Posted inଜାତୀୟ

ସର୍ବାଧିକ ବିଳମ୍ବରେ ଫେରୁଛି ମୌସୁମୀ

ନୂଆଦିଲ୍ଲୀ,୧୦ା୧୦(ପି.ଟି.): ଦକ୍ଷିଣପଶ୍ଚିମ ମୌସୁମୀ ବୁଧବାରଠାରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି। ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନରେ ସର୍ବାଧିକ ବିଳମ୍ବ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବୁଧବାର ପଞ୍ଜାବ, ହରିୟାଣାର କେତେକ ଅଞ୍ଚଳ ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଏହିସବୁ ଅଞ୍ଚଳରୁ ସାଧାରଣତଃ ସେପ୍ଟେମ୍ବର ୧ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ପୂର୍ବରୁ ୧୯୬୧ ଅକ୍ଟୋବର ୧ ଏବଂ ୨୦୦୭ ସେପ୍ଟେମ୍ବର ୩୦ରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଏଥର ସବୁ ରେକର୍ଡକୁ ଟପିଯାଇଛି। ଆଉ ଦିନେ ଦୁଇଦିନ ମଧ୍ୟରେ ଉତ୍ତରପଶ୍ଚିମ ଭାରତର ଅଧିକ ଅଞ୍ଚଳରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି...

ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ

ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ...

ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ସାପ

ବିଲାସପୁର,୨୧।୮: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ସାପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି। ବିଲାସପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାଦ ତଳେ ସାପ ଆସିଯାଇଥିଲା।...

ନୁହ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ନୁହ,୧୦।୮: ହରିୟାଣାର ନୁହରେ ୩୧ ଜୁଲାଇରୁ ବ୍ରଜମଣ୍ଡଳ ଧାମ ଜଳାଭିଷେକ ଯାତ୍ରା ସମୟରୁ ହୋଇଥିବା ହିଂସା ପରେ ପ୍ରଶାସନ ଲଗାତାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି...

ବଳାତ୍କାର ପୀଡ଼ିତାଙ୍କୁ ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ…

ମୁମ୍ବାଇ, ୧।୭ : ଜଣେ ବଳାତ୍କାର ପୀଡ଼ିତାଙ୍କୁ ସନ୍ତାନ ଜନ୍ମ କରି ମା’ ହେବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ସେ ବଳାତ୍କାର ଯୋଗୁ ଜାତ...

ଫାରୁକଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁ ଚାଇନା: ଦୂତାବାସ ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୩ ।୧୦: କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ସାଂସଦ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତୀ ଫାରୁକ ଅବଦୁଲା ଯେଉଁ ବୟାନ ଦେଇଥିଲେ ଏବେ ତାହା...

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା...

ସବକା ସାଥ-ସବକା ବିକାଶ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ ୨୪।୯ : ଉପରାଷ୍ଟ୍ରପତି ଜଗଦୀପ ଧନକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ’ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ...

Advertisement
Archives

Model This Week