ୍ତର ପ୍ରଦେଶର ଉନ୍ନାଓରେ ହାଇଦ୍ରାବାଦ ଗଣବଳାତ୍କାର ଘଟଣାର ପୁରନରାବୃତ୍ତି ହୋଇଛି। ଏଠାରେ ଜଣେ ବଳାତ୍କାର ପୀଡିତା ଯୁବତୀଙ୍କୁ ଜଳାଇବାକୁ ଉଦ୍ୟମ କରାଯାଇଛି। ଅଭିଯୁକ୍ତ ୫...

ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ!

ହରିଦ୍ୱାର,୨୨ ।୧: ଉତ୍ତରଖଣ୍ଡ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି । ୨୪ ଜାନୁୟାରୀରେ ସୃଷ୍ଟି ଏହି ଦାୟିତ୍ୱ...

ନୋଟ ଉପରୁ ହଟାଯିବ କି ମହାତ୍ମା ଗାନ୍ଧୀଙ୍କ ଛବି, ସ୍ପଷ୍ଟ କଲା ଆରବିଆଇ

ନୂଆଦିଲ୍ଲୀ,୬ ।୬: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ବର୍ତ୍ତମାନ ଚାଲୁଥିବା କରେନ୍ସି ନୋଟ ଓ ବ୍ୟାଙ୍କ ନୋଟ୍ସରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇଦେବା ଖବରକୁ...

ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ବିକାରବାଦ,୬।୧୦: ତେଲେଙ୍ଗାନା ବିକାରବାଦ ନିକଟରେ ଏକ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସୁଲତାନପୁର ଗାଁରେ ବିମାନଟି...

ଫୋର୍ବ୍ସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଲା ଧନଶାଳୀଙ୍କ ତାଲିକା: ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୧।୧୦: ଫୋବର୍‌ସ ଇଣ୍ଡିଆ ୨୦୧୯ ପକ୍ଷରୁ ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଭାରତର ଟପ୍‌ ଶହେରେ ଥିବା ବ୍ୟକ୍ତିଙ୍କ ତାଲିକାରେ...

Advertisement
Archives

Model This Week