Posted inଜାତୀୟ

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୁପ୍ରିମ୍‌କୋର୍ଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ନ୍ୟାୟପାଳିକା ସମ୍ମିଳନୀରେ ଯୋଗଦେଇ ସେ ଏଭଳି ପ୍ରକାଶ କରିଛନ୍ତି। ଭାରତୀୟ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କର ଅସ୍ଥା ଓ ବିଶ୍ୱାସ ରହିଛି। ସମ୍ପ୍ରତି ଆସିଥିବା କିଛି ଐତିହାସିକ ରାୟରୁ ଏହା ସୁସ୍ଫଷ୍ଟ। ଦେଶର ୧୩୦ କୋଟି ଜନସାଧାରଣ ଏଭଳି ରାୟପ୍ରତି ନିଜର ସହମତି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଲିଙ୍ଗଗତ ନ୍ୟାୟ ଉପରେ ଆଲୋଚନା ରଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମାଜରେ ଲିଙ୍ଗଗତ ନ୍ୟାୟ କରାଯାଇ ପାରେ ନାହିଁ ସେଭଳି ସମାଜର ପୂର୍ଣ୍ଣ ବିକାଶ ଅସମ୍ଭବ। ଏପରିସ୍ଥଳେ ନ୍ୟାୟପ୍ରିୟତାର ଦାବି କରାଯିବା ଅପ୍ରାସଙ୍ଗିକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବିଜୁଳି ସଙ୍କଟ ପରିସ୍ଥିତି: ମୋଦିଙ୍କୁ ଚିଠି ଲେଖିଲେ କେଜରିୱାଲ

ନୂଆଦିଲ୍ଲୀ,୯ ।୧୦: ରାଜଧାନୀ ଦିଲ୍ଲୀରେ ବିଜୁଳି ଯୋଗାଇ ଦେଉଥିବା ଟାଟା ପାୱାର ଡିଡିଏଲ୍ ନିଜ ଗ୍ରାହକଙ୍କୁ କହିଛି କି ସେମାନେ ଦେଖିରଖି ବିଜୁଳି ଖର୍ଚ୍ଚ କରନ୍ତୁ...

ଭେଣ୍ଟିଲେଟରକୁ ଯିବା ପୂର୍ବରୁ ପୁଅଙ୍କୁ ଗାଁରୁ ଏହି ଜିନିଷ ଆଣିବାକୁ କହିଥିଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟଲ ଯିବା ପୂର୍ବରୁ ପୁଅ ଅଭିଜିତ୍‌ ମୁଖାର୍ଜିଙ୍କୁ କଲ୍‌ କରି ଏକ ଅନୁରୋଧ କରିଥିଲେ।...

ହାତରେ ଗୀତା ଧରି ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଲବୀ

ଯେଉଁ ବୟସରେ ଜଣେ ଯୁବକ ତାଙ୍କ କ୍ୟାରିୟର ଏବଂ ଭବିଷ୍ୟତ ବିଷୟରେ ଚିନ୍ତିତ ଥାନ୍ତି ସେହି ବୟସରେ ଜଣେ ବିପ୍ଳବୀ ବାହାରି ଆସିଥିଲେ ଯିଏ ଦେଶ...

ଓମିକ୍ରନ୍‌କୁ ପ୍ରାକୃତିକ ଟିକା କହିବା ବିପଜ୍ଜନକ ଧାରଣା

ନୂଆଦିଲ୍ଲୀ, ୩।୧: ଓମିକ୍ରନ୍‌ ଏକ ପ୍ରାକୃତିକ ଟିକା ବୋଲି କେତେଜଣ ଦାୟିତ୍ୱଶୂନ୍ୟ ଲୋକ ପ୍ରଚାର ଚଳାଇଛନ୍ତି। ଏହା ଏକ ବିପଜ୍ଜନକ ଧାରଣା ବୋଲି ବିଶେଷଜ୍ଞମାନେ ମତ...

ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି।...

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ...

ମିଛୁଆ ଲୋକ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଚଲାଉଛନ୍ତି: ମୋଦି

ନୂଆଦିଲ୍ଲୀ,୨୫।୯: ଭାରତୀୟ ଜନ ସଂଗଠନର ଜନକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତୀୟ ଜନତା ଦଳର କର୍ମୀଙ୍କୁ...

ପାକିସ୍ତାନ ଜିତିବା ଖୁସିରେ ଷ୍ଟାଟସ୍‌ ରଖିଲେ ଶିକ୍ଷକ: ସ୍କୁଲରୁ ହେଲେ ବିଦା

ଉଦୟପୁର,୨୬।୧୦: ଗତ ରବିବାର ଟି-୨୦ ବିଶ୍ୱକପ୍‌ରେ ଭାାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍‌ ଖେଲାଯାଇଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍‌ ପରାସ୍ତ କରିଥିଲା।...

Advertisement
Archives

Model This Week