ସାଇକେଲ ଚଳାଇଲେ ଏହି ରୋଗ ଆଶଙ୍କା ଦୂର ହୁଏ

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ କିଛି ବାଟ ସାଇକେଲ ଚଳାଇଲେ ହୃଦ୍‌ଘାତ ଆଶଙ୍କା ଦୂର ହୋଇଥାଏ। ଏହି ଗବେଷଣା ୟୁନିଭର୍‌ସିଟି ଅଫ୍‌ ଲିଡ୍‌ସ((University of Leeds) ପକ୍ଷରୁ କରାଯାଇଛି।

ପ୍ରାୟ ୪.୩ କୋଟି ଲୋକଙ୍କ ଉପରେ ଏକ ଅଧ୍ୟୟନ କରାଯିବା ପରେ ବିଶେଷଜ୍ଞ ଦଳ କହିଛନ୍ତି, ଯେଉଁ ଲୋକ ପାଦରେ ଚାଲି ଯାଇଥାନ୍ତି ବା ସାଇକେଲ ଚାଳନା କରିଥାନ୍ତି ସେମାନଙ୍କଠାରେ ହୃଦ୍‌ଘାତ ଆଶଙ୍କା ବହୁତ କମ୍‌ ରହିଥାଏ।

ସାଇକେଲ ଚାଳନା ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ଲାଭଦାୟକ। ସାଇକେଲ ଚାଳନା ଦ୍ୱାରା ଖାଲି ହୃଦ୍‌ଘାତ ଦୂର ହୁଏ ନାହିଁ, ବ୍ଲଡ୍‌ପ୍ରେସର, ଡାଇବେଟିସ, ମେଦବହୁଳତା, କୋଲେଷ୍ଟରଲ ଆଦି ନିୟନ୍ତ୍ରିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମର୍ଣ୍ଣିଓ୍ବାକ୍‌ ପରେ ପାଦତଳ ଦରଜ ଠିକ୍‌ କରେ ସୋରିଷ

ଦୀର୍ଘ ସମୟ ଧରି ଠିଆ ହେଲେ ଅବା ବସି ରହିଲେ ପାଦତଳ ଦରଜ ହୋଇଥାଏ। ବେଳେବେଳେ ପାଦ ଫୁଲି ଯାଇଥାଏ। ଫଳରେ ଚାଲିବା ବୁଲିବାରେ କଷ୍ଟ...

ମସ୍ତିଷ୍କକୁ ସକ୍ରିୟ ରଖେ ସ୍ବପ୍ନ

ସ୍ବପ୍ନ କିଏ ବା ନ ଦେଖେ? କିନ୍ତୁ ଏହା କେତେ ବାସ୍ତବତାର ରୂପ ନିଏ ତାହା ଭିନ୍ନ କଥା, ହେଲେ କେତେକ ଏହି ସ୍ବପ୍ନକୁ ନେଇ...

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ

ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ...

ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା...

ଶୁଙ୍ଘିବା ପାଇଁ କେବଳ ନାକ ନୁହେଁ, ଜିଭ କରିଥାଏ ସାହାଯ୍ୟ

ଯେକୌଣସି ବ୍ୟକ୍ତି କୌଣସି ବାସ୍ନା କିମ୍ବା ଗନ୍ଧକୁ କେବଳ ନାକରେ ଶୁଙ୍ଘି ନ ଥାଆନ୍ତି, ବରଂ ଏ ନେଇ ଜିଭର ମଧ୍ୟ ସାହାଯ୍ୟ ନେଇଥାଆନ୍ତି। ଏହାକୁ...

ସକାଳଭୋଜନରେ ଏସବୁ ଖାଦ୍ୟପଦାର୍ଥ ସାମିଲ କରୁଛନ୍ତି କି…

ସୁସ୍ବାସ୍ଥ୍ୟ ପାଇଁ ନିୟନ୍ତ୍ରିତ ଆହାର ଜରୁରୀ। କୁହାଯାଏ ଠିକ୍‌ ସମୟରେ ସକାଳଭୋଜନ କରିବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇହୁଏ। ଏହା ଦିନ ତମାମ ଜଣଙ୍କୁ...

ସନ୍ଧିବାତ

”୫୦ବର୍ଷ ବୟସ ପରେ କେତେଜଣ ବ୍ୟକ୍ତି ଆଣ୍ଠୁ ମୋଡ଼ିଲେ ଭଗ୍ନ ପରି ଖଟ୍‌ ଖଟ୍‌ ଶବ୍ଦ ଓ ଯନ୍ତ୍ରଣା ହୋଇଥାଏ। ପାଦ ଉପରପାର୍ଶ୍ୱ ଫୁଲିଯାଏ, ଜାନୁସନ୍ଧି...

ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ଆଶଙ୍କା ଅଧିକ…

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *