ସରସରା ଧାନ ମଣ୍ଡି ବନ୍ଦ: ଯୋଗାଣ ଅଧିକାରୀଙ୍କୁ ଫେରାଦ

ବୌଦ୍ଧ,୩।୧(ସ୍ବ.ପ୍ର): ବୌଦ୍ଧ ଜିଲାରେ ସମସ୍ତ ମଣ୍ଡିରେ ଧାନ କିଣାବିକା ଚାଲିଥିବା ବେଳେ ସରସରା ମଣ୍ଡି ବନ୍ଦ ରହିଛି। ଏହି ମଣ୍ଡିରେ ଗତ ୧୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା। ମାତ୍ର ୫/୬ ଜଣ ଚାଷୀଙ୍କ ଧାନକିଣା ପରେ ସମବାୟ କର୍ତ୍ତୃପକ୍ଷ ମଣ୍ଡିକୁ ବନ୍ଦ କରିଦେଇଥିବା ଚାଷୀମାନେ ଅଭିଯେଗା କରିଛନ୍ତି। ଧାନକିଣା ହେଉ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି । ତେବେ ଏ ସମ୍ପର୍କରେ ସମବାୟ କର୍ମଚାରୀଙ୍କୁ କୌଣସି ମିଲର୍ସ ଏହି ମଣ୍ଡିରୁ ଧାନ ଉଠାଇବାକୁ ରାଜି ହେଉ ନ ଥିବାରୁ ଚାଷୀଙ୍କ ଧାନ କିଣାଯାଉ ନ ଥିବା କହିଥିଲେ । ଫଳରେ ଶୁକ୍ରବାର ଚାଷୀମାନେ ଜିଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ଭେଟି ଆସନ୍ତା ୫ ତାରିଖ ମଧ୍ୟରେ ଚାଷୀଙ୍କ ଧାନ କିଣାଯିବାକୁ ଦାବି କରିଛନ୍ତି । ନଚେତ ୬ ତାରିଖରେ ସରସରା ସମବାୟ ସମିତିରେ ତାଲା ପକାଇବା ସହିତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସୁରକ୍ଷା ପାଇଁ ୧୫ ଦିନିଆ ସ୍ପେଶାଲ ଡ୍ରାଇଭ୍‌

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ପାର୍ବଣ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ। ଏଥିପାଇଁ ୧୫ଦିନିଆ ସ୍ପେଶାଲ ଡ୍ରାଇଭ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦାଦାବଟି, ଲୁଟ,...

୧,୮୫,୨୧୦ ହେକ୍ଟରରେ ଖରିଫ୍‌ ଚାଷ

ଢେଙ୍କାନାଳ ଅଫିସ, ୨୨।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାରେ ଖରିଫ୍‌ ଚାଷକୁ ସୁବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ। ଖରିଫ୍‌-୨୦୨୦ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ମହିଳାଙ୍କୁ ଗଣବଳାତ୍କାର ଘଟଣା: ୩ ଅଭିଯୁକ୍ତ ଗିରଫ

ଜଳେଶ୍ୱର,୨୯।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରାଇବଣିଆ ଥାନା ଅଞ୍ଚଳରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ରାସ୍ତାରୁ ଟେକି ନେଇ ଗଣବଳାତ୍କାର ଘଟଣାରେ ପୋଲିସ ଉଦାସୀନ ରହିଥିବା...

୧୧ରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଅଲ୍‌ ଓଡିଶା ଲ ଅଫିସର୍ସ ଆସୋସିଏଶନ ପକ୍ଷରୁ ଆସନ୍ତା ୧୧ ତାରିଖରେ ଇଡ୍‌କଲ ଅଡିଟୋରିୟମରେ ସରକାରୀ ଓକିଲଙ୍କ ବିଶାଳ ସମ୍ମିଳନୀ ହେବ। ରାଜ୍ୟର ବିଭିନ୍ନ...

ବାଟୋଇଙ୍କୁ ଆଇସୋଲେଶନରେ ରଖିଲା ପ୍ରଶାସନ

ବିଜେପୁର,୧୬।୪(ଡି.ଏନ.ଏ.)-କରୋନା ପାଇଁ ଲକ୍‌ ଡାଉନ ଜାରି ରହିଛି । ପୋଲିସ ପ୍ରଶାସନର କଟକଣା ଯୋଗୁଁ ପୂର୍ବାହ୍ନ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତା ଶୂନଶାନ...

ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା...

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ...

୫ ଲକ୍ଷ ଟଙ୍କାର କଫ ସିରପ୍‌, ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୩।୧୦: ଖୋର୍ଦ୍ଧା ଜିଲାରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସ୍‌ଟିଏଫ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ...

Advertisement
Archives

Model This Week