ସାବୁନ ମୂଲ୍ୟ କମାଇଲେ କମ୍ପାନୀ

ନୂଆଦିଲ୍ଲୀ,୨୨-୩: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ, ଗୋଦରେଜ କଞ୍ଜ୍ୟୁମର, ପତଞ୍ଜଳି କରୋନା ବିରୋଧରେ ଲଢେଇକୁ ଜୋରଦାର କରିବା ସ୍ବରୂପ ସାବୁନ ଏବଂ ସ୍ବଚ୍ଛତା ପ୍ରଡକ୍ଟର ମୂଲ୍ୟ କମାଇଛନ୍ତି। ଏହାବାଦ୍‌ ଏହି ସାମଗ୍ରୀଗୁଡିକର ଉତ୍ପାଦନ କମ୍ପାନୀଗୁଡିକ ବଢାଇଥିବା କହିଛନ୍ତି। କରୋନା ପ୍ରତିରୋଧ ଲାଗି ହିନ୍ଦୁସ୍ଥାନ ୟୁନିଲିଭର ୧୦୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି। କମ୍ପାନୀ ଲାଇଫବୟ ସାନିଟାଇଜର, ଲିକ୍ୟୁଡ ହ୍ୟାଣ୍ଡଓ୍ବାଶ, ଡୋମେସ୍କ ଫ୍ଲୋର କ୍ଲିନରର ମୂଲ୍ୟ ୧୫% କମାଇଛି। କମ୍ପାନୀର ଏହି ଘୋଷଣା ନୂଆ ପ୍ରଡକ୍ଟ ଉପରେ କାମ କରିବ। ନୂଆ ପ୍ରଡକ୍ଟଗୁଡିକ କମ୍‌ ଦିନରେ ବଜାରକୁ ଆସିବ ବୋଲି ଏହା କହିଛି। ସେହିଭଳି ପତଞ୍ଜଳି ଆୟୁର୍ବେଦ ଆଲୋଭେରା ଏବଂ ହଳଦୀ ଚନ୍ଦନ ସାବୁନ ମୂଲ୍ୟ ୧୨.୫% ହ୍ରାସ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋରଷ୍ଟେପ ସେବା ଦେଉଛି ଫୋର୍ଡ ଇଣ୍ଡିଆ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଡୋରଷ୍ଟେପ ସେବା ଆରମ୍ଭ କରାଯାଇଛି। ଏହି ସେବା ଅଧୀନରେ ଫୋର୍ଡ ଗାଡିର ମାଲିକମାନେ ସେମାନଙ୍କ ଚାହୁଁଥିବା ଯେ କୌଣସି ସ୍ଥାନରେ...

ନେଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ୩୧% କମିଲା

  ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ନେଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୩୧.୧% ହ୍ରାସ ଘଟିଛି। ଏହି ଅବଧିରେ ୧.୯୨...

ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫...

ଜି.ଆର୍‌. ଚିଣ୍‌ଟାଲା ନାବାର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଭାବେ ଜି.ଆର୍‌. ଚିଣ୍‌ଟାଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବେଙ୍ଗାଲୁରୁଠାରେ...

ଟାଟା ମୋଟର୍ସର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧ା୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ‘ଟାଟା ମୋଟର୍ସ’ ପକ୍ଷରୁ ନୂତନ ଉତ୍ପାଦର ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏହାର ନୂତନ ପିଢ଼ିର ବିଏସ୍‌-୬ ଡିଜେଲ...

ପରିବର୍ତ୍ତନ ହୋଇପାରେ ଜିଏସ୍‌ଟି ହାର

ନୂଆଦିଲ୍ଲୀ,୧୮।୮: ଦେଶର ଅର୍ଥନୀତିକୁ ସବଳ କରିବା ସହ ଟିକସ ଆଦାୟ କ୍ଷେତ୍ରରେ ରହିଥିବା କିଛି କାର୍ଯ୍ୟକୁ ଶେଷ କରିବା ପାଇଁ ନିକଟରେ ଶେଷ ହୋଇଥିବା କେନ୍ଦ୍ର...

ଏଲ୍‌ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ

ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍‌ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା...

୨୫ ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୮: ଖୁଚୁରା ମୁଦ୍ରାସ୍ଫୀତି ପରେ ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ମୋଦି ସରକାର ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି...

Advertisement
Archives

Model This Week