ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ ନ ଥିଲେ ହେଁ ଗଲି ବୟ ଫେମ୍‌ ସିଦ୍ଧାନ୍ତ ଚତୁର୍ବେଦୀ ନାୟକ ହେବା ନିଶ୍ଚିତ ହୋଇଛି। ଯଦି ଏପରି ହୁଏ ତେବେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ଦୀପିକାଙ୍କ ନାୟକ ସାଜିବେ।

ନିକଟରେ ଏକ ସାକ୍ଷାତକାର ଅବସରରେ ଶକୁନ ଫିଲ୍ମ ବିଷୟରେ ସମ୍ୟକ ଧାରଣା ଦେଇଛନ୍ତି। ଆଜିକାଲିର ପ୍ରେମସମ୍ପର୍କକୁ ନେଇ କାହାଣୀଟି ରଚନା କରାଯାଇଛି। ଦୀପିକା-ସିଦ୍ଧାନ୍ତଙ୍କୁ ଛାଡ଼ି ଆଉ ଗୋଟିଏ ଯୋଡ଼ି ଏଥିରେ ଅଭିନୟ କରିବେ। ସେମାନଙ୍କୁ ଖୋଜା ଯାଉଛି ବୋଲି ଶକୁନ କହିଥିଲେ। ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚରେ ପରଦାକୁ ଆସିବ।

ଫିଲ୍ମଟିର ପ୍ରଯୋଜନା ଭାର ସମ୍ଭାଳିବେ କରନ୍‌ ଜୋହର। ଦୀପିକା ପୂର୍ବରୁ ମଧ୍ୟ ତାଙ୍କ ସହ କାମ କରିସାରିଛନ୍ତି। ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ୟେ ଜବାନୀ ହେ ଦିବାନୀ’ରେ ଦୀପିକା କାମ କରିଥିଲେ। ଆଗାମୀ ଦିନରେ ମଧ୍ୟ ଦୀପିକାଙ୍କ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି। ମେଘନା ଗୁଲଜାରଙ୍କ ‘ଛପାକ୍‌’ ଏବଂ କବିର ସିଂଙ୍କ ‘୮୩’ରେ ସେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷଥର ପାଇଁ କେବେ ହ୍ବାଟ୍‌ସଆପ୍‌ ଦେଖିଥିଲେ ସୁଶାନ୍ତ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ...

ଝିଅଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି ସୁନୀଲ

ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ. ରାହୁଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଏହି ବର୍ଷ ଡିସେମ୍ବରରେ ହେବ...

ରିୟା ଅଙ୍କିତାଙ୍କ ପରେ ସୁଶାନ୍ତଙ୍କ ପାଇଁ କ୍ରିତି ଲେଖିଲେ ଏମିତି ପୋଷ୍ଟ:  ଆଖିରେ ଆସିଯିବ ଲୁହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ  ଏକ ମାସ ବିତିଛି,  ମାତ୍ର ତାଙ୍କ ପ୍ରଶଂସକଙ୍କ ସହ ତାରକାମାନେ ତାଙ୍କୁ ଆଜିବି ମନେ ପକାଉଛନ୍ତି। ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ...

୫୨ ହଜାର ଟଙ୍କାର କୋଟ ପିନ୍ଧି ବୁଲିବାକୁ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ତାଙ୍କର ନ୍ୟୁ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଠାରେ ହିଁ...

ପିତାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲେନି ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ୬୭ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ କ୍ୟାନସରରେ ପୀଡିତ ଥିବା ରିଷି...

ବିବାହର ପ୍ରଥମ ଭାଲେଣ୍ଟାଇନ୍‌ ଡେ’ ସଲମାନଙ୍କ ସହ ବିତାଇବେ କ୍ୟାଟ୍ରିନା

ସୁପରଷ୍ଟାର ସଲମାନ ଖାନ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଫେବୃୟାରୀ ୫ଠାରୁ ‘ଟାଇଗର ୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୁଟିଂ...

ରେଡ୍‌ କାର୍ପେଟ୍‌ରେ କ୍ୟାଟ୍ରିନାଙ୍କ ହଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଆଜିକାଲି ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ କ୍ୟାଟ୍‌ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌...

୩୯ରେ ରିୟା ସେନ : ବିବାହ ପୂର୍ବରୁ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ସୁନ୍ଦରୀ ରିୟା ସେନ୍‌ ଶୁକ୍ରବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୮୧ ଜାନୁୟାରୀ ୨୪ରେ କୋଲକତାଠାରେ ଜନ୍ମଗ୍ରହଣ...

Advertisement
Archives

Model This Week