Posted inଜାତୀୟ

ସିଏଏକୁ ସମର୍ଥନ କରୁଥିବା ହିନ୍ଦୁ ପରିବାରକୁ ପାଣି ବନ୍ଦ ଘଟଣା: ଟୁଇଟ କରିଥିବା ଏମ୍‌ପିଙ୍କ ନାଁରେ ମାମଲା ରୁଜୁ

ମଲ୍ଲାପୁରମ୍‌,୨୪।୧: କର୍ନାଟକର ଜଣେ ଭାଜପା ଏମ୍‌ପି ଶୋଭା କରାଣ୍ଡଲାଜେ କେରଳର ମଲ୍ଲାପୁରମ୍‌ରେ ନାଗରିକତ୍ୱ ସଂଶୋଧିତ ଆଇନ(ସିଏଏ)କୁ ସମର୍ଥନ କରୁଥିବା ହିନ୍ଦୁମାନଙ୍କୁ ପିଇବା ପାଣି ଯୋଗାଣ ବନ୍ଦ କରାଯାଉଛି ବୋଲି ଏକ ଟୁଇଟ୍‌ କରିଥିଲେ। ଧର୍ମ ଏବଂ ଜାତି ଆଧାରରେ ସାମ୍ପ୍ରଦାୟିକ ଭେଦଭାବକୁ ପ୍ରୋତ୍ସାହନ ଅଭିଯୋଗ କରି କେରଳ ପୋଲିସ ଏକ ମାମଲା ରୁଜୁ କରିଛି। ଶୋଭାଙ୍କ ନାଁରେ ଆଇପିସି ଧାରା ୧୫୩(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୨୨ରେ ଶୋଭା ଟୁଇଟରେ କହିଥିଲେ, କେରଳ ଦ୍ୱିତୀୟ କଶ୍ମୀର ହେବା ପଥରେ ଯାଉଛି। ସିଏଏକୁ ସମର୍ଥନ କରିବାରୁ କୁଟ୍ଟିପୁରମ ପଞ୍ଚାୟତରେ ହିନ୍ଦୁମାନଙ୍କୁ ପାଣି ଯୋଗାଣ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ୍‌ ମିଡ଼ିଆରେ ଛାତ୍ରୀଛାତ୍ରଙ୍କୁ ଦିଆଯିବ ହୋମ୍‌ ଓ୍ବାର୍କ

ଅହମଦାବାଦ୍‌, ୧୯।୩: ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ା...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୋଦି

ନୂଆଦିଲ୍ଲୀ,୨୪।୧୨: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର...

ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ

ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଫଳରେ କୋଟି କୋଟି ଲୋକ ନିଜ...

ସୂତାଖିଅରେ ସରକାର

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି।...

ବଡୋଦରାରେ ପ୍ରବଳ ବନ୍ୟା: ଘରେ ପଶିଲା କୁମ୍ଭୀର, ୨୨ଟି ଟ୍ରେନ୍‌ ବାତିଲ୍‌

ବଡୋଦରା, ୨।୮: ଗୁଜରାଟରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୨ ଘଣ୍ଟା ମଧ୍ୟରେ ରେକର୍ଡ ୫୫୪ମିଲିମିଟର ବର୍ଷା ହୋଇଥିବା ପାଣିପାଗ...

କେବଳ ମଣିଷ ନୁହେଁ ବନ୍ୟଜୀବଙ୍କ ଉପରେ ପଡୁଛି ଗ୍ରୀଷ୍ମର ପ୍ରଭାବ: ମଧ୍ୟ ପ୍ରଦେଶ ଜଙ୍ଗଲରେ ୧୫ ମାଙ୍କଡ ମୃତ

ଦଓ୍ବୋସ,୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଉତ୍କଟ ଜଳ ସମାସ୍ୟା ୧୮ ମାଙ୍କଡଙ୍କ ଜୀବନ ନେଇଛି। ମଧ୍ୟପ୍ରଦେଶ ଦଓ୍ବୋସର ବଗଲି ବନଖଣ୍ଡରେ ଥିବା ଯୋଶୀ ବାବା...

ଅଧ୍ୟକ୍ଷ ପଦରୁ ହଟିବା ପରେ କର୍ମୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଲେ ସଞ୍ଜୟ କୁମାର…

ହାଇଦ୍ରାବାଦ,୪।୭ : ଭାଜପା ଏହାର ସଂଗଠନରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଏହା ପରେ ମଙ୍ଗଳବାର ଭାଜପା ଅନେକ ରାଜ୍ୟରେ ସଂଗଠନରେ...

ଅରମାନ କୋହଲି ଗିରଫ…

ମୁମ୍ବାଇ,୨୯।୮: ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନସିବି ପକ୍ଷରୁ କୋହଲିଙ୍କୁ ଗିରଫ କରାଯାଇଛି। ଶନିବାର...

Advertisement
Archives

Model This Week